ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଆଜି, ମଙ୍ଗଳବାରଠାରୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ଏ ନେଇ ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି...
ବାଲେଶ୍ୱର: ‘ଫକୀରମୋହନ ସାହିତ୍ୟ ପରିଷଦ’ ପାଇଁ ନିର୍ବାଚିତ ହେଲେ ନୂଆ କର୍ମକର୍ତ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ 'ଫକୀରମୋହନ ସାହିତ୍ୟ ପରିଷଦ'ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ସୋମବାର ସ୍ଥାନୀୟ ଶାନ୍ତି କାନନ ପରିସରରେ ଅନୁଷ୍ଠିତ ଏହି ନିର୍ବାଚନରେ...
କେରଳ: ମନ୍ଦିରରେ ବାଣ ବିସ୍ଫୋରଣ, ୧୫୦ରୁ ଅଧିକ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
କେରଳର କାଶରଗୋଡରେ ଦୀପାବଳି ପୂର୍ବରୁ ବଡ଼ ଧରଣର ବାଣ ବିସ୍ଫୋରଣ ହୋଇଛି। ସ୍ଥାନୀୟ ବିରାକାଭୁ ମନ୍ଦିରରେ ସୋମବାର ବିଳମ୍ବିତ ରାତିରେ ଚାଲିଥିବା ଉତ୍ସବ ସମୟରେ ଏହି ଅଘଟଣ ଘଟିଛି। ଏଥିରେ ୧୫୦ରୁ...
ବିଶ୍ଵ ଷ୍ଟ୍ରୋକ୍ ଦିବସ ଅବସରରେ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ – ‘ଷ୍ଟ୍ରୋକ୍ ମୁକ୍ତ ଜୀବନ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ଅକ୍ଟୋବର ୨୯ରୁ ନଭେମ୍ବର ୭ ପର୍ଯ୍ୟନ୍ତ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ।
ବର୍ତ୍ତମାନ ସମୟରେ ସାରା ଦୁନିଆରେ ‘ଷ୍ଟ୍ରୋକ୍’ ଏକ...
ଆଜି ‘ଧନତେରସ୍’: ସୁନା ଗହଣା ଦୋକାନରେ ଜମିବ ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଧନ ତ୍ରୟୋଦଶୀରେ ପାଳିତ ହେଉଛି ‘ଧନତେରସ୍’। ଏହାକୁ ଧନ ଓ ସମ୍ପଦର ଉତ୍ସବ ବୋଲି କୁହାଯାଏ। ଏହି ଦିନ ଧନଦାତ୍ରୀ ଦେବୀ ମା’ ଲକ୍ଷ୍ମୀ ପୂଜା ପାଆନ୍ତି। ଆଜିର ଦିନରେ...
ମନେ ପଡ଼େ ମହାବାତ୍ୟା: ୨୫ ବର୍ଷ ତଳେ ଛାରଖାର ହୋଇଥିଲା ଅଧା ଓଡ଼ିଶା
ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୯୯ ମସିହା ଅକ୍ଟୋବର ୨୯ ତାରିଖ। ଆଜିକୁ ଠିକ୍ ୨୫ ବର୍ଷ ତଳେ ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିଲା ମହାବାତ୍ୟା। ଆଉ ଏହି ମହାବାତ୍ୟା ଉଜାଡ଼ି ଦେଇଥିଲା ଅନେକ ସୁନାର ସଂସାର।...
ଭୁବନେଶ୍ଵର: ଦୀପାବଳିରେ ବାଣ ବିକ୍ରି ପାଇଁ ଆସିଲା ଗାଇଡଲାଇନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀପାବଳିରେ ଭୁବନେଶ୍ଵରରେ ବାଣ ବିକ୍ରି ପାଇଁ ଗାଇଡଲାଇନ ଜାରି ହୋଇଛି। ଏଥର ସହରର ୨୫ଟି ସ୍ଥାନରେ ଅସ୍ଥାୟୀ ବାଣ ବଜାର ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଏନେଇ ସୋମବାର ଭୁବନେଶ୍ୱର ଡିସିପି...
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜମୁଛି ପ୍ରଚାର: ଶେଷ ପର୍ଯ୍ୟାୟରେ କିଏ ମାରିବ ବାଜି?
ମିନତି ମିଶ୍ର
ପାଖେଇ ଆସୁଛି ଆମେରିକାର ରାଷ୍ଟ୍ରପତି ନିର୍ବାଚନ। ଆଉ ୮ ଦିନର ଅପେକ୍ଷା। ନଭେମ୍ବର ୫ ତାରିଖରେ ନିଜର ନୂଆ ରାଷ୍ଟ୍ରପତି ବାଛିବା ପାଇଁ ଭୋଟ୍ ଦେବେ ଆମେରିକାବାସୀ। ଏଥିପାଇଁ ଶେଷ ପର୍ଯ୍ୟାୟରେ...
ଭାରତରେ ୨୦୨୫ରୁ ଆରମ୍ଭ ହେବ ଜନଗଣନା!
ମିନତି ମିଶ୍ର
ପ୍ରତି ୧୦ ବର୍ଷରେ ହେଉଥିବା ଜନଗଣନାକୁ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଆରମ୍ଭ ହୋଇଛି ଚର୍ଚ୍ଚା। ଆସନ୍ତା ୨୦୨୫ ମସିହାରୁ ଭାରତରେ ଆରମ୍ଭ ହେବ ଜନଗଣନା ପ୍ରକ୍ରିୟା। ଏହି ପ୍ରକ୍ରିୟା ଆସନ୍ତା...
ହକି ଇଣ୍ଡିଆ ଲିଗ୍: ଓଡ଼ିଶାର ପୁରୁଷ ଓ ମହିଳା ଦଳରେ ଖେଳିବେନି ରାଜ୍ୟର ତାରକା ଖେଳାଳି
ସତୀଶ ଶର୍ମା
୮ ବର୍ଷର ଅପେକ୍ଷା ପରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ୍)। ଚଳିତ ସିଜିନରେ ଏହି ପ୍ରତିଯୋଗିତାରେ ୮ଟି ପୁରୁଷ ଓ ୪ଟି ମହିଳା ଦଳ ଅଂଶଗ୍ରହଣ କରିବେ। ଏଥିରେ...





















