ଭୁବନେଶ୍ଵରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପିନାକ ମିଶ୍ର। ସେ ସହରର ପୂର୍ବତନ ଡିସିପି ପ୍ରତୀକ ସିଂହଙ୍କ ସ୍ଥାନ ନେଇଛନ୍ତି। ଗୁରୁବାର ଦାୟିତ୍ୱ ଗ୍ରହଣ ଅବସରରେ ପିନାକ ମିଶ୍ରଙ୍କୁ...
Leopard

ଓଡ଼ିଶାରେ ଅଛନ୍ତି ୬୯୬ଟି କଲରାପତରିଆ ବାଘ, ବଢ଼ିଛି ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବଢ଼ିଛି କଲରାପତରିଆ ବାଘଙ୍କ ସଂଖ୍ୟା। ଏବେ ରାଜ୍ୟର ବିଭିନ୍ନ ଅଭୟାରଣ୍ୟ ଓ ଜଙ୍ଗଲରେ ୬୯୬ଟି କଲରାପତରିଆ ବାଘ ଅଛନ୍ତି। ଏନେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ...

ଜେଲରେ କଏଦୀଙ୍କୁ ଜାତି ଦେଖି କାମ ଦେବା ବନ୍ଦ କର: ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ଜେଲଗୁଡ଼ିକରେ ଜାତିଆଣ ଭେଦଭାବକୁ ନେଇ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଜେଲରେ ବନ୍ଦୀ ଥିବା କୌଣସି ବ୍ୟକ୍ତିଙ୍କୁ ଜାତିଗତ ଆଧାରରେ କାମ ଦେବା ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।...

ବଦଳିବ ହାଇସ୍କୁଲ ୟୁନିଫର୍ମ, ହେଲେ କାହିଁକି?

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବଦଳିବ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ୟୁନିଫର୍ମ। ଏଣିକି ସବୁଜ ରଙ୍ଗ ବଦଳରେ ବାଦାମୀ ରଙ୍ଗର ୟୁନିଫର୍ମ ଫିନ୍ଧିବେ ହାଇସ୍କୁଲ ଛାତ୍ରଛାତ୍ରୀ। ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା’ ଅଧୀନରେ...

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ: ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହା ଶୁକ୍ରବାର ସୁଦ୍ଧା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ତେବେ...

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଦିଲ୍ଲୀରେ ଉଦ୍ୟୋଗୀ ଓ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଦୁଇ ଦିନିଆ ଗସ୍ତରେ ସେ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ସାକ୍ଷାତ କରିଛନ୍ତି। ଏହାସହ ଦେଶ ବିଦେଶର ଉଦ୍ୟୋଗୀଙ୍କ ସହ...

ମଧ୍ୟପ୍ରାଚ୍ୟରେ ଘନଉଛି ବଡ଼ ଯୁଦ୍ଧ: ମୁହାଁମୁହିଁ ଇରାନ-ଇସ୍ରାଏଲ

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟପ୍ରାଚ୍ୟରେ ଘନଉଛି ଆଉ ଏକ ବଡ଼ ଯୁଦ୍ଧ। ଇସ୍ରାଏଲର ହିଜବୁଲହା ଆଡ୍ଡା ଉପରେ ଆକ୍ରମଣର ଜବାବ ଦେଇଛି ଇରାନ। ମଙ୍ଗଳବାର ରାତିରେ ଇସ୍ରାଏଲର ବିଭିନ୍ନ ସହର ଉପରେ ଇରାନ ପକ୍ଷରୁ ପ୍ରାୟ ୨୦୦ଟି...

ଚମକୁନି ଚାନ୍ଦିପୁର ବେଳାଭୂମି ଚିତ୍ରପଟ: ଅଧାରେ ପଡ଼ିଛି ୩୦ କୋଟି ଟଙ୍କାର ତଟ ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ କାମ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ସବୁଠୁ ବିରଳ ବିଚ୍ ଭାବରେ ସମଗ୍ର ବିଶ୍ଵରେ ପ୍ରସିଦ୍ଧ ଚାନ୍ଦିପୁର ବେଳାଭୂମିର ଚମକ ଆଉ ନାହିଁ। ଚାନ୍ଦିପୁରକୁ ନେଇ ହୋଇଥିବା ସମସ୍ତ ଯୋଜନା ଏବେ ମଳିନ...

ଜୟପୁର: ମଣିପାଲ ବିଶ୍ୱବିଦ୍ୟାଳୟରେ ୧୧ତମ ମଡେଲ ୟୁନାଇଟେଡ ନେସନ୍ସ ସମ୍ମିଳନୀ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନର ଜୟପୁରସ୍ଥିତ ମଣିପାଲ ବିଶ୍ୱବିଦ୍ୟାଳୟରେ ମଡେଲ ୟୁନାଇଟେଡ ନେସନ୍ସ ସମ୍ମିଳନୀ (ମୁଜମୁନ) ଅନୁଷ୍ଠିତ ହୋଇଛି। ଚଳିତବର୍ଷ ସମ୍ମିଳନୀର ୧୧ତମ ସଂସ୍କରଣରେ କୂଟନୈତିକ ସମ୍ପର୍କ ଓ କଥାବାର୍ତ୍ତା ବିଷୟରେ ଆଲୋଚନା କରାଯାଇଛି। ଏହାସହ...

ମିଛ ପ୍ରତିଶ୍ରୁତି ଦେଇ ବିଜେପି ଓଡ଼ିଶାରେ କ୍ଷମତାକୁ ଆସିଛି – ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କଲେ ନବୀନ ପଟ୍ଟନାୟକ। ଆଜିଠାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଭୁବନେଶ୍ଵରର ନେତାଜୀ ପଡ଼ିଆରେ ଏହାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ...