ଓଡ଼ିଶାରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରି: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ଟ୍ଵିନସିଟି କଟକ ଓ ଭୁବନେଶ୍ୱରରେ ବୁଧବାର ରାତିରୁ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ଜନଜୀବନ...
Lokaseva Bhawan

ଓଏଏସ ସ୍ତରରେ ଅଦଳବଦଳ: ଅନାମ ଚରଣ ପାତ୍ର ହେଲେ କଟକ ମହାନଗର ନିଗମ କମିଶନର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଏଏସ ସ୍ତରରେ ବୁଧବାର ଦିନ ବଡ଼ ଧରଣର ଅଦଳବଦଳ ହୋଇଛି। ଅନାମ ଚରଣ ପାତ୍ରଙ୍କୁ କଟକ ମହାନଗର ନିଗମ କମିଶନର ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଏହା ପୂର୍ବରୁ ସେ...

ହୃଦଘାତର ଲକ୍ଷଣକୁ କେମିତି ଚିହ୍ନିବେ, ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=BIvHwkfbC10 ବର୍ତ୍ତମାନ ସମୟରେ ହୃଦଘାତ ଭଳି ସାଂଘାତିକ ରୋଗ ଯେକୌଣସି ବୟସର ଲୋକଙ୍କୁ ପ୍ରଭାବିତ କରୁଛି। ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପେୟରେ ଅନିୟମିତତା ଏବଂ ବ୍ୟାୟାମର ଅଭାବ ଏହାର ମୁଖ୍ୟ କାରଣ ବୋଲି...

ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ: କ’ଣ ଦେଖିଲେ ୧୬ଟି ଦେଶର କୂଟନୀତିଜ୍ଞ ଦଳ?

ଓଡ଼ିଶାଲାଇଭ୍ ବ୍ୟୁରୋ ଜମ୍ମୁ କଶ୍ମୀରରେ ଏବେ ଜାରି ରହିଛି ବିଧାନସଭା ନିର୍ବାଚନ। ଏଥିରେ ପ୍ରଥମ ପର୍ଯ୍ୟାୟ ପରେ ବୁଧବାର ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ସରିଛି। ଏହି ଅବସରରେ ଅନେକ ବିଦେଶୀ କୂଟନୀତିଜ୍ଞ ଜମ୍ମୁ...

ଶ୍ରୀଲଙ୍କାରେ କ୍ଷମତା ପରିବର୍ତ୍ତନ: ଭାରତ ପ୍ରତି କେମିତି ରହିବ ନୂଆ ସରକାରଙ୍କ ଆଭିମୁଖ୍ୟ?

ମିନତି ମିଶ୍ର ନିଜର ପଡ଼ୋଶୀ ଦେଶଗୁଡ଼ିକୁ ନେଇ ଦିନକୁ ଦିନ ବଢୁଛି ଭାରତର ଚିନ୍ତା। ପ୍ରଥମେ ମାଳଦୀପରେ ମହମ୍ମଦ ମୋଇଜ୍ଜୁ କ୍ଷମତାକୁ ଆସିବା ପରେ ରାଜନୈତିକ ସମୀରକଣ ବଦଳିଥିଲା। ତାପରେ ବାଂଲାଦେଶରେ କ୍ଷମତା ବଦଳିବାର...

ଭରତପୁର ଥାନା ମାମଲା: ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ହେବ ପଲିଗ୍ରାଫ ଟେଷ୍ଟ

ଓଡ଼ିଶାଲାଇଭ ବ୍ୟୁରୋ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ନିଲମ୍ବିତ ହୋଇଥିବା ଭରତପୁର ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ ଟେଷ୍ଟ ହେବ। ଏହା ସହ ତାଙ୍କର ବ୍ରେନ ମ୍ୟାପିଂ,...

ବାଲେଶ୍ଵର ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ବନ୍ୟା ବିପନ୍ନଙ୍କ ଲାଗି ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। ବନ୍ୟା ଯୋଗୁଁ ଘର ଭାଙ୍ଗିଥିବା ଲୋକ ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯିବ।...

ଆସନ୍ତାକାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ଗୁରୁବାର ସେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହ ବୈଠକ କରିବେ। ଏଠାରେ ବିଜେପିର ସଦସ୍ୟତା ଅଭିଯାନ ବାବଦରେ...

କେମିତି ରହିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ?

ମିନତି ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଆମେରିକା ଗସ୍ତ ସାରି ଭାରତ ଫେରିଛନ୍ତି। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ କ୍ଵାଡ ଶିଖର ସମ୍ମିଳନୀ, ଜାତିସଂଘର ସାଧାରଣ ସଭାରେ ଯୋଗ ଦେବା ସହ ବହୁ...

ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ: ଆଜି ଚାଲିଛି ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବୁଧବାର ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜାରି ରହିଛି। ରାଜ୍ୟର ୨୬ଟି ବିଧାନସଭା ଆସନରେ ଭୋଟରମାନେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ସକାଳ ୭ଟାରୁ...