History

ମାତ୍ର ୧୧ ବର୍ଷ ବୟସରେ ଦେଶ ପାଇଁ ବ୍ରିଟିଶଙ୍କ ଆଗରେ ଛିଡ଼ା ହୋଇଥିଲେ ସାବରକର

ଓଡ଼ିଶାଲାଇଭ ବ୍ୟୁରୋ ୧୯୪୭ ମସିହା ଅଗଷ୍ଟ ୧୫। ଏହି ଦିନ ବ୍ରିଟିଶମାନଙ୍କ କବଳରୁ ଭାରତ ସ୍ୱାଧୀନତା ହାସଲ କରିଥିଲା। ସେବେଠାରୁ ପୂରା ଦେଶରେ ପ୍ରତିବର୍ଷ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଚଳିତ...