ବାଲେଶ୍ୱରର ଝିଅ ଅମ୍ବିକା ପାଇଲେ ଓଏଏସ୍: ପ୍ରଥମ ଥରରେ ହେଲେ ସଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଦିନେ ବାପା ଅଫିସର୍ ହେବେ ବୋଲି ଓଏଏସ୍ ପରୀକ୍ଷା ଦେଇଥିଲେ। ମାତ୍ର ପ୍ରିଲିମରେ କୃତକାର୍ଯ୍ୟ ହୋଇଥିବାବେଳେ ମେନ୍ ପରୀକ୍ଷାରେ ଅସଫଳ ହୋଇଥିଲେ। ହେଲେ ନିଜ ପିଲାମାନଙ୍କ...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଅକ୍ଟୋବର ୨୩ରେ ବାତ୍ୟା ସମ୍ଭାବନା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପରେ ପରିଣତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି। ପରେ ଏହା...

ବାତ୍ୟା ମୁକାବିଲା ପାଇଁ ଆମେ ପ୍ରସ୍ତୁତ ରହିଛୁ – ସ୍ଵତନ୍ତ୍ର ରିଲିଫ କମିଶନର

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରର ଉତ୍ତର ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହା ଅତି ଭୀଷଣ ବାତ୍ୟାର ରୂପ ନେଇପାରେ। ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସ୍ଥିତି...

ଓପିଏସସି ପକ୍ଷରୁ ୩୯ଟି ଏସଡିଆଇପିଆରଓ ପଦବୀ ପାଇଁ ଆବେଦନ ଜାରି: ଅକ୍ଟୋବର ୩୦ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏସଡିଆଇପିଆରଓ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ପଦବୀରେ ୩୯ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ। ଏଥିପାଇଁ ହେବାକୁ ଥିବା...

ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ: ଶ୍ଵେତାଶ୍ରୀ ମହାପାତ୍ର ଟପ୍ପର

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପରୀକ୍ଷା ଫଳ। ୨୦୨୨ ମସିହା ଓସିଏସ ପରୀକ୍ଷାରେ ଟପ୍ପର ହୋଇଛନ୍ତି ଶ୍ଵେତାଶ୍ରୀ ମହାପାତ୍ର। ଶନିବାର ଦିନ ପ୍ରକାଶିତ ଓସିଏସ ଫଳାଫଳରେ ବାଜି ମାରିଛନ୍ତି...

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ଦ୍ଵିତୀୟ ଇନିଂସରେ ଟିମ୍ ଇଣ୍ଡିଆ ୪୬୨ ରନରେ ଅଲଆଉଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବେଙ୍ଗାଳୁରୁରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ପାଇଁ କଠିନ ପରିସ୍ଥିତି ଉପୁଜିଛି। ପ୍ରଥମ ଇନିଂସରେ ମାତ୍ର ୪୬ ରନରେ ଅଲଆଉଟ୍ ହୋଇଯାଇଥିବା ଭାରତ ନିଜର ଦ୍ଵିତୀୟ ଇନିଂସରେ...

ସାଇବର ଅପରାଧୀଙ୍କ ନୂଆ ଟେକ୍ନିକ୍ ‘ଡିଜିଟାଲ ଆରେଷ୍ଟ’

ମିନତି ମିଶ୍ର ସାଇବର ଅପରାଧୀଙ୍କ ନୂଆ ଅସ୍ତ୍ର ପାଲଟିଛି ‘ଡିଜିଟାଲ ଆରେଷ୍ଟ’। ଏହା ମାଧ୍ୟମରେ ଲୋକଙ୍କୁ ଠକି ଲୁଟି ନେଉଛନ୍ତି କୋଟି କୋଟି ଟଙ୍କା। ଏହି ଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ଵରରେ।...

ମୁମ୍ବାଇ: ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ୍ ପାଇଁ ମୁମ୍ବାଇରେ ନିବେଶକ ସମ୍ମିଳନୀ କରିଛନ୍ତି ଓଡ଼ିଶା ସରକାର। ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଶାରେ ବିଭିନ୍ନ...

ଯୁଦ୍ଧ ସଙ୍କଟବେଳେ ଭାରତ ଭରସା: କାହିଁକି ମୋଦୀଙ୍କୁ ଭେଟିବାକୁ ଚାହୁଁଛନ୍ତି ଇରାନ ରାଷ୍ଟ୍ରପତି?

ମିନତି ମିଶ୍ର ଇସ୍ରାଏଲ ଓ ଇରାନ ମଧ୍ୟରେ ବଢୁଥିବା ଯୁଦ୍ଧ ସମ୍ଭାବନା ମାଧ୍ୟପ୍ରାଚ୍ୟକୁ ବଡ଼ ବିପଦ ଆଡ଼କୁ ଟାଣି ନେଉଛି। ଏହି ଦୁଇ ଦେଶ ସିଧାସଳଖ ମୁହାଁମୁହିଁ ହେଲେ ଏହାର ପ୍ରଭାବ ସାରା ବିଶ୍ଵରେ...

ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ର ନାଁ – ପଞ୍ଚାୟତିରାଜ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ର ନାଁ। ଏବେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ନାଁରେ ଏହି କାର୍ଯ୍ୟକ୍ରମ ଚାଲିବ। ଏନେଇ ଶନିବାର ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ରବି ନାରାୟଣ ନାୟକ। “ରାଜ୍ୟ...