କଟକରୁ ପୁଣି ୩୯୨ ପଜିଟିଭ୍‌ ଚିହ୍ନଟ, ୨ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: କଟକ ଜିଲ୍ଲାରୁ ୩୯୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୯୭ ଜଣ କଟକ ସହରର ଥିବା ବେଳେ ୨ ଜଣଙ୍କ ତଥ୍ୟ ପୁନର୍ବାର ଦିଆଯାଇଛି। ଏହାବାଦ୍...

ଦେଶରେ ୪୫ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ସର୍ବାଧିକ ୯୬,୫୫୧ ପଜିଟିଭ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକରେ ୯୬,୫୫୧ ଆକ୍ରାନ୍ତ, ୧,୨୦୯ ମୃତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫,୬୨,୪୧୫କୁ ବୃଦ୍ଧି ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୭୬,୨୭୧କୁ ବୃଦ୍ଧି ଦେଶରେ ବେଲଗାମ ହେଉଛି କରୋନା ସଂକ୍ରମଣ। ଗତ ୨୪...

ଭୁବନେଶ୍ୱରରୁ ଆଜି ୪୬୦ ନୂଆ ପଜିଟିଭ୍, ୨୭୫ ଜଣ ସ୍ଥାନୀୟ ସଂକ୍ରମିତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀରୁ ଆଜି ୪୬୦ ନୂଆ ପଜିଟିଭ୍ ୨୭୫ ଲୋକାଲ୍ କେସ୍ ଥିବା ସୂଚନା ଭୁବନେଶ୍ୱରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪,୯୫୨କୁ ବୃଦ୍ଧି ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୪୬୦ ନୂଆ...

କୋଭିସିଲ୍‌ଡ ଟିକା ପରୀକ୍ଷଣ – କାଲି କରିଥିଲେ ହଁ, ଆଜିକୁ ନା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଅକ୍ସଫୋର୍ଡ ଦ୍ଵାରା ବିକଶିତ କୋଭିଡ ଟିକା 'କୋଭିସିଲ୍‌ଡ'ର ପରୀକ୍ଷଣକୁ ସ୍ଥଗିତ ରଖାଯାଇଛି। ଭାରତରେ ବନ୍ଦ ହେଲା କୋଭିଡ ଟିକା 'କୋଭିସିଲ୍‌ଡ'ର ପରୀକ୍ଷଣ। ପରୀକ୍ଷଣ ପରେ ବ୍ରିଟେନରେ ଜଣେ ସ୍ଵାସ୍ଥ୍ୟକର୍ମୀ ଅସୁସ୍ଥ ହେବାପରେ...
corona

ଭୁବନେଶ୍ଵରରେ କରୋନା ନିୟନ୍ତ୍ରଣ ପାଇଁ ବ୍ୟାପକ ହେବ ହେଲ୍‌ଥ ସ୍କ୍ରିନିଂ – ଗଠନ ହେବ ୫୬୫ଟି ରାପିଡ୍ ରେସପନ୍ସ...

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ନିୟନ୍ତ୍ରଣ ପାଇଁ ଏଣିକି ଭୁବନେଶ୍ଵରରେ ଲାଗୁ ହେବ ଗଞ୍ଜାମ ଫର୍ମୁଲା। ବିଏମ୍‌ସି ଅଞ୍ଚଳରେ ବ୍ୟାପକ ହେଲ୍‌ଥ ସ୍କ୍ରିନିଂ ପାଇଁ ୫୬୫ଟି ରାପିଡ୍ ରେସ୍‌ପନ୍ସ ଟିମ୍ ଗଠନ କରାଯିବ। ଏହି ଟିମ୍‌...

ସେପ୍ଟେମ୍ବର ଶେଷକୁ କମିପାରେ କରୋନା ପଜିଟିଭ୍ ସଂଖ୍ୟା – ରାଜ୍ୟ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ସେପ୍ଟେମ୍ବର ମାସ ଶେଷ ବେଳକୁ ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ଆଶା କରାଯାଉଛି। ଏଥିପାଇଁ ଅନ୍‌ଲକ୍-୪ ଗାଇଡ୍‌ଲାଇନ୍‌କୁ ଲୋକମାନଙ୍କୁ ମାନିବାକୁ ପଡ଼ିବ। ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା ସହିତ...

ରାଜ୍ୟରେ ପୁଣି ୧୧ ଜଣଙ୍କ ଜୀବନ ନେଲା କରୋନା, ମୋଟ ମୃତ୍ୟୁସଂଖ୍ୟା ୫୯୧କୁ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜ୍ୟରେ ଆଉ ୧୧ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏଥିସହ ମୋଟ କରୋନା ମୃତ୍ୟୁସଂଖ୍ୟା ୫୯୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ରାଜ୍ୟରେ ଦିନକରେ ଆଉ ୩,୯୯୧ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

  ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକରେ ୩,୯୯୧ ପଜିଟିଭ୍ କ୍ଵାରେଣ୍ଟାଇନ୍‌ରୁ ୨,୩୧୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୬୭୬ ଜଣ ଚିହ୍ନଟ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୯,୧୨୧କୁ ବୃଦ୍ଧି ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ...

ଦେଶରେ ୪୪ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୯୫,୭୩୫ ପଜିଟିଭ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକରେ ୯୫,୭୩୫ ଆକ୍ରାନ୍ତ, ୧,୧୭୨ ମୃତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪,୬୫,୮୬୪କୁ ବୃଦ୍ଧି ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୭୫,୦୬୨କୁ ବୃଦ୍ଧି ଦେଶରେ କରୋନା ସଂକ୍ରମଣ ସାଘାଂତିକ ସ୍ଥିତିରେ ପହଞ୍ଚିଛି। ଗତ ୨୪...

କୋଭିଡ୍ ୧୯ ଟେଷ୍ଟିଂରେ ରାଜଧାନୀ ଆଗୁଆ – ସେପ୍ଟେମ୍ବର ୮ ସୁଦ୍ଧା ଦେଢ଼ ଲକ୍ଷରୁ ଅଧିକ ଟେଷ୍ଟିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଦେଢ ଲକ୍ଷ ପାର୍ କଲା କୋଭିଡ୍ ଟେଷ୍ଟିଂ। ସେପ୍ଟେମ୍ବର ୮ ତାରିଖ ସୁଦ୍ଧା ଭୁବନେଶ୍ୱରରେ ୧ ଲକ୍ଷ ୫୫ ହଜାରରୁ ଅଧିକ ନମୁନା ଟେଷ୍ଟିଂ ହୋଇଥିବା ବିଏମସି ସୂଚନା ଦେଇଛି।...