ଉତ୍ତରାଖଣ୍ଡ: ୨୦୦ ଫୁଟ ତଳକୁ ଖସିଲା ବସ, ୩୬ ଜଣ ଯାତ୍ରୀଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରାୟ ୨୦୦ ଫୁଟ ତଳକୁ ଗୋଟିଏ ଯାତ୍ରୀବାହୀ ବସ୍ ଖସିପଡ଼ିବାରୁ ୩୬ ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ସକାଳୁ ଏହି ଭୟଙ୍କର ଦୁର୍ଘଟଣା ଘଟିଛି ଉତ୍ତରାଖଣ୍ଡର ଅଲମୋରା ଅଞ୍ଚଳରେ। ବସରେ ମୋଟ...
କିଏ ହେବେ ଓଡ଼ିଶା କଂଗ୍ରେସର ମଙ୍ଗୁଆଳ: ଆଜିଠୁ ଆରମ୍ଭ ହେଲା ଚୟନ ପ୍ରକ୍ରିୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା କଂଗ୍ରେସର ନୂଆ ସଭାପତିଙ୍କ ଚୟନ ପ୍ରକ୍ରିୟା। ପିସିସି ସଭାପତି ଚୟନ ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଛତିଶଗଡ଼ର ବିରୋଧୀ ଦଳ ନେତା...
କାନାଡା: ବ୍ରାମ୍ପଟନରେ ହିନ୍ଦୁ ମନ୍ଦିର ଉପରେ ଖାଲିସ୍ତାନୀଙ୍କ ଆକ୍ରମଣ
ଓଡ଼ିଶାଲାଇଭ୍ ବ୍ୟୁରୋ
କାନାଡାରେ ପୁଣି ଖାଲିସ୍ତାନୀଙ୍କ ଟାର୍ଗେଟରେ ହିନ୍ଦୁ ମନ୍ଦିର। ରବିବାର ଖାଲିସ୍ତାନ ସମର୍ଥକମାନେ କାନାଡାର ଏକ ହିନ୍ଦୁ ମନ୍ଦିରରେ ପଶି ଭଙ୍ଗାରୁଜା କରିବା ସହ ଭକ୍ତଙ୍କୁ ମାରପିଟ କରିଛନ୍ତି। ଏହାର ଭିଡିଓ ଏବେ...
ଆଜି ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଦୁଇ ଦିନିଆ ଗସ୍ତରେ ସେ ବହୁ କେନ୍ଦ୍ରୀୟ ମନ୍ତ୍ରୀଙ୍କ ସହ ସାକ୍ଷାତ କରିବେ। ଏଥିରେ ଓଡ଼ିଶାର ଦାବି ତଥା ବିଭିନ୍ନ...
ଆଇଟିବିପିରେ ୫୨୬ଟି ‘ସବ ଇନ୍ସପେକ୍ଟର’ ଓ ‘କନଷ୍ଟେବଳ’ ପଦବୀରେ ନିଯୁକ୍ତି ସୁଯୋଗ: ନଭେମ୍ବର ୧୫ରୁ ଆବେଦନ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନସ୍ଥ ଆଇଟିବିପିରେ ଅନେକ ‘ସବ ଇନ୍ସପେକ୍ଟର’ ଓ ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଆଇଟିବିପିର ଟେଲି କମ୍ୟୁନିକେସନ ବିଭାଗରେ ଖାଲିଥିବା ପ୍ରାୟ...
ବୃଦ୍ଧାବସ୍ଥାରେ ମଡେଲିଂ: ମହିଳାଙ୍କ ପାଇଁ ପ୍ରେରଣା ମୁକ୍ତା ସିଂ
ମିନତି ମିଶ୍ର
‘ଏଜ୍ ଇଜ ଜଷ୍ଟ ଏ ନମ୍ବର’ ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ୬୧ ବର୍ଷୀୟ ମଡେଲ ମୁକ୍ତା ସିଂ। ଏହି ବୟସରେ ମହିଳାଙ୍କ ପାଇଁ ସେ ପାଲଟିଛନ୍ତି ପ୍ରେରଣା।
ବୟସ ଶରୀରକୁ...
ବଲାଙ୍ଗିର: ୮୯୦ କୋଟି ଟଙ୍କାର ୨୭ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲାଙ୍ଗିରରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ଶନିବାର ବଲାଙ୍ଗିର ଗସ୍ତ କରି ୮୯୦ କୋଟି ଟଙ୍କାର ୨୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି...
ନନ୍ଦନକାନନରେ ୪ଟି ବାଘ ଶାବକଙ୍କୁ ଜନ୍ମ ଦେଲା ଧଳା ବାଘୁଣୀ ‘ରୁପା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରସ୍ଥିତ ‘ନନ୍ଦନକାନନ’ ପ୍ରାଣୀ ଉଦ୍ୟାନରେ ଶନିବାର ଦିନ ୪ଟି ବାଘ ଶାବକଙ୍କୁ ଜନ୍ମ ଦେଲା ଧଳା ବାଘୁଣୀ ରୁପା। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ତରଫରୁ ଏହି ସୂଚନା ଦିଆଯାଇଛି। ଖୁବଶୀଘ୍ର ଏହି ନୂଆ...
ବଲିଉଡରେ ଓଡ଼ିଆ ପୁଅଙ୍କ କମାଲ: ଚର୍ଚ୍ଚାରେ ‘ଭୁଲ ଭୁଲେୟା-୩’ର ସହ-ନିର୍ଦ୍ଦେଶକ ରାଜ କିଶୋର ହୋତା
ଓଡ଼ିଶାଲାଇଭ୍ ବ୍ୟୁରୋ
ରିଲିଜ୍ ହୋଇଛି ବଲିଉଡ୍ ଫିଲ୍ମ ‘ଭୁଲ ଭୁଲେୟା-୩’। କାର୍ତ୍ତିକ ଆର୍ୟନ୍ ଓ ତ୍ରିପ୍ତି ଦିମରିଙ୍କ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ଦର୍ଶକେ ଏହାକୁ ଖୁବ୍ ପ୍ରଶଂସା...
ବାଲେଶ୍ୱର: ଉଦୟ ନାରାୟଣ ଦାସଙ୍କ ଉପନ୍ୟାସ ‘ଶ୍ରୀଜଙ୍ଗ’ ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଗାଳ୍ପିକ ଉଦୟ ନାରାୟଣ ଦାସଙ୍କ ରଚିତ ଉପନ୍ୟାସ 'ଶ୍ରୀଜଙ୍ଗ' ଉନ୍ମୋଚିତ ହୋଇଯାଇଛି। ସ୍ଥାନୀୟ ଷ୍ଟେସନ କ୍ଲବ ପରିସରରେ ସାହିତ୍ୟିକ କମଳାକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଉନ୍ମୋଚନ କାର୍ଯ୍ୟକ୍ରମ...





















