ଆଇଆଇଏମସି ଢେଙ୍କାନାଳରେ ଷ୍ଟାର୍ଟଅପ୍ ଓଡ଼ିଶାର କର୍ମଶାଳା ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଢେଙ୍କାନାଳ): ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳରେ ଏକ ଷ୍ଟାର୍ଟଅପ୍ କର୍ମଶାଳା ଆୟୋଜିତ ହୋଇଛି। ଷ୍ଟାର୍ଟଅପ୍ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ‘ନବସୃଜନ, ଉଦ୍ୟୋଗୀକରଣ ଓ ଷ୍ଟାର୍ଟଅପ୍’ ବିଷୟବସ୍ତୁ ଉପରେ ଏହି...
ପରଲୋକରେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସମୀର ଦେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା କଟକର ପୂର୍ବତନ ବିଧାୟକ ସମୀର ଦେ’ଙ୍କ ପରଲୋକ ଘଟିଛି। ସୋମବାର କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ...
ଜାନୁଆରି ଶେଷ ସୁଦ୍ଧା ସରିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି – ଆଇନ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୫ ଜାନୁଆରି ମାସ ସୁଦ୍ଧା ସରିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି କାମ। ଏହାରି ମଧ୍ୟରେ ଭିତର ରତ୍ନଭଣ୍ଡାରର ମରାମତି ମଧ୍ୟ ଶେଷ ହେବ। ଏନେଇ ସୋମବାର ସୂଚନା ଦେଇଛନ୍ତି ରାଜ୍ୟ...
ବାଲେଶ୍ୱର: ପ୍ରତିଭା ଅନ୍ୱେଷଣ ପାଇଁ ‘ଧୁଲ୍ କେ ଫୁଲ୍’ କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ରେମୁଣାସ୍ଥିତ ନୋସି ପାର୍କଠାରେ 'ଧୁଲ୍ କେ ଫୁଲ୍-୨୦୨୪' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ରେମୁଣା ସହରର ବସ୍ତି ଅଞ୍ଚଳରେ ବସବାସ କରୁଥିବା କୁନିକୁନି ପିଲାମାନଙ୍କ ମଧ୍ୟରେ...
ଅତି ଭୟଙ୍କର ସ୍ଥିତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ: ଜାରି ହେଲା ‘ଗ୍ରାପ-୪’ କଟକଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ଭୟଙ୍କର ସ୍ତରରେ ପହଞ୍ଚିଛି। ଦିଲ୍ଲୀବାସୀ ଯେମିତି ବିଷାକ୍ତ ବାଷ୍ପ ନିଃଶ୍ୱାସରେ ନେଉଛନ୍ତି। ସୋମବାର ଚଳିତ ବର୍ଷର ସବୁଠାରୁ ଅଧିକ ପ୍ରଦୂଷଣ ଏବେ ଦିଲ୍ଲୀରେ ଦେଖିବାକୁ ମିଳିଛି।...
ଆଜିଠୁ ଆରମ୍ଭ ହେଉଛି ଜି-୨୦ ସମ୍ମିଳନୀ: ବ୍ରାଜିଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରାଜିଲର ରିଓ ଡି ଜେନେରିଓରେ ସୋମବାରଠାରୁ ଆରମ୍ଭ ହେଉଛି ୧୯ତମ ଜି-୨୦ ସମ୍ମିଳନୀ। ଏଥିରେ ଯୋଗଦେବା ପାଇଁ ବ୍ରାଜିଲରେ ପହଞ୍ଚିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବ୍ରାଜିଲ ରାଷ୍ଟ୍ରପତି ଲୁଇ ଇନାସିଓ...
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ସମସ୍ତଙ୍କ ପସନ୍ଦ ପାଲଟିଛି ‘ଓଡ଼ିଶା ମଣ୍ଡପ’
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୂଆଦିଲ୍ଲୀ/ଭୁବନେଶ୍ୱର): ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଛି ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’। ଏହି ବିଶାଳ ବାଣିଜ୍ୟ ମେଳାରେ ‘ଓଡ଼ିଶା ମଣ୍ଡପ’ ସ୍ୱତନ୍ତ୍ର ଆକର୍ଷଣ ପାଲଟିଛି। ଦେଶ ବିଦେଶରୁ ପ୍ରତିଦିନ ଓଡ଼ିଶା ମଣ୍ଡପ...
ରେଳବାଇର ଉତ୍ତରପଶ୍ଚିମ ଜୋନରେ ୧୭୯୧ଟି ‘ଆପ୍ରେଣ୍ଟିସ୍’ ପଦବୀ ପାଇଁ ଆବେଦନ ଜାରି, ଡିସେମ୍ବର ୧୦ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରେଳବାଇ ପକ୍ଷରୁ ଉତ୍ତରପଶ୍ଚିମ ରେଳ (ଏନଡବ୍ଲ୍ୟୁଆର) ଜୋନରେ ଅନେକ ଆପ୍ରେଣ୍ଟିସ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଠାରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୧,୭୯୧ଟି ପଦବୀ ପୂରଣ...
ଜନ୍ମଦିନରେ ରାମୋଜୀ ରାଓଙ୍କୁ ମନେ ପକାଇଲେ ଓଡ଼ିଶା ମିଡିଆ ପରିବାର
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ନଭେମ୍ବର ୧୬ ତାରିଖ ହେଉଛି ଭାରତର ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ୱ ସ୍ୱର୍ଗତଃ ରାମୋଜୀ ରାଓଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କର ସ୍ମୃତିଚାରଣ କରିଛନ୍ତି ରାଜ୍ୟର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା...
ଝାନ୍ସି: ହସ୍ପିଟାଲ ନିଆଁରେ ଜଳିଗଲେ ୧୦ ନବଜାତ ଶିଶୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶ ଝାନ୍ସିର ମହାରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜରେ ଶନିବାର ଦିନ ଅଗ୍ନିକାଣ୍ଡ ଘଟି ୧୦ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ଆହତ ହୋଇଥିବା ୧୬ ଜଣ...





















