ଅଧାରେ ରହିଲା ଗୁପ୍ତେଶ୍ୱର ଦର୍ଶନ: କୋରାପୁଟର ସୁକନାଳ ଘଟିରେ ବସ୍ ଓଲଟି ଚାଲିଗଲା ୩ ଜଣଙ୍କର ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଅଧାରେ ରହିଲା ଗୁପ୍ତେଶ୍ୱର ଦର୍ଶନ। କୋରାପୁଟର ସୁକନାଳ ଘଟିରେ ବସ୍ ଓଲଟି ପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବସ୍ର ଡ୍ରାଇଭର, ଜଣେ ମହିଳା ଓ ଶିଶୁ...
ଦକ୍ଷିଣ କୋରିଆ ବିମାନ ଦୁର୍ଘଟଣା: ୧୭୯ ଜଣ ଯାତ୍ରୀଙ୍କ ମୃତ୍ୟୁ ପାଇଁ ଦାୟୀ କିଏ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ କୋରିଆରେ ଘଟିଛି ଏକ ବଡ଼ ଧରଣର ବିମାନ ଦୁର୍ଘଟଣା। ଏଥିରେ ୧୭୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଭୟାବହ ଦୁର୍ଘଟଣା ପରେ ସମଗ୍ର ଦକ୍ଷିଣ କୋରିଆରେ ଏକ ଶୋକାକୁଳ...
ଫେବ୍ରୁଆରିରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ସହ ଆରମ୍ଭ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା – ସ୍ୱାସ୍ଥ୍ୟ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୫ ଫେବ୍ରୁଆରି ମାସରେ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା। ଏହାସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମଧ୍ୟ ଲାଗୁ କରିବେ ରାଜ୍ୟ ସରକାର। ଉଭୟ ଯୋଜନାରେ ରାଜ୍ୟର ସାଢ଼େ...
ବର୍ଡର-ଗାଭାସ୍କର ଟ୍ରଫି: ଚତୁର୍ଥ ଟେଷ୍ଟରେ ହାରିଲା ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟରେ ପରାଜିତ ହୋଇଛି ଭାରତ। ମେଲବର୍ଣ୍ଣରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆକୁ ୧୮୪ ରନରେ ପରାସ୍ତ କରିଛି ଅଷ୍ଟ୍ରେଲିଆ। ସୋମବାର ମ୍ୟାଚର ଶେଷ ଦିନରେ...
ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ଦର୍ଶନ ବ୍ୟବସ୍ଥା: କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆବର୍ଷରେ ପୁରୀରେ ପ୍ରବଳ ଭକ୍ତଙ୍କ ସମାଗମ ହେବାର ସମ୍ଭବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖରେ କେବଳ...
ନୂଆବର୍ଷରୁ ବଢ଼ିବ ଶୀତ! ଘନ କୁହୁଡ଼ି ପାଇଁ ୬ ଜିଲ୍ଲାକୁ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ନୂଆବର୍ଷରୁ ଶୀତ ବଢ଼ିବାର ସମ୍ଭାବନା
ଘନ କୁହୁଡ଼ି ପାଇଁ ୬ ଜିଲ୍ଲାକୁ ୱାର୍ଣ୍ଣିଂ
ଜାନୁଆରି ୫ ଯାଏଁ ରାଜ୍ୟରେ ଶୁଖିଲା ପାଗ
ଓଡ଼ିଶାରେ ଏବେ ବର୍ଷା କମିଥିବାବେଳେ ପାଗ ଶୁଖିଲା ରହିଛି। ତେବେ ନୂଆବର୍ଷରୁ...
ଓଡ଼ିଶା କ୍ରିକେଟ୍ ଆସୋସିଏସନର ସଭାପତି ପଦ ଛାଡ଼ିଲେ ପ୍ରଣବ ପ୍ରକାଶ ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା କ୍ରିକେଟ୍ ଆସୋସିଏସନର (ଓସିଏ) ସଭାପତି ପଦ ଛାଡ଼ିଛନ୍ତି ପ୍ରଣବ ପ୍ରକାଶ ଦାସ। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି। ରବିବାର ଏନେଇ ଓସିଏ ସଂପାଦକ ସଂଜୟ ବେହେରା ସୂଚନା...
ଓଡ଼ିଆ ଅସ୍ମିତାର ପରିଚୟ ହେବ ବରଗଡ଼ ଧନୁଯାତ୍ରା – ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଭବ୍ୟ ଓ ବ୍ୟାପକ ଭାବେ ଅୟୋଜିତ ହେବାକୁ ଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଥର ଧନୁଯାତ୍ରା ଓଡ଼ିଆ...
ୟୁପିଏସସି ପକ୍ଷରୁ ‘ଏନଡିଏ’ ପରୀକ୍ଷା ପାଇଁ ଆବେଦନ ଜାରି, ଡିସେମ୍ବର ୩୧ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନସ୍ଥ ନାସନାଲ୍ ଡିଫେନ୍ସ ଏକାଡେମୀ (ଏନଡିଏ) ଓ ଭାରତୀୟ ନୌସେନା ଏକାଡେମୀ (ଆଇଏନଏ)ରେ ନାମଲେଖା ପାଇଁ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ୨୦୨୫ ବର୍ଷ ପାଇଁ...
ବରଗଡ଼ ଧନୁଯାତ୍ରା ପାଇଁ ସରକାରଙ୍କ ଘୋଷଣା: ୧୭୦ ଜଣ କଳାକାରଙ୍କୁ ମିଳିବ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ...
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ଵର): ବରଗଡ଼ ଧନୁଯାତ୍ରା କଳାକାରଙ୍କ ପାଇଁ ଖୁସି ଖବର। ପ୍ରମୁଖ ୧୭୦ ଜଣ କଳାକାରଙ୍କୁ ମିଳିବ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି...





















