ବଙ୍ଗୋପସାଗରରେ ଅବପାତ: ରାଜ୍ୟରେ ଲାଗି ରହିଛି ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ଏବେ ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆହୁରି ୨୪ ଘଣ୍ଟା ରାଜ୍ୟରେ...
ପ୍ରଥମ ରାତିରେ ଡ୍ରାମା: ସ୍ତ୍ରୀ ମାଗିଲେ ଗଞ୍ଜେଇ, ସ୍ଵାମୀ ଦେଲେ ଛାଡ଼ପତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାହର ପ୍ରଥମ ରାତିରେ ଗଞ୍ଜେଇ ଓ ମଟନ ମାଗିଲେ ନବବଧୂ, ଛାଡ଼ପତ୍ର ଦେଇଦେଲେ ବର
ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ଚିକତ କରିଦେଇଛି। ନବବଧୂଙ୍କ ଏକ ଅସ୍ୱାଭାବିକ ଦାବି...
ବୌଦ୍ଧ: ଭିଜିଲାନ୍ସ ହାବୁଡ଼ରେ ଦୁଇ ବୟନ ଶିଳ୍ପ ଇନ୍ସପେକ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ବୌଦ୍ଧ ବୟନ ଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଦୁଇ ଇନ୍ସପେକ୍ଟର। ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଦୁଇ ବୟନ ଶିଳ୍ପ...
ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାର ପାଇବେ ଡାକ୍ତର ନରେନ୍ଦ୍ର ଦଭୋଲକର ସ୍ମାରକୀ ଜାତୀୟ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାରଙ୍କୁ ମିଳିବ ଡାକ୍ତର ନରେନ୍ଦ୍ର ଦଭୋଲକର ସ୍ମାରକୀ ଜାତୀୟ ପୁରସ୍କାର। ୨୦୨୪ ବର୍ଷ ପାଇଁ ସମାଜ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ...
ଚୀନରେ ଅଜିତ ଡୋଭାଲଙ୍କ ଭବ୍ୟ ସ୍ଵାଗତ: ବଢୁଛି କି ଭାରତ ସହ ବନ୍ଧୁତା?
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ-ଚୀନ ସମ୍ପର୍କରେ ଏବେ ସୁଧାର ଆସୁଛି। ଅତୀତର ଶତ୍ରୁତାକୁ ଭୁଲି ଏବେ ଦୁଇ ଦେଶ ବନ୍ଧୁତା ଆଡ଼କୁ ମୁହାଁଉଛନ୍ତି। ଏସିଆର ଦୁଇ ଶକ୍ତିଶାଳୀ ଦେଶ ଏବେ ଏକାଠି ବସି ଶାନ୍ତିପୂର୍ଣ୍ଣ ଆଲୋଚନା...
ଆସିଲା ରିପୋର୍ଟ: ଜଣାପଡ଼ିଲା ସିଡିଏସ ବିପିନ ରାୱତଙ୍କ ମୃତ୍ୟୁର କାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯାନ୍ତ୍ରୀକ ତ୍ରୁଟି ନୁହେଁ ହେଲିକପ୍ଟର ଦୁର୍ଘଟଣା ପଛରେ ମାନବିକ ତ୍ରୁଟି ଯୋଗୁଁ ଚାଲିଯାଇଥିଲା ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କ ଜୀବନ
ଜଣାପଡ଼ିଲା ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍...
ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲାଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲାଙ୍କର ପରଲୋକ ଘଟିଛି। ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ ୪ ଥର...
ନୂଆ ୱେବସାଇଟର ଶୁଭାରମ୍ଭ କଲା ‘ଓରେରା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ରିୟଲ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି (ଓରେରା) ପକ୍ଷରୁ ଏକ ନୂଆ ୱେବସାଇଟର ଶୁଭାରମ୍ଭ କରାଯାଇଛି। ଏହାର ନାଁ ‘ଓରେରା ଭର୍ସନ ୨.୦’ ରହିଛି। ଶୁକ୍ରବାର ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଓରେରାର...
ଆସନ୍ତାକାଲି ବର୍ଷର ସବୁଠାରୁ ଛୋଟ ଦିନ, ଜାଣନ୍ତୁ କାହିଁକି?
ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ
ଡିସେମ୍ବର ୨୫ ତାରିଖକୁ ଆମେ ‘ବଡ଼ଦିନ’ ରୁପେ ପାଳନ କରିଥାଉ। ଏହା ଏକ ମହାଜାଗତିକ ଘଟଣାରୁ ଆସିଛି। ହେଲେ କେଉଁ ତାରିଖରେ ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏ? ଆସନ୍ତୁ...
ବାଲେଶ୍ୱର ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ୮୪ ପ୍ରକଳ୍ପ ପ୍ରଦର୍ଶିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭ଟି ବିଷୟବସ୍ତୁ ଉପରେ ମୋଟ ୮୪ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।
ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀ...





















