କରୋନା ଟିପ୍ସ – ଜାଣନ୍ତୁ ଘରେ କିଭଳି କ୍ୱାରେଣ୍ଟାଇନରେ ରହିବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭାଇରସ ସହ ମୁକାବିଲା କରିବା ପାଇଁ ସମସ୍ତଙ୍କୁ ସଚେତନ ରହିବାକୁ ପଡ଼ିବ। ଏ ଦିଗରେ କିଛି ପଦକ୍ଷେପ ମଧ୍ୟ ଆପଣେଇବାକୁ ପଡ଼ିବ।
ଜଣେ ବ୍ୟକ୍ତି ଯଦି ଭାଇରସ ସଂକ୍ରମିତ ହୋଇଥିବେ...
ଜାଣନ୍ତୁ ବୟସ୍କଙ୍କ ପାଇଁ କ’ଣ ରହିଛି କରୋନା ପରାମର୍ଶ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=yL0gqehaXWw&feature=emb_logo
ସାରାବିଶ୍ୱରେ କରୋନା ଭାଇରସର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ଉପାୟ ବାହାରିନି। କିନ୍ତୁ ହଁ ସଚେତନ ହେବା ଦ୍ୱାରା...
ଆମେରିକାରେ କରୋନାର ତାଣ୍ଡବ, ୬୦ ହଜାର ମଲେଣି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଆମେରିକାରେ କରୋନା ଯୋଗୁଁ ମୃତ୍ୟୁସଂଖ୍ୟା ବଢ଼ି ଚାଲିଛି। ଗତ କିଛିଦିନ ଧରି ଦୈନିକ ମୃତ୍ୟୁ ପରିମାଣ ଦୁଇ ହଜାରରୁ କମ ଥିବା ବେଳେ ବୁଧବାର ଗୋଟିଏ ଦିନରେ ୨୫୦୨ ଜଣ...
ଜୁନ ସୁଦ୍ଧା ବିଶ୍ୱରେ ୩୦ କୋଟି ଲୋକଙ୍କ ଚାକିରି ଯିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ତର୍ଜାତିକ ଶ୍ରମ ସଂଗଠନ ପକ୍ଷରୁ କୁହାଯାଇଛି ଯେ କରୋନା ଭାଇରସ ଯୋଗୁଁ ଆଗାମୀ ଦିନରେ କୋଟି କୋଟି ଲୋକ ବେରୋଜଗାର ହେବେ। ସଂଗଠନର କହିବା ଅନୁଯାୟୀ ଏପ୍ରିଲରୁ ଜୁନ ମାସ ମଧ୍ୟରେ...
ଯାଜପୁରରେ ପୁଣି ୩ ପଜିଟିଭ୍, ଆକ୍ରାନ୍ତ ସଂଖ୍ୟା ୧୨୮କୁ ବୃଦ୍ଧି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଯାଜପୁର ଜିଲ୍ଲାରେ ପୁଣି ଚିହ୍ନଟ ହେଲେ ୩ କରୋନା ପଜିଟିଭ୍। ଏଥିସହ କେବଳ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଥିବାବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮କୁ ବୃଦ୍ଧି...
ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପାଇଁ କରୋନା ସତର୍କତା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=fo3jcidkiVc&feature=emb_logo
ଯଦି କୌଣସି ବ୍ୟକ୍ତି ମାର୍ଚ୍ଚ ୪ ପରେ ବିଦେଶରୁ ଓଡ଼ିଶାକୁ ଫେରିଛନ୍ତି, ତେବେ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪କୁ କଲ୍ କରି କିମ୍ବା www.covid19.odisha.gov.inକୁ ଯାଇ ନିଜ ନାମ ପଞ୍ଜୀକରଣ...
କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା।
କୋରୋନା ଭାଇରସର ଲକ୍ଷଣ କ’ଣ?
କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର...
ବିଦ୍ୟୁତ୍ ବିଲ୍, ସ୍କୁଲ୍ ଫି’ ଛାଡ଼ ମାମଲା – କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କରୋନା ମହାମାରୀ ଯୋଗୁଁ ବିଭିନ୍ନ ବର୍ଗର ଲୋକେ ନିଜର ଜୀବିକା ହରାଇଛନ୍ତି। ଗରିବ, ମଧ୍ୟବିତ୍ତ ସମସ୍ତେ ପ୍ରଭାବିତ ହୋଇଛନ୍ତି। କିନ୍ତୁ ମଧ୍ୟବିତ୍ତ ବର୍ଗର ଲୋକେ କୌଣସି ପ୍ରକାର ସହାୟତା ପାଉନାହାନ୍ତି।...
ଅଧା ଓଡ଼ିଶାରେ କରୋନା – ୧୪ ଜିଲ୍ଲାରେ ୧୨୨ ଆକ୍ରାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ୩୦ ଜିଲ୍ଲାରୁ ୧୪ ଜିଲ୍ଲାରେ ଆତଙ୍କ ଖେଳାଇଛି କରୋନା ଭାଇରସ୍।
ଓଡ଼ିଶାରେ ଏବେ କରୋନା ଡର। ଜିଲ୍ଲାରୁ ଜିଲ୍ଲାକୁ ମାଡ଼ି ଚାଲିଛି ଏହି ଭାଇରସ୍। ଓଡ଼ିଶାର ୩୦ ଜିଲ୍ଲାରୁ ଆଜିସୁଦ୍ଧା ୧୪...
ବାଲେଶ୍ୱରରେ ଆଉ ୩ କରୋନା ଆକ୍ରାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱରରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହି ଜିଲ୍ଲାରେ ଆଜି ସନ୍ଧ୍ୟାରେ ପୁଣି ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ବାଲେଶ୍ୱର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ବାଲେଶ୍ୱରରେ...





















