ରିଲାଏନ୍ସ ଜିଓ ପକ୍ଷରୁ ଲଞ୍ଚ ହେଲା ଦୁଇଟି ନୂଆ ୪ଜି ଫିଚର ଫୋନ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଦିଲ୍ଲୀରେ ହୋଇଥିବା ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ରେ ରିଲାଏନ୍ସ ଜିଓ ପକ୍ଷରୁ ଦୁଇଟି ନୂଆ ୪ଜି ଫିଚର ଫୋନ୍ ଲଞ୍ଚ କରାଯାଇଛି। ଜିଓ ଭାରତ ସିରିଜ୍ ଅଧୀନରେ ଜିଓ ଭାରତ ଭି୩...

ଟ୍ରେନ୍ ଟିକେଟ୍ ବୁକିଂ ସମୟସୀମାରେ ପରିବର୍ତ୍ତନ: ୧୨୦ ଦିନ ବଦଳରେ ୬୦ ଦିନ ପୂର୍ବରୁ କରିହେବ ଅଗ୍ରୀମ ଟିକେଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରେଳବାଇ ପକ୍ଷରୁ ଟ୍ରେନ୍ ଟିକେଟ୍ ବୁକିଂ ସମୟସୀମାରେ ପରିବର୍ତ୍ତନ କରାଯାଇଛି। ଏବେ ୧୨୦ ଦିନ ବଦଳରେ ୬୦ ଦିନ ପୂର୍ବରୁ ଅଗ୍ରୀମ ଟ୍ରେନ୍ ଟିକେଟ୍ ବୁକିଂ କରିହେବ। ଏନେଇ ଗୁରୁବାର...

ନିକିତା ପୋରଓ୍ଵଲ ପିନ୍ଧିଲେ ଫେମିନା ମିସ୍ ଇଣ୍ଡିଆ ୨୦୨୪ ମୁକୁଟ

ଓଡ଼ିଶାଲାଇଭ୍ ବ୍ୟୁରୋ ନିକିତା ପୋରଓ୍ଵଲ ପିନ୍ଧିଲେ ଫେମିନା ମିସ୍ ଇଣ୍ଡିଆ ୨୦୨୪ ମୁକୁଟ। ବୁଧବାର ରାତିରେ ମୁମ୍ବାଇର ଓ୍ଵର୍ଲିଠାରେ ଆୟୋଜିତ ମିସ ଇଣ୍ଡିଆ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ନିକିତା। ଦାଦ୍ରା ଓ ନଗର ହାଭେଳିର...

ଏସସିଓ ସମ୍ମିଳନୀ: ଚୀନ ଓ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର

ମିନତି ମିଶ୍ର ଜାଣନ୍ତୁ ଏସସିଓ ସମ୍ମିଳନୀ କ’ଣ ଏବଂ ଭାରତ ପାଇଁ ଏହା କେତେ ଗୁରୁତ୍ୱପୂର୍ଣ୍ଣ? ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ପାକିସ୍ତାନରେ ଆୟୋଜିତ ଏସସିଓ ସମ୍ମିଳନୀରେ ଯୋଗ ଦେଇ ଭାରତ ଫେରିଛନ୍ତି। ଉଭୟ...

ବିହାରରେ ବିଷାକ୍ତ ମଦ ନେଲାଣି ୨୬ ଜୀବନ, ଏବେ ବି ଅନେକ ଗୁରୁତର

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାରରେ ପୁଣି ଜୀବନ ନେଇଛି ବିଷାକ୍ତ ମଦ। ଗତ ଦୁଇ ଦିନରେ ବିଷାକ୍ତ ମଦ ପିଇ ବିହାରରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ଅନେକ ଲୋକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ...

ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂ ସୈନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନାୟବ ସିଂ ସୈନୀ। ଦ୍ଵିତୀୟ ଥର ପାଇଁ ସେ ହରିୟାଣାର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ଗୁରୁବାର ହରିୟାଣାର ରାଜ୍ୟପାଳ ବନ୍ଦାରୁ ଦାତ୍ତାତ୍ରେୟ ତାଙ୍କୁ ପଦ...

ଭାରତରେ ନ୍ୟାୟ ଦେବୀଙ୍କ ପ୍ରତିମୂର୍ତ୍ତିରେ ବଡ଼ ପରିବର୍ତ୍ତନ: ଖୋଲିଲା ଆଖି ଓ ହାତରେ ସମ୍ବିଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ବଦଳିଛି ନ୍ୟାୟ ଦେବୀଙ୍କ ପ୍ରତିମୂର୍ତ୍ତିର ରୂପରେଖ। କୋର୍ଟରେ ଆଖିରେ କଳାପଟି ବାନ୍ଧିଥିବା ଯେଉଁ ନ୍ୟାୟଦେବୀଙ୍କ ମୂର୍ତ୍ତି ଆମେ ଦେଖୁଥିଲେ ଏଣିକି ଆଉ ଦେଖିବାକୁ ମିଳିବନି। ଏବେ ପ୍ରତିମୂର୍ତ୍ତିର ଆଖିରେ ଲାଗିଥିବା...

ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ପୁରୀରେ ହବିଷ୍ୟାଳିଙ୍କ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ମାସ। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। କାର୍ତ୍ତିକ ବ୍ରତ ପାଇଁ ପୁରୀରେ ହବିଷ୍ୟାଳିଙ୍କ ଭିଡ଼ ଲାଗିଛି। ବିଶ୍ୱାସ ରହିଛି ଏହି ମାସରେ ହବିଷ କଲେ ପୂଣ୍ୟ ମିଳିଥାଏ।...

ଚାଲିଲାନି ଆଲିଆଙ୍କ ‘ଜିଗରା’

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ଅଭିନୀତ ହିନ୍ଦୀ ସିନେମା ‘ଜିଗରା’ ଇତି ମଧ୍ୟରେ ରିଲିଜ ହୋଇଯାଇଛି। ହେଲେ ବକ୍ସ ଅଫିସରେ ସିନେମାଟିକୁ ମିଳିପାରିନି ଆଖି ଦୃଶିଆ ସଫଳତା। ଗତ ୧୦ ବର୍ଷ...

ଅକ୍ଟୋବର ୧୮ରୁ କେବଳ ସିଂହଦ୍ଵାର ଓ ପଶ୍ଚିମ ଦ୍ଵାର ଦେଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଅକ୍ଟୋବର ୧୮ ତାରିଖରୁ କେବଳ ସିଂହଦ୍ଵାର ଏବଂ ପଶ୍ଚିମ ଦ୍ଵାର ଦେଇ ପୁରୀ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ଭକ୍ତ। କାର୍ତ୍ତିକ ମାସରେ ଭକ୍ତ ତଥା କାର୍ତ୍ତିକ ବ୍ରତଧାରୀଙ୍କ ଭିଡ଼କୁ ଦୃଷ୍ଟିରେ...