ସୁଭଦ୍ରା ଅପଡେଟ: ଜାନୁଆରି ୧୫ ପରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖବର। ଜାନୁଆରି ୧୫ ତାରିଖ ପରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଭାରତରେ ୮ ଗୁଣ ବଢ଼ିଛି ବ୍ୟାଙ୍କ ଠକେଇ – ରିଜର୍ଭ ବ୍ୟାଙ୍କ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତରେ ଦ୍ରୁତ ଗତିରେ ବଢ଼ିଛି ବ୍ୟାଙ୍କ ଠକେଇ। ଗତ ଅର୍ଥିକ ବର୍ଷ ତୁଳନାରେ ଏ ବର୍ଷ ବ୍ୟାଙ୍କ ଠକେଇ ୮ ଗୁଣ ବଢ଼ିଛି। ଏନେଇ ଭାରତୀୟ...

କେନ୍ଦ୍ରାପଡ଼ା: ଜାନୁଆରି ୧୪ରୁ ଭିତରକନିକାରେ କୁମ୍ଭୀର ଗଣନା, ବନ୍ଦ ରହିବ ଜାତୀୟ ଉଦ୍ୟାନ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେବ କୁମ୍ଭୀର ଗଣନା। ଏହା ଜାନୁଆରି ୧୪ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଭିତରକନିକାକୁ ପର୍ଯ୍ୟଟକଙ୍କ ବନ୍ଦ ରଖାଯିବ।...

ଓଡ଼ିଶାରେ ଶୀତ ଲହରୀ ଜାରି: ୧୦ ଡିଗ୍ରୀ ତଳେ ରାଜ୍ୟର ୯ ସହର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଜାରି ରହିଛି ଶୀତ ଲହରୀ। ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା କମି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଶନିବାର ସକାଳେ ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା।...

ପ୍ରବାସୀ ଭାରତୀୟ ଦିବସ: ଜାନୁଆରି ୮ରେ ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ଏଥିରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ସେ ଜାନୁଆରି ୮ ତାରିଖରେ ଭୁବନେଶ୍ଵର ଆସିବେ। ପ୍ରଧାନମନ୍ତ୍ରୀ ଜାନୁଆରି ୮ ତାରିଖ ରାତିରେ ଏକ...

ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ପ୍ରଥମ ଦିନରୁ ଆରମ୍ଭ ହେଲା ମହାରାଜ କଂସଙ୍କ ଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆକର୍ଷଣୀୟ ପରିବେଶ ଭିତରେ ଶୁକ୍ରବାରଠାରୁ ଶୁଭାରମ୍ଭ ହୋଇଛି ୭୭ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଆରମ୍ଭ ହୋଇଛି ତ୍ରିପୁର ବିଜୟୀ ମହାରାଜ କଂସଙ୍କ ଶାସନ। କଂସଙ୍କ ଅଟ୍ଟହାସ୍ୟରେ ଥରହର ହେଉଛି ମଥୁରାନଗରୀ। ଏହି ପୌରାଣିକ...

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ଉଦଘାଟନ କଲେ ସାଂସଦ ପ୍ରଦୀପ ପୁରୋହିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଏକ ବର୍ଣ୍ଣାଢ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଛି। ଧନୁଯାତ୍ରାକୁ ଶୁକ୍ରବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ଉଦଘାଟନୀ...

ଆଜି ଭୁବନେଶ୍ୱର ବିମାନବନ୍ଦରରୁ ଜୟପୁର ଓ କୋଚିକୁ ଆରମ୍ଭ ହେଲା ବିମାନ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଭୁବନେଶ୍ୱରରୁ ଦେଶର ପ୍ରମୁଖ ସ୍ଥାନଗୁଡ଼ିକୁ ବିମାନ ସେବାର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜୟପୁର ଓ କୋଚିକୁ ବିମାନ ଚଳାଚଳ କରିଛି। ଭୁବନେଶ୍ୱର ବିମାନବନ୍ଦରରେ...

ଚୀନରେ ବିଶ୍ୱର ଦ୍ରୁତତମ ବୁଲେଟ୍ ଟ୍ରେନ୍ ଲୋକାର୍ପିତ: ଘଣ୍ଟା ପ୍ରତି ବେଗ ୪୫୦ କିଲୋମିଟର

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନ୍ ଏକ ଅତ୍ୟାଧୁନିକ ହାଇସ୍ପିଡ୍ ବୁଲେଟ୍ ଟ୍ରେନର ଲୋକାର୍ପଣ କରିଛି। ଏହି ସିଆର୍୪୫୦ ବୁଲେଟ୍ ଟ୍ରେନ ଘଣ୍ଟା ପ୍ରତି ୪୫୦ କିଲୋମିଟର ବେଗରେ ଯାତ୍ରା କରିଛି। ଏହା ବିଶ୍ୱର ଦ୍ରୁତତମ ବୁଲେଟ୍...

ଧନୁଯାତ୍ରା ମହୋତ୍ସବ ସମୟରେ ବରଗଡ଼ ସହର ପାଇଁ ଟ୍ରାଫିକ୍ ନିୟମ: ଜାଣନ୍ତୁ କେମିତି କେଉଁଠିକୁ ଯିବେ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହୋଇଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଧନୁଯାତ୍ରା ମହୋତ୍ସବ ସମୟରେ ବରଗଡ଼ ପୋଲିସ ପକ୍ଷରୁ ପାଇଁ ଜାରି ହୋଇଛି ଟ୍ରାଫିକ୍ ନିୟମାବଳୀ। ବରଗଡ଼ ପ୍ରାଇଭେଟ ବସଷ୍ଟାଣ୍ଡରୁ ବରପାଲି-ବଲାଙ୍ଗିର, ସୋହେଲା-ପଦମପୁର, ସରେଇପାଲି ଅଭିମୁଖେ...