ବ୍ରାଜିଲରେ ଜି-୨୦ ଶିଖର ସମ୍ମିଳନୀ: କ୍ଷୁଧା ଓ ଦାରିଦ୍ର୍ୟ ବିରୋଧରେ ଲଢ଼େଇ ପାଇଁ ଏକାଠି ହେଲେ ବିଶ୍ୱନେତା
ମିନତି ମିଶ୍ର
ବ୍ରାଜିଲର ରିଓ ଡି ଜନେରିଓଠାରେ ଚାଲିଛି ଜି-୨୦ ଶିଖର ସମ୍ମିଳନୀ। ସାମାଜିକ ଅନ୍ତର୍ଭୁକ୍ତୀକରଣ, କ୍ଷୁଧା ଓ ଦାରିଦ୍ର୍ୟ ବିରୋଧରେ ଲଢ଼େଇ ସମ୍ମିଳନୀର ମୁଖ୍ୟ ଏଜେଣ୍ଡା। ଏ ପ୍ରସଙ୍ଗରେ ଆଲୋଚନା କରାଯିବା ସହ...
ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ଖୁବଶୀଘ୍ର ବଢ଼ିବ ଆଇସିୟୁ ବେଡ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଖୁବଶୀଘ୍ର ବଢ଼ିବ ଆଇସିୟୁ ବେଡ ସଂଖ୍ୟା। ହସ୍ପିଟାଲରେ ଆଉ ୨୪ଟି ନୂଆ ଆଇସିୟୁ ବେଡ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ...
ଗିରଫ ହେଲେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗିରଫ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ନାରାୟଣ ଚନ୍ଦ୍ର ନାୟକଙ୍କୁ ମଙ୍ଗଳବାର ଦିନ ଗିରଫ କରିଛି ଭିଜିଲାନ୍ସ।
ଆୟବହିର୍ଭୂତ ସମ୍ପତ୍ତି...
କମୁନି ଦର: ପିଆଜ କିଣିବାକୁ ମାଡ଼ୁଛି ଡର
ପୁଷ୍ପମିତ୍ର ମହାନ୍ତି
ସାଧାରଣ ଜନତାଙ୍କ ଚିନ୍ତା ବଢ଼ାଇଲାଣି ପିଆଜ ଦର। ଆଶାଛୁଆଁ ମୂଲ୍ୟକୁ ଦେଖି ଆବଶ୍ୟକତାଠାରୁ ବହୁତ କମ୍ ପିଆଜ କିଣି ନେଉଛନ୍ତି ଗ୍ରାହକ।
ସଂପ୍ରତି ବିଭିନ୍ନ ସହରରେ ପିଆଜ ଦର କିଲୋ ଗ୍ରାମ ପିଛା...
ନେଦରଲାଣ୍ଡରେ କାର୍ତ୍ତିକ ପୂର୍ଣ୍ଣିମା ପାଳିଲେ ପ୍ରବାସୀ ଓଡ଼ିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ନେଦରଲାଣ୍ଡରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିଛନ୍ତି ପ୍ରବାସୀ ଓଡ଼ିଆ। ରବିବାର ହୁଫଡ୍ରଫ୍ ସହରରେ ନେଦରଲାଣ୍ଡ ଓଡ଼ିଆ ସୋସିଓ କଲ୍ଚରାଲ୍ ଆସୋସିଏସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନେଦରଲାଣ୍ଡ ସ୍ଥିତ ଭାରତୀୟ...
କଟକବାସୀଙ୍କ ପାଇଁ ନାଁ ନୁହେଁ ଅନୁଷ୍ଠାନ ଥିଲେ ସମୀର ଦେ
ମିନତି ମିଶ୍ର
ଆଖିରେ ଲୁହ ଓ କୋହ ଭରା ମନରେ ସମୀର ଦେ’ଙ୍କୁ ବିଦାୟ ଦେଲେ କଟକବାସୀ।
ରାଜ୍ୟ ବିଜେପିର ଭୀଷ୍ମ ପୀତାମହ ଥିଲେ ସମୀର ଦେ। ସମସ୍ତଙ୍କ ଦୁଃଖସୁଖ, ଅଭାବ, ଅସୁବିଧାର ସାଥୀ। କଟକ...
ନୂଆଦିଲ୍ଲୀର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶାର ‘ମିଶନ ଶକ୍ତି’ ମହିଳାଙ୍କ ହାତ ତିଆରି ଉତ୍ପାଦର ଚାହିଦା
ଓଡ଼ିଶାଲାଇଭ୍ ବ୍ୟୁରୋ
କନ୍ଧମାଳ ହଳଦୀ, ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ, କାଇଁଚ ଓ ସବାଇ ଘାସରୁ ପ୍ରସ୍ତୁତ ଜିନିଷ କିଣିବାକୁ ଲୋକଙ୍କ ଆଗ୍ରହ।
(ନୂଆଦିଲ୍ଲୀ/ଭୁବନେଶ୍ୱର): ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଛି ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ...
ବାୟୁ ପ୍ରଦୂଷଣ ମୁକାବିଲାରେ ବିଫଳ ଦିଲ୍ଲୀ ସରକାର: କଡ଼ା ସମାଲୋଚନା କଲେ ସୁପ୍ରିମକୋର୍ଟ
ପୁଷ୍ପମିତ୍ର ମହାନ୍ତି
ଭାରତର ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା ଉଦବେଗଜନକ ସ୍ତରରେ ପହଞ୍ଚିଛି। ବାୟୁ ପ୍ରଦୂଷଣ ମୁକାବିଲା କରିବାରେ ବିଫଳ ହୋଇଛନ୍ତି ଦିଲ୍ଲୀ ସରକାର। ଏହାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ।
ଏହି...
ଲଣ୍ଡନ ୱାର୍ଲଡ ବୁକ୍ ଅଫ୍ ରେକର୍ଡରେ ବାଲେଶ୍ଵର ମାଟିର ପୁଅ ଡକ୍ଟର ପଙ୍କଜ କୁମାର ଜେନା
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବିଶ୍ଵସ୍ତରୀୟ ରେକର୍ଡରେ ସ୍ଥାନ ପାଇଛନ୍ତି ବାଲେଶ୍ୱର ମାଟିର ପୁଅ ଡକ୍ଟର ପଙ୍କଜ କୁମାର ଜେନା। ସେ ବାହାର କରିଥିବା ନୂତନ ନୈତିକତା ଶିକ୍ଷା ପଦ୍ଧତି ଲଣ୍ଡନ...
ମୟୂରଭଞ୍ଜରେ ଆୟୋଜିତ ହେଲା ଭାରତ-ଇଟାଲୀ ବ୍ୟଞ୍ଜନ ଉତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ବେଲଗଡ଼ିଆ ପ୍ୟାଲେସରେ ଭାରତ-ଇଟାଲୀ ବ୍ୟଞ୍ଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଉଭୟ ଦେଶର...





















