ଆଜି ବିଶ୍ଵ କର୍କଟ ଦିବସ: ଆସ ମିଳିମିଶି କ୍ୟାନ୍ସର ସହ ଲଢ଼ିବା
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=MT-DYcCsxzY
କ୍ୟାନ୍ସର ବା କର୍କଟ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବ୍ରୁଆରି ୪ ତାରିଖକୁ ବିଶ୍ଵ କର୍କଟ ଦିବସ ଭାବେ ପାଳନ କରାଯାଉଛି। କର୍କଟ ରୋଗ ହେଉଛି...
ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲା: ବଢ଼ିଲା ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରଓ୍ଵାଲଙ୍କ ଅଡ଼ୁଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ପିଏ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରଓ୍ଵାଲଙ୍କ ଅଡ଼ୁଆ ବଢ଼ିଛି। ବାରମ୍ବାର ସମନ ପରେ ମଧ୍ୟ କୋର୍ଟରେ ହାଜର ନହେବାରୁ ମନୀଷ ଅଗ୍ରଓ୍ଵାଲଙ୍କ ବିରୋଧରେ...
ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ: ୫ ଓ ୬ ଫେବ୍ରୁଆରିରେ କାଉଣ୍ଟରରେ ମିଳିବ ଟିକେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ବାରବାଟୀ ଷ୍ଟାଡିୟମରେ ଫେବ୍ରୁଆରି ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାରଠାରୁ ଆରମ୍ଭ ହୋଇଛି ଅଫଲାଇନ ଟିକେଟ୍ ବିକ୍ରି। ଓଡ଼ିଶା...
ରେଳ ବଜେଟରେ ଓଡ଼ିଶା ପାଇଁ ୧୦ ହଜାର ୫୯୯ କୋଟି ଟଙ୍କା ବ୍ୟୟବରାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆର୍ଥିକ ବର୍ଷ ୨୦୨୫-୨୬ରେ ଓଡ଼ିଶା ପାଇଁ ରେଳ ବଜେଟରେ ୧୦ ହଜାର ୫୯୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିରେ ରାଜ୍ୟରେ ବିଭିନ୍ନ ସହରରୁ ଅଧିକ ବନ୍ଦେ ଭାରତ ଓ ଅନ୍ୟ...
ବିଏମସି କମିଶନର କହିଲେ – ଖଣ୍ଡଗିରି ଯାତ୍ରାରେ ହେବନି ଅଶ୍ଳୀଳ ନୃତ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖଣ୍ଡଗିରି ଯାତ୍ରାରେ ଆଉ ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟ। ମର୍ଯ୍ୟାଦା ଭିତରେ ରହି ଯାତ୍ରା ପରିବେଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଯାତ୍ରା କମିଟି ଏ ନେଇ ଅବଗତ ଅଛନ୍ତି। ଗାଇଡଲାଇନ...
ଦିଲ୍ଲୀ ବିଧାନସଭା ନିର୍ବାଚନ: ଆଜି ସରିବ ପ୍ରଚାର, ଫେବ୍ରୁଆରି ୫ରେ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଫେବ୍ରୁଆରି ୫ ତାରିଖରେ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ସୋମବାର ସରୁଛି ପ୍ରଚାର। ଶେଷ ମୁହୂର୍ତ୍ତରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସମସ୍ତ ପ୍ରମୁଖ ରାଜନୈତିକ ଦଳ...
ପ୍ରଥମଥର ପାଇଁ ରାଷ୍ଟ୍ରପତି ଭବନରେ ବାଜିବ ସାହାନାଇ: ବାହାହେବେ ୨ ସିଆରପିଏଫ ଅଧିକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଥମଥର ପାଇଁ ରାଷ୍ଟ୍ରପତି ଭବନରେ ହେବାକୁ ଯାଉଛି ବାହାଘର। ଫେବ୍ରୁଆରୀ ୧୨ ତାରିଖରେ ଏଠାରେ ୨ ଜଣ ସିଆରପିଏଫ ଅଧିକାରୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସିଆରପିଏଫରେ ଆସିଷ୍ଟାଣ୍ଟ କମାଣ୍ଡଣ୍ଟ...
ସୁଭଦ୍ରା ଅପଡେଟ୍: ଫେବ୍ରୁଆରି ୮ରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁଭଦ୍ରା ଯୋଜନାକୁ ନେଇ ଆସିଲା ନୂଆ ଅପଡେଟ। ଫେବ୍ରୁଆରି ୮ ତାରିଖରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବେ ହିତାଧିକାରୀ। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଚଳିତ...
ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକ୍ସ: ଭାରତୀୟ ସେନା ବିଶ୍ଵରେ ଚତୁର୍ଥ ଶକ୍ତିଶାଳୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵର ବିଭିନ୍ନ ଦେଶର ସାମରିକ ଶକ୍ତି ରାଙ୍କିଂକୁ ନେଇ ନୂଆ ତାଲିକା ଜାରି ହୋଇଛି। ଏଥିରେ ଭାରତୀୟ ସେନା ବିଶ୍ଵର ଚତୁର୍ଥ ଶକ୍ତିଶାଳୀ ସେନାର ମାନ୍ୟତା ପାଇଛି। ଏହି ତାଲିକାରେ ଆମେରିକା...
ମହାକୁମ୍ଭରେ ଆଜି ଅମୃତ ସ୍ନାନ: ବୁଡ଼ ପକାଇଲେଣି ୮୦ ଲକ୍ଷରୁ ଅଧିକ ଭକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ପ୍ରତିଦିନ ଲକ୍ଷାଧିକ ଭକ୍ତ ଓ ସାଧୁ ସନ୍ଥଙ୍କ ଭିଡ଼ ଜମୁଛି। ସୋମବାର ମହାକୁମ୍ଭରେ ବସନ୍ତ ପଞ୍ଚମୀ ଅବସରରେ ଅମୃତ ସ୍ନାନ କରିବା ପାଇଁ ଜନ...





















