ସରିଲା ସଂସଦର ଶୀତକାଳୀନ ଅଧିବେଶନ: ଉଭୟ ଗୃହ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାଦ ଭିତରେ ଶେଷ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ। ଶୁକ୍ରବାର ପ୍ରଥମେ ଲୋକସଭା ଏବଂ ପରେ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରସଙ୍ଗରେ...
ରାଜସ୍ଥାନରେ ଭୟଙ୍କର ସଡ଼କ ଦୁର୍ଘଟଣା: ୭ ଜଣ ଜୀବନ୍ତ ଦଗ୍ଧ, ଜଳିଗଲା ୪୦ ଗାଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜସ୍ଥାନର ଜୟପୁରରେ ଶୁକ୍ରବାର ସକାଳେ ଘଟିଯାଇଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏଥିରେ ଏକ ଗ୍ୟାସ ଟ୍ୟାଙ୍କର ଓ ଟ୍ରକ ମଧ୍ୟ ଧକ୍କା ହେବାରୁ ୭ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।...
ବଙ୍ଗୋପସାଗରରେ ଲଘୁଚାପ: ରାଜ୍ୟରେ ଆଉ ୨ ଦିନ ଯାଏଁ ବର୍ଷା!
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ତାପମାତ୍ରା ସାମାନ୍ୟ ବଢ଼ି ଶୀତ କମ୍ ଅନୁଭୂତ ହେଉଛି। ଆହୁରି...
ଉଠୁଛି ପଡୁଛି ଦିଲ୍ଲୀ: ତେଜିଲା ଠେଲାପେଲା ରାଜନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ତେଜିଲାଣି ସଂସଦ ପରିସରର ଠେଲାପେଲା ରାଜନୀତି, ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି
ସଂସଦ ଭବନ ପରିସରରେ ଠେଲାପେଲା ସମୟରେ ରାହୁଲ ଗାନ୍ଧୀଙ୍କ ଧକ୍କାରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ...
ବିଭ୍ରାନ୍ତିକର ବିଜ୍ଞାପନ ପଡ଼ିଲା ମହଙ୍ଗା: ଦେଶର ୧୯ଟି କୋଚିଂ ସେଣ୍ଟରକୁ ୬୧.୬ ଲକ୍ଷ ଟଙ୍କା ଜୋରିମାନା
ପୁଷ୍ପମିତ୍ର ମହାନ୍ତି
କୋଚିଂ ସେଣ୍ଟର ସାବଧାନ, ବାହାଦୁରିଆ ବିଜ୍ଞାପନ ଦେଲେ ଗଣିବାକୁ ପଡ଼ିବ ଜୋରିମାନା
କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ (ସିସିପିଏ) ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଭାରତର ୧୯ଟି କୋଚିଂ ସେଣ୍ଟର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ...
୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଡିସେମ୍ବର ୨୮ ତାରିଖରେ ଓଡ଼ିଶା ଆସି ଦୁଇ ଦିନ ରହିବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ଅମିତ...
ଶ୍ରୀମନ୍ଦିରରେ ଲାଗୁ ହେଲା ଡ୍ରେସକୋଡ: ଏବେ ଆନନ୍ଦବଜାର ଦିଶିବ ଗେରୁଆ ଗେରୁଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀମନ୍ଦିରରେ ଲାଗୁ ହେବ ଡ୍ରେସକୋଡ। ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କ ସହାୟକମାନଙ୍କ ପାଇଁ ଏହି ଡ୍ରେସକୋଡ କରାଯିବ। ଏଣିକି ଗେରୁଆ ରଙ୍ଗର ପୋଷାକ ପିନ୍ଧିବେ ମହାପ୍ରସାଦ ବିକେତ୍ରା ଏବଂ...
ଏକ ଦେଶ ଏକ ନିର୍ବାଚନ: ବଢୁଛି ବିତର୍କ, ମୁହାଁମୁହିଁ ଶାସକ-ବିରୋଧୀ
ମିନତି ମିଶ୍ର
ଏକ ଦେଶ ଏକ ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ସଂସଦ ଭବନ ବାହାରେ ଏବଂ ଭିତରେ ଶାସକ-ବିରୋଧୀ ମୁହାଁମୁହିଁ। କ୍ଷମତାରେ ଥିବା ବିଜେପି ଏହାର ସପକ୍ଷରେ ଥିବାବେଳେ...
ହାଇକୋର୍ଟଙ୍କ ରାୟ: ‘ଲିଭଇନ ରିଲେସନ ପାଇଁ ଧର୍ମ ପ୍ରତିବନ୍ଧକ ହେବ ନାହିଁ’
ପୁଷ୍ପମିତ୍ର ମହାନ୍ତି
ପ୍ରେମୀ ଯୁଗଳଙ୍କ ଧର୍ମ ଅଲଗା ଅଲଗା ହୋଇପାରେ, କିନ୍ତୁ ସେମାନେ ଏକାଠି ରହିବାରେ କୌଣସି ଆଇନଗତ ଅସୁବିଧା ନାହିଁ : ବମ୍ବେ ହାଇକୋର୍ଟ
ପ୍ରେମୀ ଯୁଗଳଙ୍କ ଧର୍ମ ଅଲଗା ଅଲଗା ହେଲେ ମଧ୍ୟ...
ଠେଲିଦେଲେ ରାହୁଲ ଗାନ୍ଧୀ! ତଳେ ପଡ଼ି ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୀତକାଳୀନ ଅଧିବେଶନ ଜାରି ରହିଥିବାବେଳେ ଗୁରୁବାର ସଂସଦ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତ ସୃଷ୍ଟି ହୋଇଛି। ସଂସଦ ପ୍ରବେଶ ଦ୍ଵାରରେ ସାଂସଦଙ୍କ ମଧ୍ୟରେ ଠେଲାପେଲା ହୋଇଥିବା ଦେଖିବାକୁ ମିଳିଛି। ଏଥିରେ ବାଲେଶ୍ଵର ସାଂସଦ...





















