ଭୁବନେଶ୍ୱରରେ ଭାରତର ‘ଜେମ୍ସ ବଣ୍ଡ’ ଅଜିତ ଡୋଭାଲ
ପୁଷ୍ପମିତ୍ର ମହାନ୍ତି
ଭୁବନେଶ୍ଵରରେ ସର୍ବଭାରତୀୟ ଡିଜିପି ସମ୍ମିଳନୀ ୨୦୨୪ ଆୟୋଜିତ ହେଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ...
ଓଡ଼ିଶାରେ ରହିଛି ୩୬,୮୯୦ କୋଟି ଟଙ୍କାର ସର୍ବସାଧାରଣ ଜମି
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ଵର): ଓଡ଼ିଶାରେ ରହିଛି ପ୍ରାୟ ୫ ନିୟୁତ ହେକ୍ଟର ସର୍ବସାଧାରଣ ଜମି, ଯାହାର ମୂଲ୍ୟ ପ୍ରାୟ ୩୬,୮୯୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। 'ଓଡ଼ିଶାରେ ସର୍ବସାଧାରଣ ଜମିର ଅର୍ଥନୈତିକ...
ପୁଣି ଭୁବନେଶ୍ଵରକୁ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟ: ଆସିଲା ଧମକପୂର୍ଣ୍ଣ ଇମେଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ଆୟୋଜିତ ହେଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩-ଦିନିଆ ଓଡ଼ିଶା ଗସ୍ତରେ ରହିଛନ୍ତି। ଏହାରି ମଧ୍ୟରେ ରାଜ୍ୟକୁ ମିଳୁଛି ଖାଲିସ୍ତାନୀ ଆତଙ୍କବାଦୀଙ୍କ ଧମକ।...
ବାଲେଶ୍ୱର: କେନ୍ଦ୍ର ସାହିତ୍ୟ ଅକାଦେମିର ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଉଦଯାପିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଆୟୋଜିତ ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଉଦଯାପିତ ହୋଇଯାଇଛି।
ଭୁବନେଶ୍ଵର ସ୍ଥିତ ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ଏହି ଆଲୋଚନାଚକ୍ରର ଦ୍ଵିତୀୟ...
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ମହିଳା ‘ଏସପିଜି’ କମାଣ୍ଡୋ
ମିନତି ମିଶ୍ର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୁରକ୍ଷା ଦେଉଥିବା ଜଣେ ମହିଳା ଏସପିଜି କମାଣ୍ଡୋଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ସଂସଦ ଭିତରେ ପ୍ରଧାନମନ୍ତ୍ରୀଙ୍କ ପଛରେ ଛିଡ଼ା ହୋଇଥିବା ସେହି ମହିଳା ଜଣଙ୍କ...
ଆଜିଠାରୁ ଶ୍ରୀମନ୍ଦିରରେ ଦେବ ଦୀପାବଳି: ଶ୍ରାଦ୍ଧ ବେଶରେ ଦର୍ଶନ ଦେବେ ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଶ୍ରୀମନ୍ଦିରରେ ପାଳିତ ହେବ ଦେବ ଦୀପାବଳି। ମାର୍ଗଶିର ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ୩ ଦିନ ଧରି ଏହା ଅନୁଷ୍ଠିତ ହେବ। ଏହି ଅବସରରେ ମହାପ୍ରଭୁ ପିତୃପୁରୁଷଙ୍କୁ...
ଭୁବନେଶ୍ଵର: ଡିଜିପି ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ଚାଲିଛି ୩-ଦିନିଆ ଡିଜିପି ସମ୍ମିଳନୀ। ଭାରତର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଏଠାରେ ବିଚାରବିମର୍ଶ କରାଯାଉଛି। ଶନିବାର ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହ...
ମୟୂରଭଞ୍ଜ ଜିଲ୍ଲରେ ଅନୁଷ୍ଠିତ ହେଲା କାର୍ଯ୍ୟନିର୍ବାହୀ ଓ ସମନ୍ୱୟ କମିଟି ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ଜଳ ଓ ପରିମଳ ମିଶନ ଆନୁକୂଲ୍ୟରେ କାର୍ଯ୍ୟନିର୍ବାହୀ ଓ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ...
ପତ୍ନୀଙ୍କ କ୍ୟାନ୍ସର ଆରୋଗ୍ୟ ଉପରେ ମନ୍ତବ୍ୟ ଦେଇ ଅଡ଼ୁଆରେ ନବଜୋତ ସିଂହ ସିଦ୍ଧୁ
ପୁଷ୍ପମିତ୍ର ମହାନ୍ତି
ପତ୍ନୀଙ୍କ କ୍ୟାନ୍ସର ଆରୋଗ୍ୟକୁ ନେଇ ନବଜୋତ ସିଂହ ସିଦ୍ଧୁଙ୍କ ବୟାନ ପରେ ମୁଣ୍ଡ ଟେକିଛି ବିବାଦ।
ରାଜନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁ ସବୁବେଳେ ଚର୍ଚ୍ଚା, ବିତର୍କ ଓ ବଳୟ...
ଏହି ସହରରେ ନାହିଁ ଇଣ୍ଟରନେଟ, ୱାଇଫାଇ ଓ ମୋବାଇଲ ଫୋନ: ତଥାପି ଚାଲିଛି ଜୀବନ
ମିନତି ମିଶ୍ର
ଆଜିର ଦିନରେ ମୋବାଇଲ, ଇଣ୍ଟରନେଟ ତଥା ୱାଇଫାଇ ବିନା ଜୀବନ ହୁଏତ କଳ୍ପନା କରାଯାଇ ନପାରେ। ହେଲେ ବିଶ୍ୱରେ ଏମିତି ଏକ ସହର ରହିଛି ଯେଉଁଠି ଏସବୁ ମଧ୍ୟରୁ ଗୋଟିଏ ହେଲେ...





















