ଗିରଫ ହେଲେ କୋଟିପତି କିରାଣୀ ପ୍ରଦୀପ କୁମାର ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗିରଫ ହେଲେ ବାଲେଶ୍ଵର ଜିଲ୍ଲା ଡିଇଓ କାର୍ଯ୍ୟାଳୟର କନିଷ୍ଠ କିରାଣୀ ପ୍ରଦୀପ କୁମାର ଦାସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ପ୍ରଦୀପ କୁମାର ଦାସଙ୍କୁ ଶନିବାର ଦିନ ଗିରଫ କରିଛି...
ଜାଣନ୍ତୁ କାହିଁକି ୭୦୦ରୁ ଅଧିକ ବନ୍ୟପ୍ରାଣୀଙ୍କୁ ହତ୍ୟା କରିବ ନାମ୍ବିଆ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଫ୍ରିକୀୟ ଦେଶ ନାମ୍ବିଆକୁ ଏବେ ଗ୍ରାସ କରିଛି ମରୁଡ଼ି। ଏଥିଯୋଗୁ ଦେଶରେ ବଡ଼ ଧରଣର ଖାଦ୍ୟାଭାବ ସୃଷ୍ଟି ହେବା ସହ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ଦେଶବାସୀ। ଦେଶର ୧୪ ଲକ୍ଷ...
ଭୁବନେଶ୍ଵରରେ ବାର୍ଡ ଫ୍ଲୁ ଭୟ: ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନଆଣିବାକୁ ବ୍ୟବସାୟୀଙ୍କୁ ନୋଟିସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ଵରରେ ଦେଖା ଦେଲାଣି ବାର୍ଡ ଫ୍ଲୁ ଭୟ। ଭୁବନେଶ୍ଵର ଉପକଣ୍ଠରେ ବାର୍ଡ ଫ୍ଲୁ ବ୍ୟାପୁଥିବାରୁ ଭୁବନେଶ୍ଵର ବାସିନ୍ଦାଙ୍କୁ ସତର୍କ ରହିବା ଲାଗି ପରାମର୍ଶ ଦେଇଛି ଭୁବନେଶ୍ଵର ମହାନଗର ନିଗମ...
ଓଡ଼ିଶାରେ ଆରମ୍ଭ ହେଲା ‘ପିଏମ-ଉଷା’ ଯୋଜନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଲାଗୁ ହୋଇଛି ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ-ଉଷା)। ଏନେଇ ଶନିବାର କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏବଂ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି।...
ଅବପାତର ରୂପ ନେଲା ଲଘୁଚାପ: ପ୍ରବଳ ବର୍ଷା ପାଇଁ ଆଜି ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଏବେ ଅବପାତର ରୂପ ନେଇଛି। ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି। ଆସନ୍ତା ୨ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ମାତ୍ରା...
ସେପ୍ଟେମ୍ବର ୧ରୁ ଓଡ଼ିଶାରେ ନୂଆ ଅବକାରୀ ନୀତି: ଚଳିତ ବର୍ଷ ଖୋଲିବନି ନୂଆ ମଦ ଦୋକାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ନୂଆ ଅବକାରୀ ନୀତି ଆଣିଛନ୍ତି ରାଜ୍ୟ ସରକାର। ସେପ୍ଟେମ୍ବର ୧ ତାରିଖରୁ ଏହା କାର୍ଯ୍ୟକାରୀ ହେବ। ନୂଆ ଅବକାରୀ ନୀତିରେ ରାଜ୍ୟରେ ବେଆଇନ ମଦ କାରବାରକୁ ରୋକିବା ପାଇଁ ଗୁରୁତ୍ଵ...
ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀ ମଧ୍ୟ କରିପାରିବେ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
‘ସୁଭଦ୍ରା’ ଯୋଜନା ଆବେଦନକୁ ନେଇ ପ୍ରତିଦିନ ଗୋଟିଏ ଗୋଟିଏ ଖବର ଆସିବାକୁ ଲାଗିଛି। ଏହି ଯୋଜନାକୁ ନେଇ ଆଉ ଏକ ଘୋଷଣା କରିଛନ୍ତି ରାଜ୍ୟ ସରକାର। ‘ସୁଭଦ୍ରା’ ଯୋଜନା ପାଇଁ ଆଶାକର୍ମୀ...
‘‘ପର୍ଯ୍ୟଟନ ଓ ଐତିହ୍ୟର ସୁରକ୍ଷା, ସଂରକ୍ଷଣ ଓ ପ୍ରସାର କ୍ଷେତ୍ରରେ ଗଣମାଧ୍ୟମ ଅଧିକ ଦାୟିତ୍ୱବାନ ହେବା ଆବଶ୍ୟକ’’
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଆଇଆଇଟିଟିଏମ୍ ଏବଂ ଇଣ୍ଟାକର ମିଳିତ ଆନୁକୂଲ୍ୟରେ ଐତିହ୍ୟ ଓ ପର୍ଯ୍ୟଟନ ଉପରେ ଦିନିକିଆ ମିଡିଆ ସଚେତନତା କର୍ମଶାଳା।
ପର୍ଯ୍ୟଟନ ଓ ଐତିହ୍ୟ ରାଜ୍ୟର ଅମୂଲ୍ୟ ସମ୍ପତ୍ତି। ଏହାର ସୁରକ୍ଷା ଓ ସଂରକ୍ଷଣ...
ପ୍ୟାରିସ ପାରା ଅଲିମ୍ପିକ୍ସ: ୧୦ ମିଟର ଏୟାର ରାଇଫଲରେ ଅଭନି ଲେଖରାଙ୍କୁ ସ୍ଵର୍ଣ୍ଣ ଏବଂ ମୋନା ଅଗ୍ରୱାଲଙ୍କୁ ବ୍ରୋଞ୍ଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ରେ ଭାରତକୁ ମିଳିଛି ପ୍ରଥମ ସ୍ଵର୍ଣ୍ଣ ପଦକ। ଭାରତୀୟ ସୁଟର ଅଭନି ଲେଖରା କମାଲ କରିଛନ୍ତି। ସେ ମହିଳା ୧୦ ମିଟର ଏୟାର ରାଇଫଲ (ଏସଏଚ-୧) ସୁଟିଂ...
ଆନ୍ଧ୍ରପ୍ରଦେଶ: ଲେଡିଜ ହଷ୍ଟେଲ ବାଥରୁମରେ ହିଡେନ କ୍ୟାମେରା, ଅଭିଯୁକ୍ତ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଲେଡିଜ ହଷ୍ଟେଲର ବାଥରୁମରେ ଲାଗିଥିଲା ହିଡେନ କ୍ୟାମେରା। ଏହି ଘଟଣା ଜଣାପଡ଼ିବା ପରେ ସଂପୃକ୍ତ କଲେଜ କ୍ୟାମ୍ପସ ପରିସରରେ...





















