‘ହୁରୁନ୍ ଇଣ୍ଡିଆ’ ଧନୀ ତାଲିକାରେ ଓଡ଼ିଆ ଶିଳ୍ପପତି ତାରା ରଞ୍ଜନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ତଥା ଫାଲକନ୍ ଗ୍ରୁପର ପ୍ରତିଷ୍ଠାତା ତାରା ରଞ୍ଜନ ପଟ୍ଟନାୟକ ‘ହୁରୁନ୍ ଇଣ୍ଡିଆ’ ଧନୀ ବ୍ୟକ୍ତିଙ୍କ ତାଲିକା ୨୦୨୪’ରେ ସ୍ଥାନ ପାଇଛନ୍ତି। ଏଥିରେ ସେ ସାରା ଭାରତରେ ୫୪୦ତମ...

ରାଜ୍ୟ ସରକାରଙ୍କ ଘୋଷଣା: ସେପ୍ଟେମ୍ବର ୯ରେ ନୂଆଁଖାଇ ଛୁଟି

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଁଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ପଡ଼ୁଛି ନୂଆଁଖାଇ ପର୍ବ। ସେହିଦିନ ରବିବାର ପଡ଼ୁଥିବାରୁ ସେପ୍ଟେମ୍ବର ୯ ତାରିଖକୁ...

ଜାତୀୟ କ୍ରୀଡ଼ା ଦିବସ ଅବସରରେ ଓଡ଼ିଶାର କ୍ରୀଡ଼ା ବ୍ୟକ୍ତିତ୍ଵଙ୍କୁ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’

ଓଡ଼ିଶାଲାଇଭ୍ ବ୍ୟୁରୋ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଓଡ଼ିଶା ସରକାରଙ୍କ ତରଫରୁ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ପ୍ରଦାନ କରାଯାଇଛି। କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ପାଇଁ ଗୌରବ ଆଣିଥିବା କ୍ରୀଡ଼ା ବ୍ୟକ୍ତିତ୍ଵମାନଙ୍କୁ ଏଠାରେ ପୁରସ୍କୃତ...

ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର: ଆଉ ୫ ଦିନ ଭିଜିବ ଓଡ଼ିଶା!

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଶୁକ୍ରବାର ସୁଦ୍ଧା ଏହା ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହୋଇ ସୁଦୃଶ୍ୟ ଲଘୁଚାପର ରୂପ ନେବ। ପରେ ଏହା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ...

କ୍ରିଟିକାଲ୍ ମିନେରାଲ୍ସ ଓ ବିଭିନ୍ନ ପ୍ରକଳ୍ପ କ୍ଷେତ୍ରରେ ସହଯୋଗ ପାଇଁ କାବିଲ୍ ଏବଂ ଅଏଲ୍ ଇଣ୍ଡିଆ ଲିମିଟେଡ ମଧ୍ୟରେ...

ଓଡ଼ିଶାଲାଇଭ୍ ବ୍ୟୁରୋ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍(କାବିଲ୍) ଓ ଅଏଲ୍ ଇଣ୍ଡିଆ ଲିମିଟେଡ ମଧ୍ୟରେ କ୍ରିଟିକାଲ୍ ମିନେରାଲ୍ସ ଓ ବିଭିନ୍ନ ପ୍ରକଳ୍ପ କ୍ଷେତ୍ରରେ ସହଯୋଗ ପାଇଁ ଏକ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି। ବୁଧବାର...

ସଉନାମରା: ହକି ପାଇଁ ସମର୍ପିତ ଗାଁ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=YnvpX042JZ8 ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକର ସଉନାମରା ଗାଁ। ହକି ସହିତ ଏ ଗାଁର ନାଁ ଏମିତି ଯୋଡ଼ି ହୋଇଯାଇଛି ଯେ, ଏଠାକାର ପିଲାଠାରୁ ବୁଢ଼ା ସଭିଁଙ୍କ ହାତରେ ଦେଖିବାକୁ ମିଳେ ହକି...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ସିଏଚଏସସିର ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆୟୁ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀ। ଦୁଇଦିନ ଧରି ପୁରେନ୍ଦ୍ର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ...

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ‘ପାୱର୍ ୱିଦିନ୍: ଦ ଲିଡରସିପ୍ ଲେଗାସି ଅଫ୍ ନରେନ୍ଦ୍ର ମୋଦୀ’ ପୁସ୍ତକ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ‘ପାୱର୍ ୱିଦିନ୍: ଦ ଲିଡରସିପ୍ ଲେଗାସି ଅଫ୍ ନରେନ୍ଦ୍ର ମୋଦୀ’ ପୁସ୍ତକ ଉନ୍ମୋଚିତ ହୋଇଛି। ବୁଧବାର ଏସଆରବି କନସଲଟେନ୍ସିର ମିଳିତ...

ଆଜି ଜାତୀୟ କ୍ରୀଡ଼ା ଦିବସ: ମନେ ପଡ଼ନ୍ତି ହକିର ଯାଦୁଗର ମେଜର ଧ୍ୟାନଚାନ୍ଦ 

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ଜାତୀୟ ଖେଳ ‘ହକି’ର ଯାଦୁଗର ହେଉଛନ୍ତି ମେଜର ଧ୍ୟାନଚାନ୍ଦ। ତାଙ୍କ ଜନ୍ମଦିନକୁ ଦେଶରେ ‘ଜାତୀୟ କ୍ରୀଡା ଦିବସ’ ଭାବେ ପାଳନ କରାଯାଏ। ଆସନ୍ତୁ ଜାଣିବା ଧ୍ୟାନଚାନ୍ଦଙ୍କ ବିଷୟରେ କିଛି ଅଜଣା କଥା। ଭାରତରେ ଆଜି ପାଳିତ...

ପଶ୍ଚିମ ଓଡ଼ିଶାରେ ଦୁଇଟି ନୂଆ ରେଳ ଲାଇନ ପାଇଁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଁଖାଇ ପୂର୍ବରୁ ପଶ୍ଚିମ ଓଡ଼ିଶା ପାଇଁ ବଡ଼ ଘୋଷଣା। ପଶ୍ଚିମ ଓଡ଼ିଶାରେ ଦୁଇଟି ରେଳ ଲାଇନ ନିର୍ମାଣ ଲାଗି ବୁଧବାର ଦିନ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ବରଗଡ଼, ନୂଆପଡ଼ା ଏବଂ...