ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଦ୍ଵିତୀୟ ଦିନରେ ଉଦଘାଟିତ ହେଲା ମହାରାଜା କଂସଙ୍କ ରଙ୍ଗମହଲ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି, ଶନିବାର ହେଉଛି ଦ୍ଵିତୀୟ ଦିନ। ମଥୁରା ନଗରୀ ପାଲଟିଥିବା ବରଗଡ଼ ସହରସ୍ଥିତ ନିଶାମଣି ହାଇସ୍କୁଲ ପଡ଼ିଆଠାରେ ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି ମହାରାଜା କଂସଙ୍କ ରଙ୍ଗମହଲ।...

ଆଇଏଏସ ମନୋଜ ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ନୂଆ ବ୍ୟକ୍ତିଗତ ସଚିବ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହେଲେ ୨୦୦୬ ବ୍ୟାଚର ଆଇଏଏସ୍ ଅଧିକାରୀ ମନୋଜ କୁମାର ସାହୁ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି...

ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆଦିବାସୀ ମେଳା: ସହରବାସୀ ଦେଖିବେ ଜନଜାତି ଜୀବନଶୈଳୀର ନିଆରା ରୂପ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ରବିବାରଠାରୁ ଆରମ୍ଭ ହେଉଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୫। ଏହି ମେଳାରେ ବିଭିନ୍ନ ଆଦିବାସୀ ଜନଜାତିଙ୍କ ଜୀବନ ଶୈଳୀର ଏକ ନିଆରା ରୂପ ପ୍ରଦର୍ଶିତ ହେବ। ଆଦିବାସୀ ଚଳଣି, ପରମ୍ପରା ଓ...

ଭାରତର ବିଶିଷ୍ଟ ପରମାଣୁ ବିଜ୍ଞାନୀ ଡକ୍ଟର ଆର୍ ଚିଦାମ୍ବରମଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତକୁ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଭାବେ ଗଢ଼ି ତୋଳିବାରେ ମୁଖ୍ୟ ଭୂମିକା ବହନ କରିଥିବା ବୈଜ୍ଞାନିକ ଡକ୍ଟର ଆର୍ ଚିଦାମ୍ବରମଙ୍କ ପରଲୋକ ଘଟିଛି। ଶନିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ...

ସୁଭଦ୍ରା ଅପଡେଟ: ଜାନୁଆରି ୧୫ ପରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖବର। ଜାନୁଆରି ୧୫ ତାରିଖ ପରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଭାରତରେ ୮ ଗୁଣ ବଢ଼ିଛି ବ୍ୟାଙ୍କ ଠକେଇ – ରିଜର୍ଭ ବ୍ୟାଙ୍କ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତରେ ଦ୍ରୁତ ଗତିରେ ବଢ଼ିଛି ବ୍ୟାଙ୍କ ଠକେଇ। ଗତ ଅର୍ଥିକ ବର୍ଷ ତୁଳନାରେ ଏ ବର୍ଷ ବ୍ୟାଙ୍କ ଠକେଇ ୮ ଗୁଣ ବଢ଼ିଛି। ଏନେଇ ଭାରତୀୟ...

କେନ୍ଦ୍ରାପଡ଼ା: ଜାନୁଆରି ୧୪ରୁ ଭିତରକନିକାରେ କୁମ୍ଭୀର ଗଣନା, ବନ୍ଦ ରହିବ ଜାତୀୟ ଉଦ୍ୟାନ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେବ କୁମ୍ଭୀର ଗଣନା। ଏହା ଜାନୁଆରି ୧୪ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଭିତରକନିକାକୁ ପର୍ଯ୍ୟଟକଙ୍କ ବନ୍ଦ ରଖାଯିବ।...

ଓଡ଼ିଶାରେ ଶୀତ ଲହରୀ ଜାରି: ୧୦ ଡିଗ୍ରୀ ତଳେ ରାଜ୍ୟର ୯ ସହର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଜାରି ରହିଛି ଶୀତ ଲହରୀ। ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା କମି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଶନିବାର ସକାଳେ ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା।...

ପ୍ରବାସୀ ଭାରତୀୟ ଦିବସ: ଜାନୁଆରି ୮ରେ ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ଏଥିରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ସେ ଜାନୁଆରି ୮ ତାରିଖରେ ଭୁବନେଶ୍ଵର ଆସିବେ। ପ୍ରଧାନମନ୍ତ୍ରୀ ଜାନୁଆରି ୮ ତାରିଖ ରାତିରେ ଏକ...

ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ପ୍ରଥମ ଦିନରୁ ଆରମ୍ଭ ହେଲା ମହାରାଜ କଂସଙ୍କ ଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆକର୍ଷଣୀୟ ପରିବେଶ ଭିତରେ ଶୁକ୍ରବାରଠାରୁ ଶୁଭାରମ୍ଭ ହୋଇଛି ୭୭ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଆରମ୍ଭ ହୋଇଛି ତ୍ରିପୁର ବିଜୟୀ ମହାରାଜ କଂସଙ୍କ ଶାସନ। କଂସଙ୍କ ଅଟ୍ଟହାସ୍ୟରେ ଥରହର ହେଉଛି ମଥୁରାନଗରୀ। ଏହି ପୌରାଣିକ...