ଚମକୁନି ଚାନ୍ଦିପୁର ବେଳାଭୂମି ଚିତ୍ରପଟ: ଅଧାରେ ପଡ଼ିଛି ୩୦ କୋଟି ଟଙ୍କାର ତଟ ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ କାମ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ସବୁଠୁ ବିରଳ ବିଚ୍ ଭାବରେ ସମଗ୍ର ବିଶ୍ଵରେ ପ୍ରସିଦ୍ଧ ଚାନ୍ଦିପୁର ବେଳାଭୂମିର ଚମକ ଆଉ ନାହିଁ। ଚାନ୍ଦିପୁରକୁ ନେଇ ହୋଇଥିବା ସମସ୍ତ ଯୋଜନା ଏବେ ମଳିନ...

ଜୟପୁର: ମଣିପାଲ ବିଶ୍ୱବିଦ୍ୟାଳୟରେ ୧୧ତମ ମଡେଲ ୟୁନାଇଟେଡ ନେସନ୍ସ ସମ୍ମିଳନୀ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନର ଜୟପୁରସ୍ଥିତ ମଣିପାଲ ବିଶ୍ୱବିଦ୍ୟାଳୟରେ ମଡେଲ ୟୁନାଇଟେଡ ନେସନ୍ସ ସମ୍ମିଳନୀ (ମୁଜମୁନ) ଅନୁଷ୍ଠିତ ହୋଇଛି। ଚଳିତବର୍ଷ ସମ୍ମିଳନୀର ୧୧ତମ ସଂସ୍କରଣରେ କୂଟନୈତିକ ସମ୍ପର୍କ ଓ କଥାବାର୍ତ୍ତା ବିଷୟରେ ଆଲୋଚନା କରାଯାଇଛି। ଏହାସହ...

ମିଛ ପ୍ରତିଶ୍ରୁତି ଦେଇ ବିଜେପି ଓଡ଼ିଶାରେ କ୍ଷମତାକୁ ଆସିଛି – ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କଲେ ନବୀନ ପଟ୍ଟନାୟକ। ଆଜିଠାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଭୁବନେଶ୍ଵରର ନେତାଜୀ ପଡ଼ିଆରେ ଏହାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ...

୫ଟି ଫିଲ୍ମ, ଯାହା ମହାତ୍ମା ଗାନ୍ଧୀଙ୍କ ଜୀବନ ବିଷୟରେ କହେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୋହନଦାସ କରମଚାନ୍ଦ ଗାନ୍ଧୀ, ଯାହାକୁ ସାରା ବିଶ୍ୱ ମହାତ୍ମା ଗାନ୍ଧୀଙ୍କ ନାମରେ ଜାଣେ। ମହାତ୍ମା ଗାନ୍ଧୀ ସତ୍ୟ ଓ ଅହିଂସାକୁ ନିଜର ଅସ୍ତ୍ର କରି ନେଇଥିଲେ। ଏପରି ଅସ୍ତ୍ର ଯାହା ବ୍ରିଟିଶ...

ଭଦ୍ରକ ହିଂସାକୁ ନେଇ ତେଜିଲା ରାଜନୀତି: ମୁହାଁମୁହିଁ ବିଜେପି-ବିଜେଡି

ମିନତି ମିଶ୍ର ଭଦ୍ରକ ହିଂସାକୁ ନେଇ ଜୋର ଧରିଛି ରାଜ୍ୟ ରାଜନୀତି। ଶାସକ ଓ ବିରୋଧୀ ଦଳ ମଧ୍ୟରେ ଆରମ୍ଭ ହୋଇ ଯାଇଛି ବୟାନବାଜି। ଭଦ୍ରକ ହିଂସା ବାବଦରେ ବିରୋଧୀ ଦଳ ନେତା ନବୀନ...

ଆଜି ଗାନ୍ଧୀ ଜୟନ୍ତୀ: ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ଗାନ୍ଧୀଜୀଙ୍କୁ...

ଭୁବନେଶ୍ଵରର ଏକ ଫ୍ଲାଟରେ ଲୁଟ୍ ସହ ଜଣେ ମହିଳାଙ୍କୁ ଦୁଷ୍କର୍ମ, ୨ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ମୈତ୍ରୀ ବିହାର ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ମୈତ୍ରୀ ବିହାରର ଏକ ଫ୍ଲାଟରେ ଦୁର୍ବୃତ୍ତମାନେ ଲୁଟ୍ କରିବା ସହ ଘର ଭିତରେ ଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ...

ପୁରୀରେ ହବିଷ୍ୟାଳୀମାନଙ୍କ ସୁବିଧା ପାଇଁ ୨ କୋଟି ୫୭ ଲକ୍ଷ ଟଙ୍କା ଅନୁମୋଦନ କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ କିଛି ଦିନ ପରେ ଆରମ୍ଭ ହେବ ପବିତ୍ର କାର୍ତ୍ତିକ ମାସ। ଏହି ସମୟରେ ପୁରୀରେ କାର୍ତ୍ତିକ ବ୍ରତ ପାଳନ ପାଇଁ ହବିଷ୍ୟାଳୀମାନଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ହବିଷ୍ୟାଳୀମାନଙ୍କ...

ଆଜି ପବିତ୍ର ମହାଳୟା: ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ପୁରୀ ଓ ଯାଜପୁରରେ ପ୍ରବଳ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ମହାଳୟା ଅମାବାସ୍ୟା। ଆଜି ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିବାର ପରମ୍ପରା ରହିଛି। ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀ ଓ ଯାଜପୁରର ନାଭିଗୟାରେ ପିଣ୍ଡଦାନ କରିବା ଲାଗି ଲୋକଙ୍କ...

ଆଜି ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଭାରତର ଦୁଇ ମହାନାୟକଙ୍କ ଜନ୍ମ ଜୟନ୍ତୀ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସହ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ସାରାଦେଶରେ ଗାନ୍ଧିଜୀଙ୍କର...