ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଆଜି ରାଜ୍ୟରେ ଆଉ ୩,୯୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍ରୁ ୨,୩୦୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୬୧୩ ଜଣ ପଜିଟିଭ୍ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
Covid-19 Report For 26th September
New Positive Cases: 3922
In quarantine: 2309
Local contacts: 1613(Details of local contacts will be shared by concerned Dist Administration)
District Wise Cases
1. Angul: 200
2. Balasore: 72
3. Bargarh: 154
4. Bhadrak: 51
5. Balangir: 85— I & PR Department, Odisha (@IPR_Odisha) September 27, 2020
ଖୋର୍ଦ୍ଧାରୁ ଆଜି ସର୍ବାଧିକ ୮୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୩୮୦ ଜଣ, ଷ୍ଟେଟ୍ପୁଲ୍ରୁ ୨୧୪ ଜଣ, କେନ୍ଦୁଝରରୁ ୨୧୨ ଜଣ, ଅନୁଗୁଳରୁ ୨୦୦ ଜଣ, ପୁରୀରୁ ୧୮୪ ଜଣ, ବରଗଡ଼ରୁ ୧୫୪ ଜଣ, ମୟୂରଭଞ୍ଜରୁ ୧୪୯ ଜଣ, ଜଗତସିଂହପୁରରୁ ୧୨୩ ଜଣ, ସମ୍ବଲପୁରରୁ ୧୧୭ ଜଣ ଆକ୍ରାନ୍ତ ଅଛନ୍ତି।
22. Mayurbhanj: 149
23. Nawrangpur: 40
24. Nayagarh: 48
25. Nuapada: 114
26. Puri: 184
27. Rayagada: 48
28. Sambalpur: 117
29. Sonepur: 25
30. Sundargarh: 103
31. State Pool: 214New Recovery: 4761
Cumulative Tested: 3111766
Positive: 209374
Recovered: 170193
Active Case: 38331— I & PR Department, Odisha (@IPR_Odisha) September 27, 2020
ସେହିପରି ନୂଆପଡ଼ାରୁ ୧୧୪ ଜଣ, ଝାରସୁଗୁଡ଼ାରୁ ୧୦୯ ଜଣ, କେନ୍ଦ୍ରାପଡ଼ାରୁ ୧୦୭ ଜଣ, ଯାଜପୁର ଓ ସୁନ୍ଦରଗଡ଼ରୁ ୧୦୩ ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଆଜିର ନୂଆ ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୦୯,୩୭୪ରେ ପହଞ୍ଚିଛି। ସେଥିମଧ୍ୟରୁ ୧,୭୦,୧୯୩ ଜଣ ସୁସ୍ଥ ହୋଇଥିବା ବେଳେ ୩୮,୩୩୧ ଜଣ ଚିକିତ୍ସାଧୀନ ଅଛନ୍ତି। ଏଥିସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୭୯୭କୁ ବୃଦ୍ଧି ପାଇଛି।