ରାଜ୍ୟରେ ୮ ଶହ ଟପିଲା କରୋନା ମୃତ୍ୟୁସଂଖ୍ୟା – ଦିନକରେ ଗଲା ୧୬ ଆକ୍ରାନ୍ତଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଜି ପୁଣି ୧୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୮୧୩କୁ ବୃଦ୍ଧି ଘଟିଛି। ଆଜି ବାଲେଶ୍ୱରରୁ ସର୍ବାଧିକ ୩ ଆକ୍ରାନ୍ତଙ୍କ ଜୀବନ...

ରାଜ୍ୟରେ ପୁଣି ୩୨୩୫ କରୋନା ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୩,୨୩୫ ପଜିଟିଭ୍ ୧,୯୧୫ ଜଣ କ୍ଵାରେଣ୍ଟାଇନ୍‌ରୁ ଓ ୧,୩୨୦ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୧୨,୬୦୯କୁ ବୃଦ୍ଧି ଆଜି ରାଜ୍ୟର ସମସ୍ତ ୩୦...

ରାତି ପାହିଲେ ବିଧାନସଭା ଅଧିବେଶନ – ଘାରିଲାଣି କରୋନା ଭୟ, ୭୫୮ ନମୁନାରୁ ୧୩୬ ପଜିଟିଭ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ସେପ୍ଟେମ୍ବର ୨୯ ଅର୍ଥାତ ଆସନ୍ତାକାଲିଠାରୁ ବିଧାନସଭା ମୌସୁମୀ ଅଧିବେଶସନ ବସିବାକୁ ଯାଉଛି। କିନ୍ତୁ ଅଧିବେଶନ ପୂର୍ବରୁ କରୋନା ଚିତ୍ର ସମସ୍ତଙ୍କୁ ଭୟଭୀତ କରିଛି। ଅଧିବେଶନ ପାଇଁ ଶନିବାର ହୋଇଥିବା କରୋନା ପରୀକ୍ଷାର...

କୋଭିଡ୍ ହସ୍ପିଟାଲରେ ପ୍ରତି ୧୫ ଦିନରେ ହେବ ଅଗ୍ନି ନିରାପତ୍ତା ଯାଞ୍ଚ୍

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ସଦଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବିଭାଗ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ନିର୍ଦ୍ଦେଶ ଅନୁଯାୟୀ ଏଣିକି ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲଗୁଡ଼ିକରେ ଅଗ୍ନି ନିରାପତ୍ତା...

ଦେଶରେ ୬୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୮୨,୧୭୦ ପଜିଟିଭ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୮୨,୧୭୦  ଆକ୍ରାନ୍ତ, ୧,୧୨୪ ମୃତ ମୋଟ କରୋନା ପଜିଟିଭ୍ ସଂଖ୍ୟା ୬୦,୭୪,୭୦୩କୁ ବୃଦ୍ଧି ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୯୫,୫୪୨କୁ ବୃଦ୍ଧି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି।...

ଭୁବନେଶ୍ୱରରୁ ଆଜି ୩୧୭ ପଜିଟିଭ ଚିହ୍ନଟ – ସୁସ୍ଥ ହେଲେ ୩୧୨ ଜଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଆଜି ଆଉ ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୧୭ ଜଣଙ୍କ ମଧ୍ୟରୁ ୬୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୨୫୫ ଲୋକାଲ...

ରାଜ୍ୟରେ ଆଉ ୧୪ ଆକ୍ରାନ୍ତଙ୍କ ମୃତ୍ୟୁ – ୮୦୦ ଛୁଇଁବ ମୋଟ ମୃତ୍ୟୁସଂଖ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଜି ଆଉ ୧୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୭୯୭ରେ ପହଞ୍ଚିଛି। ଆଜି କଟକ ଓ ଖୋର୍ଦ୍ଧାରୁ ୩ ଜଣ...

ରାଜ୍ୟରେ ପୁଣି ୩,୯୨୨ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଆଜି ରାଜ୍ୟରେ ଆଉ ୩,୯୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୨,୩୦୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୬୧୩ ଜଣ ପଜିଟିଭ୍ ଅଛନ୍ତି। ଏନେଇ ରାଜ୍ୟ...

ଦେଶରେ ୬୦ ଲକ୍ଷ ମୁହାଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୮୮,୬୦୦ ପଜିଟିଭ୍ 

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୮୮,୬୦୦ ଆକ୍ରାନ୍ତ, ୧,୧୨୪ ମୃତ ମୋଟ କରୋନା ପଜିଟିଭ୍ ସଂଖ୍ୟା ୫୯,୯୨,୫୩୩କୁ ବୃଦ୍ଧି ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୯୪,୫୦୩କୁ ବୃଦ୍ଧି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଆଜି ଗୋଟିଏ ଦିନରେ...

କରୋନାରୁ ସୁସ୍ଥ ହେଲେ ୪୭୬୧ ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରୁ ଆଜି ୪୭୬୧ ଆକ୍ରାନ୍ତ ସୁସ୍ଥ ଖୋର୍ଦ୍ଧାରୁ ସର୍ବାଧିକ ୧୧୭୩ ଆକ୍ରାନ୍ତ ସୁସ୍ଥ  କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୭୦ ହଜାର ଟପିଲା ରାଜ୍ୟରେ ଆଜି କରୋନାରୁ ସୁସ୍ଥ...