ଓଡ଼ିଶାରେ ସରକାରୀ ଡାକ୍ତରଙ୍କ ପାଇଁ ନୂଆ ଗାଇଡଲାଇନ, ସରକାରୀ ଛୁଟିରେ କାମ କଲେ ମିଳିବ ବିକଳ୍ପ ଛୁଟି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ସରକାରୀ ଡାକ୍ତରଙ୍କ ଛୁଟି ନେବାକୁ ନେଇ ନୂଆ ଗାଇଡଲାଇନ ଜାରି ହୋଇଛି। ଏବେ କୌଣସି ସରକାରୀ ଛୁଟି ଦିନରେ ଡାକ୍ତରମାନେ କାମ କଲେ ସେମାନଙ୍କୁ ଅନ୍ୟ ଦିନରେ ଛୁଟି ମିଳିବ।...

ଓଡ଼ିଶାରେ ୧,୦୬୫ଟି ଅଧ୍ୟାପକ ପଦବୀରେ ନିଯୁକ୍ତି ସୁଯୋଗ, ଆଜି ସରିଯିବ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୧,୦୬୫ଟି ଅଧ୍ୟାପକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଏଥିରେ ପ୍ରାର୍ଥୀମାନଙ୍କୁ ରାଜ୍ୟର ଅନେକ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ବିଭିନ୍ନ ବିଷୟ ପାଇଁ ଅଧ୍ୟାପକ...

ହମାସର ଅନ୍ତ ଘଟାଇବା ପାଇଁ ଇସ୍ରାଏଲକୁ ଆମେରିକାର ସମର୍ଥନ

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି। ହମାସ ଆକ୍ରମଣ ପରେ ଏବେ ପ୍ରତିଶୋଧ ନେବାରେ ଲାଗିଛି ଇସ୍ରାଏଲ। ଏବେ ଇସ୍ରାଏଲର ସମର୍ଥନରେ ଆମେରିକା ଆଗକୁ ଆସିଛି। ଅନେକ...

ହେମଗିରି ବ୍ଲକରେ ଚାଷୀଙ୍କ ରୋଜଗାର ବଢ଼ାଉଛି ପରିବା ଚାଷ

ଓଡ଼ିଶାଲାଇଭ୍ ବ୍ୟୁରୋ ପରିବା ଚାଷ ଭାଗ୍ୟ ବଦଳାଇପାରେ। ରାଜ୍ୟ ବାହାରୁ ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳେ। ଆମ ରାଜ୍ୟ ଭିତରେ ମଧ୍ୟ ଏହି ଉଦାହରଣ ରହିଛି। ଟାଙ୍ଗରଭୂମିରେ ପରିବା ଫଳାଇ ଅନେକ ଚାଷୀ...

ଏଥର କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ହେବ ସ୍ଵତନ୍ତ୍ର ନୀତିକାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତବର୍ଷ କୁମାର ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ରଗ୍ରହଣ। ଏଥିପାଇଁ ଅକ୍ଟୋବର ୨୮ ତାରିଖରେ ପୁରୀ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଗ୍ରହଣ ଆରମ୍ଭ ହେବାର ୯ ଘଣ୍ଟା ପୂର୍ବରୁ ଶ୍ରୀମନ୍ଦିରରେ ସବୁ...

ଆଇସିସି କ୍ରିକେଟ ବିଶ୍ଵକପ: ଆଜି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା କରୁଛନ୍ତି ମୁକାବିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି କ୍ରିକେଟ ବିଶ୍ଵକପରେ ଗୁରୁବାର ଚାଲିଛି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା। ଏଥିରେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍ ଜିତି ବୋଲିଂ କରୁଛି। ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଏକାନା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି। ଅଷ୍ଟ୍ରେଲିଆ...

ମାଲକାନଗିରିରେ ‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ ହୋଇଛି। ଗୁରୁବାର ଦିନ ମାଲକାନଗିରି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଲକାନଗିରି ଜିଲ୍ଲାରେ ଗୁରୁବାର ଦିନ ଗଡ଼ିଛି ୩୬ଟି ବସ୍। ଏହି...

ଜୟପୁର: କାଠ ଫାଳିଆରେ ପିଟି ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ସ୍ଵାମୀ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): କାଠ ଫାଳିଆରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ସ୍ୱାମୀକୁ ଗିରଫ କରିଛି ପୋଲିସ। ଏହି ଅଭାବନୀୟ କାଣ୍ଡ ଘଟିଛି ଜୟପୁର ସହର ଡଙ୍ଗାଗୁଡ଼ାରେ। ଗିରଫ ଅଭିଯୁକ୍ତ ହେଉଛନ୍ତି...

ଇସ୍ରାଏଲରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ଉଦ୍ୟମ, ଆରମ୍ଭ ହେଲା ଅପରେସନ ‘ଅଜୟ’

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ରାଏଲରେ ଚାଲିଥିବା ଯୁଦ୍ଧ ଯୋଗୁଁ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି ଭାରତ ସରକାର। ଏହାର ନାମ ‘ଅପରେସନ ଅଜୟ’ ରଖାଯାଇଛି। ଏଥିରେ ଇସ୍ରାଏଲରୁ...

ବିହାରର ବକ୍ସର ଜିଲ୍ଲାରେ ବଡ଼ଧରଣର ଟ୍ରେନ ଦୁର୍ଘଟଣା, ୪ ଯାତ୍ରୀ ମୃତ ଏବଂ ୭୦ରୁ ଅଧିକ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାରର ବକ୍ସର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ଷ୍ଟେସନ ନିକଟରେ ବଡ଼ଧରଣର ଟ୍ରେନ ଦୁର୍ଘଟଣା ହୋଇଛି। ମଙ୍ଗଳବାର ରାତିରେ ଉକ୍ତ ଷ୍ଟେସନ ନିକଟରେ ‘ନର୍ଥ ଇଷ୍ଟ୍‌ ଏକ୍ସପ୍ରେସ’ର ୨୧ଟି ବଗି ଲାଇନଚ୍ୟୁତ ହୋଇଛି।...