ଆଜି ଭୋଟ ଦେବ ଆମେରିକା: କିଏ ଯିବେ ହ୍ୱାଇଟ ହାଉସ, ଟ୍ରମ୍ପ ନା ହ୍ୟାରିସ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ନୂଆ ରାଷ୍ଟ୍ରପତି ବାଛିବେ ଆମେରିକାବାସୀ। କିଏ ଯିବେ ହ୍ୱାଇଟ ହାଉସ, ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ନା ଡେମୋକ୍ରାଟିକ ପାର୍ଟିର କମଳା ହ୍ୟାରିସ? ଜଣେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ତ...
କୋରାପୁଟ: ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ପରଲୋକ ଘଟିଛି। ସୋମବାର ବିଳମ୍ବିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ...
ଓଡ଼ିଶା ପୋଲିସରେ ୨୦୮୦ଟି କନଷ୍ଟେବଳ ପଦବୀ ପାଇଁ ଆବେଦନ ଜାରି: ନଭେମ୍ବର ୧୫ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପୋଲିସରେ ଅନେକ ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ବିଭିନ୍ନ ବିଭାଗରେ ଖାଲିଥିବା ୨୦୮୦ଟି କନଷ୍ଟେବଳ ପଦବୀ ପୂରଣ ପାଇଁ ଓଡ଼ିଶା ପୋଲିସ ଚୟନ ପକ୍ଷରୁ ବିଜ୍ଞପ୍ତି...
ଆଗାମୀକାଲିର ଶିଳ୍ପ ପାଇଁ ଦକ୍ଷ ଯୁବ ମାନବ ସମ୍ବଳ ପ୍ରସ୍ତୁତ କରୁଛି ଓଡ଼ିଶା – ଡକ୍ଟର ବିନୋଦ ଆର୍...
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜରାଟର ଶ୍ରମ, କୌଶଳ ବିକାଶ ଓ ନିୟୋଜନ ବିଭାଗର ସଚିବଙ୍କ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ
(ଭୁବନେଶ୍ୱର): ଗୁଜରାଟ ସରକାରଙ୍କ ଶ୍ରମ, କୌଶଳ ବିକାଶ ଓ ନିୟୋଜନ ବିଭାଗର ସଚିବ ଡକ୍ଟର ବିନୋଦ...
ମନରେ ଆତ୍ମବିଶ୍ଵାସ ଥିଲେ ସଫଳତା ନିଶ୍ଚୟ ମିଳିବ – ପ୍ରଜ୍ଞା ପାରଙ୍ଗମା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=IAapPN5Dnj0
ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଭୁବନେଶ୍ଵରର ପ୍ରଜ୍ଞା ପାରଙ୍ଗମା। ଦ୍ଵିତୀୟ ଚେଷ୍ଟାରେ ତାଙ୍କୁ ଏହି ସଫଳତା ମିଳିଛି। ୨୦୨୨ ମସିହା ଓସିଏସ ପରୀକ୍ଷାରେ ୪ ନମ୍ବର...
ଭଦ୍ରକ: ଯୁବ କବି ଜ୍ଞାନୀ ଦେବାଶିଷ ମିଶ୍ରଙ୍କୁ ମିଳିଲା ‘କବି ବସନ୍ତ ମୁଦୁଲି କବିତା ପୁରସ୍କାର’
ଓଡ଼ିଶାଲାଇଭ୍ ବ୍ୟୁରୋ
(କୃଷ୍ଣ କୁମାର ମହାନ୍ତି): ଭଦ୍ରକସ୍ଥିତ ସଂସ୍କୃତି ଭବନଠାରେ ରବିବାର ଦିନ କବି ବସନ୍ତ ମୁଦୁଲିଙ୍କ ୩୭ତମ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୁବ କବି ଜ୍ଞାନୀ ଦେବାଶିଷ ମିଶ୍ରଙ୍କୁ...
ନଭେମ୍ବର ୨୧ରୁ ଓଡ଼ିଶାରେ ଆରମ୍ଭ ହେବ ଧାନ କିଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା। ଚଳିତ ଖରିଫ୍ ଋତୁ ପାଇଁ ଧାନ କିଣିବେ ରାଜ୍ୟ ସରକାର। ବରଗଡ଼ ଜିଲ୍ଲାରୁ ଧାନ କିଣା ଆରମ୍ଭ ହେବ। ଏ...
ଇରାନରେ ହିଜାବକୁ ବିରୋଧ: ବିଶ୍ଵବିଦ୍ୟାଳୟରେ ବିନା ପୋଷାକରେ ବୁଲିଲେ ଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇରାନରେ ସରିଆ ଆଇନ ଅନ୍ତର୍ଗତ ମହିଳାଙ୍କ ପାଇଁ ଲାଗୁ କରାଯାଇଥିବା ଡ୍ରେସ କୋଡକୁ ନେଇ ଅନେକ ଦିନରୁ ଅସନ୍ତୋଷ ଲାଗି ରହିଛି। ଦେଶରେ ମହିଳାଙ୍କୁ ହିଜାବ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ମହିଳାମାନେ...
ମୟୂରଭଞ୍ଜରେ ସବୁ ପର୍ଯ୍ୟଟନସ୍ଥଳର ବିକାଶ କରାଯିବ – ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପ୍ରାକୃତିକ ସମ୍ପଦରେ ଭରପୁର ମୟୂରଭଞ୍ଜ ଜିଲ୍ଲାରେ ରହିଥିବା ସମସ୍ତ ପର୍ଯ୍ୟଟସ୍ଥଳଗୁଡ଼ିକର ବିକାଶ କରାଯିବ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ବୋଲି କହିଛନ୍ତି...
ବାତ୍ୟା ‘ଦାନା’ ଯୋଗୁଁ ଓଡ଼ିଶାରେ ପ୍ରାୟ ୬୦୦ କୋଟି ଟଙ୍କାର କ୍ଷୟକ୍ଷତି – ମନ୍ତ୍ରୀ ସୁରେଶ ପୂଜାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ବାତ୍ୟା ‘ଦାନା’ ଘଟାଇଥିବା କ୍ଷୟକ୍ଷତିର ରିପୋର୍ଟ ଆସିଛି। ପ୍ରାଥମିକ ଆକଳନ ଅନୁସାରେ ବାତ୍ୟା ଯୋଗୁଁ ରାଜ୍ୟରେ ପ୍ରାୟ ୬୦୦ କୋଟି ଟଙ୍କାର କ୍ଷତି ହୋଇଛି। ଏଥିରେ ବାଲେଶ୍ୱର, ଭଦ୍ରକ ଏବଂ...





















