ଖାଇବା ପରେ ତୁରନ୍ତ ପାଣି ପିଇବା ଶରୀର ପାଇଁ ହାନିକାରକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖାଦ୍ୟ ଗ୍ରହଣର କରିସାରିବା ପରେ ତୁରନ୍ତ ପାଣି ପିଉଥିବା ଲୋକମାନେ ସାବଧାନ ହୋଇଯାନ୍ତୁ। ଶରୀର ପାଇଁ ଏହା କ୍ଷତିକାରକ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଅନେକ ଲୋକ ଖାଇବା ପରେ ସଙ୍ଗେ...
ମେଦ ହ୍ରାସ କରିବାକୁ ଚାହୁଁଛନ୍ତି କି? ପିଅନ୍ତୁ ଏହି ଜୁସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିର ବ୍ୟସ୍ତ ବହୁଳ ଜୀବନଧାରା ଯୋଗୁଁ ଶରୀରରେ ମୋଟାପା ବା ମେଦ ବୃଦ୍ଧି ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ଏହା ମଧ୍ୟ ସତ କଥା ଯେ, ମେଦ ବହୁଳତା ଅନେକ...
ଶରୀର ପାଇଁ ମହୌଷଧି ଭଳି କାମ କରେ ଘିକୁଆଁରି
ଓଡ଼ିଶାଲାଇଭ୍ ବ୍ୟୁରୋ
ଘିକୁଆଁରି ବା ଏଲୋବେରା ଜେଲ୍ ତ୍ଵଚା ପାଇଁ ବହୁତ ଉପଯୋଗୀ ହୋଇଥାଏ। ଏହାକୁ ନିୟମିତ ଭାବେ ବ୍ୟବହାର କଲେ ତ୍ଵଚା ସମ୍ବନ୍ଧୀୟ ଅନେକ ରୋଗ ଦୂର ହୋଇଥାଏ। କେବଳ ଯେ ତ୍ଵଚା...
ଫ୍ରିଜ୍ ଖାଦ୍ୟ ଖାଉଛନ୍ତି କି? ସାବଧାନ ହୋଇଯାନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫ୍ରିଜ୍ ଖାଦ୍ୟ ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ଏକ ନୂଆ ଗବେଷଣାରୁ ଏହା ଜଣାପଡ଼ିଛି। ବ୍ରେଡ, ବିଲାତି, କଦଳୀ, ଲେମ୍ବୁ ଓ କମଳା, ମହୁ, ସବୁଜ ପତ୍ରର ପରିବା, ସେଓ...
ଖାଦ୍ୟ ଗରମ କରି ଖାଆନ୍ତୁ ନାହିଁ: ଶରୀର ପାଇଁ ହୋଇପାରେ ଘାତକ
ଯଦି ଆପଣ ଖାଦ୍ୟପଦାର୍ଥକୁ ବାରମ୍ବାର ଗରମ କରି ଖାଉଛନ୍ତି ତେବେ ସାବଧାନ ହୋଇଯାନ୍ତୁ, ନଚେତ୍ ଶରୀର ପାଇଁ ଏହା ଘାତକ ସାବ୍ୟସ୍ତ ହୋଇପାରେ।
ଡାଇବେଟିସ୍ ରୋଗରେ ପୀଡ଼ିତ କି? ଖାଆନ୍ତୁ ଏହିସବୁ ପରିବା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶରୀରରେ ଶର୍କରା ସ୍ତର ବଢ଼ିଲେ ମଧୁମେହ ବା ଡାଇବେଟିସ୍ ହେବା ଆଶଙ୍କା ଅଧିକ। ଏହି ଶାରୀରିକ ସମସ୍ୟା ହେଲେ ରୋଗୀକୁ ମିଠା ଖାଇବାକୁ ଏକ ପ୍ରକାର ବାରଣ କରାଯାଇଥାଏ। ତେବେ ଆହୁରି...
ବ୍ଲଡ ପ୍ରେସର କମାଏ ଆଳୁ ଚୋପା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଳୁ ଚୋପା ଫୋପାଡ଼ୁଛନ୍ତି କି? ଆଗକୁ ଏଭଳି କରନ୍ତୁ ନାହିଁ। ବିଭିନ୍ନ ରୋଗକୁ ଉପଶମ କରିବାର କ୍ଷମତା ଆଳୁ ଚୋପାରେ ଭରି ରହିଛି ବୋଲି ଏକ ଗବେଷଣାରୁ ଜଣାପଡ଼ିଛି।
ଘରେ ଘରେ ଆଳୁର...
ସୌନ୍ଦର୍ଯ୍ୟ ବଢ଼ାଏ ସଜନା ଛୁଇଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ପ୍ରତ୍ୟେକ ପ୍ରାନ୍ତରେ ଦେଖାଯାଉଥିବା ସଜନା ଛୁଇଁ ପରିବାକୁ ନେଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଦକ୍ଷିଣ ଭାରତରେ ଏହାର ଲୋକପ୍ରିୟତା ସର୍ବାଧିକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ତରକାରିରେ ଏହାର...
ସୌନ୍ଦର୍ଯ୍ୟ ବଢ଼ାଏ ଖଜୁରି କୋଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ଖଜୁରି କୋଳି ଖାଇବାକୁ ଯେତିକି ସ୍ଵାଦିଷ୍ଟ ହୋଇଥାଏ, ତା’ଠାରୁ ଅଧିକ ଫାଇଦା ଶରୀର ପାଇଁ ରହିଥାଏ।
ଖଜୁରି କୋଳିରେ ଆଇରନ୍, ମିନେରାଲ୍ସ, କ୍ୟାଲସିୟମ୍, ଫସଫରସ୍ ଓ ଭିଟାମିନ୍ ଭରପୁର ମାତ୍ରାରେ ରହିଥାଏ,...
ହଠାତ୍ ଆସିପାରେ ହୃଦଘାତ: ଜାଣନ୍ତୁ ହୃଦଘାତର ପୂର୍ବ ୭ଟି ଲକ୍ଷଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଣେ ବ୍ୟକ୍ତିକୁ ହୃଦଘାତ କେତେବେଳେ ବି ଆସିପାରେ। କିନ୍ତୁ ଆପଣ ଜାଣିଛନ୍ତି କି ହୃଦଘାତ ହେବାର ସଂକେତ ମାସେ ପୂର୍ବରୁ ଆରମ୍ଭ ହୋଇଯାଇଥାଏ।
ଆସନ୍ତୁ ଜାଣିବା ହୃଦଘାତ ଆସିବା ପୂର୍ବର ଲକ୍ଷଣ।
ହାଡ଼, ଗୋଡ଼,...



















