ସୁସ୍ଥ ତ୍ଵଚା ପାଇଁ କ’ଣ ଖାଇବେ?

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=cmc1nAapggs] ନାରୀ ହୁଅନ୍ତୁକି ପୁରୁଷ, ସମସ୍ତଙ୍କର ଇଚ୍ଛାଥାଏ ସୁନ୍ଦର ଏବଂ ସୁସ୍ଥ ତ୍ଵଚା ପାଇଁ। ଏଥିପାଇଁ ଠିକ୍ ଭାବେ ତ୍ଵଚାର ଯତ୍ନ ନେବାକୁ ପଡ଼ିବ। ଖାସ କରି ଖାଦ୍ୟ ପେୟ ଉପରେ...

ବୟସ ବଢ଼ିଲେ ହାଡ଼ ଦୁର୍ବଳ କାହିଁକି ହୁଏ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=GYpYQG2fK_c] ବୟସ ବଢ଼ିବା ସହିତ ଆମ ଶରୀରର ହାଡ଼ଗୁଡ଼ିକରେ ଛୋଟ ଛୋଟ ଛିଦ୍ର ହେବା ଯୋଗୁଁ ଏହା ଫମ୍ପା ହୋଇଯାଏ। ଫଳରେ ହାଡ଼ଗୁଡ଼ିକରେ ଆଉ ପୂର୍ବ ଭଳି ଶକ୍ତି ରହେ...

ସିଜରିଆନ ଡେଲିଭରି ପରେ ମା’ର ଯତ୍ନ

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=IiE_Mg_y5TM] ଗର୍ଭାବସ୍ଥାରେ ଜଣେ ମା’ଙ୍କର ଯେତିକି ଯତ୍ନ ନେବାର ଆବଶ୍ୟକତା ରହିଛି ପ୍ରସବ ପରେ ମଧ୍ୟ ତା’ଠାରୁ ଅଧିକ ଯତ୍ନ ନେବାର ଆବଶ୍ୟକତା ରହିଛି। ଖାସ କରି ସିଜରିଆନ୍‌ ଡେଲିଭରି...

ସ୍ତନ୍ୟପାନ କରାଉଥିବା ମା’ କ’ଣ ଖାଇବେ, କ’ଣ ନାହିଁ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=vZilkb12wyA] ଶିଶୁକୁ ସ୍ତନ୍ୟପାନ କରାଇବା ସମୟରେ ମା’ମାନେ ନିର୍ଦ୍ଦିଷ୍ଟ ଡାଏଟ୍‌ ଗ୍ରହଣ କରିବା ଆବଶ୍ୟକ। କାରଣ ମା’ ଯାହା ପୋଷଣ ଖାଇବ ତାହା ଶିଶୁର ବିକାଶରେ ସାହାଯ୍ୟ ହେବ। ତେବେ ସ୍ତନ୍ୟପାନ...

ବୃଦ୍ଧାବସ୍ଥାରେ କିପରି ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ପାଇବେ ମୁକ୍ତି ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ ମାନସିକ ଅବସ୍ଥା [youtube https://www.youtube.com/watch?v=M198OtpefMA] ବୟସ ବଢ଼ିଲେ ଆମ ଶରୀରର ହାଡ଼ଗୁଡ଼ିକ ଦୁର୍ବଳ ହୋଇପଡ଼ନ୍ତି। ଫଳରେ ଆଣ୍ଠୁଗଣ୍ଠିରେ ଅସହ୍ୟ ଯନ୍ତ୍ରଣା ଅନୁଭବ ହୁଏ। ଏହା ବିଭିନ୍ନ ଆଣ୍ଠୁଗଣ୍ଠି ବାତଜନିତ ରୋଗ କାରଣରୁ...

ଗର୍ଭାବସ୍ଥାରେ କେମିତି ନେବେ ମା’ର ଯତ୍ନ

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=m1lJulFx7cw] ଗର୍ଭାବସ୍ଥାରେ ଜଣେ ମା’ର ଯତ୍ନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। କାରଣ ସୁସ୍ଥ ଶିଶୁଟିଏ ଜନ୍ମ ହେବା ପାଇଁ ହେଲେ ଗର୍ଭାବସ୍ଥାରେ ହିଁ ମା’ର ଯତ୍ନ ନିହାତି ଦରକାର ବୋଲି ଡାକ୍ତର...

ବୃଦ୍ଧାବସ୍ଥାରେ କିପରି ଏକଲାପଣକୁ ଦୂର କରିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=3MJF4-v6mnM] ଯେତେବେଳେ ଘରର ପିଲାମାନେ ପଢ଼ିବା ପାଇଁ କିମ୍ବା ଚାକିରି କରିବା ଲାଗି ବାହାରକୁ ଯାଆନ୍ତି। ସେତେବେଳେ ବାପାମା’ମାନେ ପିଲାଙ୍କୁ ଝୁରି ଝୁରି ଏକୁଟିଆ ଅନୁଭବ କରିଥାଆନ୍ତି। ତାକୁ ଏମ୍‌ପ୍ଟି...

ଗର୍ଭାବତୀ ମା’ କିପରି ନେବେ ଯତ୍ନ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=DrOlACMzQwQ] ମାତୃତ୍ୱ ଭଗବାନଙ୍କର ଶ୍ରେଷ୍ଠ ଓ ସୁନ୍ଦରତମ ସୃଷ୍ଟି। ଏହି ସମୟରେ ମା’ ସୁସ୍ଥ ରହିଲେ ଗର୍ଭସ୍ଥ ଶିଶୁ ମଧ୍ୟ ସୁସ୍ଥ ରହିଥାଏ। ତେଣୁ ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର...

ଅବାଞ୍ଛିତ ଗର୍ଭଧାରଣ ରୋକିବେ କିପରି ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=CzefIK8gKwI]ପାରିବାରିକ ଜୀବନର ସୁଖ ସମୃଦ୍ଧି ପାଇଁ ସନ୍ତାନର ଆବଶ୍ୟକତା ରହିଛି। ଶିଶୁଟିଏ ପାଇଁ ଆଗରୁ ବାପା, ମା’ଙ୍କୁ ଶାରୀରିକ ଓ ମାନସିକ ଭାବରେ ପ୍ରସ୍ତୁତ ହେବାକୁ ପଡ଼ିଥାଏ। ଅନେକ ସମୟରେ...

ଗର୍ଭଧାରଣ ପୂର୍ବରୁ କେମିତି କରିବେ ଯୋଜନା?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=iwjXWh1Nm9U] ଗୋଟିଏ ସୁନ୍ଦର ଘର ତିଆରି କରିବାକୁ ହେଲେ ତା’ର ସୁଚିନ୍ତିତ ନକ୍ସାଟିଏ ଆଗରୁ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ଯଦି ଘରଟି ତରବରିଆ ଭାବରେ ହୋଇଥାଏ, ତାହାର ସୌନ୍ଦର୍ଯ୍ୟ ମନକୁ...