ଭୁଲ ବାଟ ଦେଖାଇଲା ଗୁଗଲ୍ ମ୍ୟାପ୍, ଜଙ୍ଗଲ ଭିତରେ ହଟହଟା ହେଲେ ପର୍ଯ୍ୟଟକ
ପୁଷ୍ପମିତ୍ର ମହାନ୍ତି
ଭୁଲ ବାଟ ଦେଖାଇ ଭରସା ହରାଉଛି ଗୁଗଲ୍ ମ୍ୟାପ।
ଜିପିଏସ୍ ନେଭିଗେସନର ଭୁଲ ମାର୍ଗଦର୍ଶନ ପାଇଁ ହଇରାଣ ହରକତ ହେଉଛନ୍ତି ଯାତ୍ରୀ। ଏହା ଉପରେ ଭରସା କରିବାକୁ ଏବେ ଲୋକଙ୍କ ମନରେ ଡର...
ଆରବିଆଇ ଗଭର୍ଣ୍ଣର ନା ଏସବିଆଇ ମୁଖ୍ୟ – କିଏ ପାଆନ୍ତି ଅଧିକ ଦରମା?
ମିନତି ମିଶ୍ର
ବଦଳିଛନ୍ତି ଭାରତୀୟ ରିଜର୍ବ ବ୍ୟାଙ୍କର ଗଭର୍ଣ୍ଣର। ମଙ୍ଗଳବାର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ସରିବା ପରେ କେନ୍ଦ୍ର ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା ହେବେ ଆରବିଆଇ ଗଭର୍ଣ୍ଣର। ସେ ବୁଧବାର ଦାୟିତ୍ଵ ଗ୍ରହଣ...
ସିରିୟାରେ ଶେଷ ପର୍ଯ୍ୟାୟରେ ଗୃହ ଯୁଦ୍ଧ: ରୁଷ ଶରଣରେ ଗାଦିଚ୍ୟୁତ ରାଷ୍ଟ୍ରପତି ବଶର ଅଲ୍ ଅସଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମ ଏସୀୟ ଦେଶ ସିରିୟାରେ ଚାଲିଥିବା ଗୃହ ଯୁଦ୍ଧ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୀର୍ଘ ୨୪ ବର୍ଷ ଧରି ଶାସନ କରୁଥିବା ରାଷ୍ଟ୍ରପତି ବଶର ଅଲ୍ ଅସଦ ଗାଦିଚ୍ୟୁତ ହୋଇଛନ୍ତି। ବିଦ୍ରାହୀଙ୍କ ଭୟରେ...
ଯୋଜନା କରୁଛନ୍ତି ରାଜ୍ୟ ସରକାର, ଭୁବନେଶ୍ଵରରେ ବଢ଼ିବ ସଡ଼କ ଏବଂ ଫ୍ଲାଇଓଭର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ଵରରେ ବଢ଼ିଚାଲିଛି ଜନସଂଖ୍ୟା। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସହରରେ ଏକାଧିକ ସଡ଼କ, ଫ୍ଲାଇଓଭର, ରେଲ୍ ଓଭର ବ୍ରିଜ ଓ ରିଙ୍ଗ ରୋଡ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ...
ପ୍ରବାସୀ ଭାରତୀୟ ଦିବସର ଭବ୍ୟ ଆୟୋଜନ କରିବ ଓଡ଼ିଶା – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ଭୁବନେଶ୍ଵରରେ ଜାନୁଆରି ୮ରୁ ୧୦ ତାରିଖ ଯାଏଁ ଏହି ସମ୍ମିଳନୀ ଚାଲିବ। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ...
୯ ମାସ ହେଲା ମିଳିନି ଦରମା: ଭୁବନେଶ୍ଵରରେ ଗର୍ଜିଲେ ମିଶନ ଶକ୍ତି ମହିଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ୯ ମାସ ହେଲା ଦରମା ପାଇ ନାହାନ୍ତି ମିଶନ ଶକ୍ତି ମହିଳା। ଏହା ପ୍ରତିବାଦରେ ଭୁବନେଶ୍ଵର ଲୋୟର ପିଏମଜିଠାରେ ସୋମବାରଠାରୁ ଧାରଣାରେ ବସିଛନ୍ତି ରାଜ୍ୟର ହଜାର ହଜାର ମିଶନ ଶକ୍ତି...
ଇଣ୍ଡି ମେଣ୍ଟରେ ଫାଟ! ମମତାଙ୍କ ହାତରେ କମାଣ ଦେବାକୁ ଟିଏମସିର ଦାବି
ମିନତି ମିଶ୍ର
ଇଣ୍ଡି ମେଣ୍ଟରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଚାଲିଛି ଟଣାଓଟରା। ରାହୁଲ ଗାନ୍ଧୀଙ୍କୁ ହଟାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାତରେ କମାଣ ଦେବାକୁ ଦାବି କରିଛି ତୃଣମୂଳ କଂଗ୍ରେସ। ଏହାକୁ ନେଇ ଦେଶରେ...
ଏକ୍ସଆଇଏମ୍ବି ପକ୍ଷରୁ ବାର୍ଷିକ ମିଡିଆ କନକ୍ଲେଭ ‘କମ୍ୟୁନିକ୍ୟୁ ୨୦୨୪’ ଆୟୋଜିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରସ୍ଥିତ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଏକ୍ସଆଇଏମ୍ବି) ପକ୍ଷରୁ ଆୟୋଜିତ ହୋଇଯାଇଛି ବାର୍ଷିକ ମିଡିଆ କନକ୍ଲେଭ ‘କମ୍ୟୁନିକ୍ୟୁ ୨୦୨୪’। ‘ବ୍ରାଣ୍ଡ ଟେଲ୍ସ: ୱେଭିଂ ନ୍ୟାରେଟିଭସ୍ ଥ୍ରୁ କଣ୍ଟେଣ୍ଟ’ ଥିମ ଉପରେ ରବିବାର...
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ ଏମ୍ କ୍ରୀଷ୍ଣାଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ଏସ ଏମ୍ କ୍ରୀଷ୍ଣାଙ୍କର ପରଲୋକ ହୋଇଛି। ମଙ୍ଗଳବାର ସକାଳେ ବେଙ୍ଗାଳୁରୁ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨...
ଆଇଟିବିପିରେ ୫୨୬ଟି ସବ ଇନ୍ସପେକ୍ଟର ଓ କନଷ୍ଟେବଳ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି: ଡିସେମ୍ବର ୧୪ ଶେଷ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନସ୍ଥ ଆଇଟିବିପିରେ ଅନେକ ‘ସବ ଇନ୍ସପେକ୍ଟର’ ଓ ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଆଇଟିବିପିର ଟେଲି କମ୍ୟୁନିକେସନ ବିଭାଗରେ ଖାଲିଥିବା ପ୍ରାୟ...





















