ବଡ଼ ବିନିଯୋଗ ଆୟ ଶୂନ୍: ୟୁଟ୍ୟୁବରୁ ମୁହଁ ଫେରାଇଲେ ନଳିନୀ ଉନଗର

ଓଡ଼ିଶାଲାଇଭ୍ ବ୍ୟୁରୋ ଅଧିକ ଆୟ ଆଶାରେ ବିନିଯୋଗ କରିଥିଲେ ୮ ଲକ୍ଷ, ହେଲେ ମିଳିଲାନି ଟଙ୍କାଟିଏ, ଶେଷରେ ୟୁଟ୍ୟୁବକୁ ବାଏ କହିଲେ ନଳିନୀ ଉନଗର ଟଙ୍କା ରୋଜଗାର କରିବାର ଆଶା ଏବଂ ନିଶା ଅନେକଙ୍କର ଥାଏ।...
office

ୱାର୍କ ଫ୍ରମ ହୋମ ନୁହେଁ, ଅଫିସରୁ କାମ କରିବାକୁ ପସନ୍ଦ କରନ୍ତି ୯୦ ପ୍ରତିଶତ ଭାରତୀୟ କର୍ମଚାରୀ

ପୁଷ୍ପମିତ୍ର ମହାନ୍ତି ଭାରତରେ କର୍ମଚାରୀମାନେ ଅଫିସରୁ କାର୍ଯ୍ୟ କରିବାକୁ ଭଲ ପାଆନ୍ତି। ବିଶ୍ୱସ୍ତରୀୟ ରିଅଲ୍ ଇଷ୍ଟେଟ୍ ସେବା ସଂସ୍ଥା ‘ଜେଏଲ୍ଏଲ୍’ର ଏକ ସର୍ଭେ ଅନୁସାରେ ପ୍ରାୟ ୯୦ ପ୍ରତିଶତ ଭାରତୀୟ କର୍ମଚାରୀ କାର୍ଯ୍ୟାଳୟ ଭିତ୍ତିକ...

ଝିଅ ସାରାଙ୍କୁ ନେଇ ବଡ଼ ଘୋଷଣା କଲେ ସଚିନ ତେନ୍ଦୁଲକର: କହିଲେ, ମୁଁ ଭାରି ଖୁସି…

ଓଡ଼ିଶାଲାଇଭ୍ ବ୍ୟୁରୋ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ ଝିଅ ସାରାଙ୍କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସାରା ତେନ୍ଦୁଲକର ଏବେ ସଚିନ ତେନ୍ଦୁଲକର ଫାଉଣ୍ଡେସନରେ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ନେଇଛନ୍ତି। ଏନେଇ ସଚିନ...

ଶେଷ ହେଲା ଅବିକା ୨୦୨୫ କ୍ୟାଲେଣ୍ଡର ଗ୍ରାଣ୍ଡ ଫିନାଲେ: ବାଲେଶ୍ଵରର ଝିଅ ଈପସିତା ନନ୍ଦ ହେଲେ ‘ଫେସ୍ ଅଫ୍...

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ 'ଅବିକା' ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା ସିଜନ୍-୫ର ‘ଫେସ୍ ଅଫ୍ ଦ ଇୟର-୨୦୨୫’...

କଟକ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିଶାଳ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ମଙ୍ଗଳବାର ସ୍ଥାନୀୟ ବେଲ୍ ଭ୍ୟୁ ଛକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର...

ଆଜି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷିବ! ୭ ଜିଲ୍ଲାକୁ ସତର୍କତା

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବର୍ଷା ସମ୍ଭାବନା ବର୍ଷା ପରେ ଶୀତ ବଢ଼ିବା ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହା ପ୍ରଭାବରେ ମଙ୍ଗଳବାର...

ଶ୍ୟାମ ବେନେଗଲ: ଭାରତୀୟ ଚଳଚ୍ଚିତ୍ର ଜଗତର ମହାନ୍ ଅଗ୍ରଦୂତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ସିନେମାକୁ ନୂଆ ଦିଗ ଦେଇଥିଲେ ଶ୍ୟାମ ବେନେଗଲ। ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ପରଲୋକ ଘଟିଛି। ସୋମବାର ରାତିରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦...

ଓଏସଏସସି ପକ୍ଷରୁ ସିଏଚଏସଏଲ୍ ପରୀକ୍ଷା ପାଇଁ ଆବେଦନ ଜାରି, ଡିସେମ୍ବର ୨୬ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ କମ୍ବାଇନ ହାଇୟର ସେକେଣ୍ଡାରି ଲେଭାଲ (ସିଏଚଏସଏଲ୍) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା କୃଷି ଓ କୃଷକ...

ବଦଳିଲା ନିୟମ: ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲା ବାର୍ଷିକ ପରୀକ୍ଷାରେ ପାସ୍ ନକଲେ ଫେଲ୍ ହେବେ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍କୁଲ ଶିକ୍ଷାରେ ବଡ଼ ପରିବର୍ତ୍ତନ ଆଣିଲେ କେନ୍ଦ୍ର ସରକାର। ଏଣିକି ଯେଉଁ ଛାତ୍ରଛାତ୍ରୀ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ପାସ୍ କରିପାରିବେ ନାହିଁ, ସେମାନଙ୍କୁ ସ୍କୁଲ ଫେଲ ଘୋଷଣା...

୨୦୨୫ ଫେବ୍ରୁଆରିରେ ମହାକାଶରୁ ଫେରିବେନି ସୁନିତା ୱିଲିୟମ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୁନ୍ ୫ରୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଫସିଛନ୍ତି ସୁନିତା ୱିଲିୟମ୍ସ। ୮ ଦିନିଆ ମିଶନ ୬ ମାସ ହେବାକୁ ଆସିଲାଣି। ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ (ଆଇଏସଏସ) ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍...