ମହଣ ମହଣ ସୁନାରେ ସଜେଇ ହୋଇ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ଦାରୁବ୍ରହ୍ମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜନ୍ମବେଦୀରେ ଲୀଳାଖେଳା ସାରି ଏବେ ଶ୍ରୀମନ୍ଦିର ସମ୍ମୁଖରେ ଦାରୁବ୍ରହ୍ମ। ଆରମ୍ଭ ହୋଇଛି ମହାପ୍ରଭୁଙ୍କର ସୁନାବେଶ ଦର୍ଶନ। ଆଜି ରଥ ଉପରେ ମହଣ ମହଣ ସୁନାରେ ସଜେଇ ହୋଇ ରାଜରାଜେଶ୍ୱର ବେଶରେ ଦର୍ଶନ...
ନବୀନଙ୍କ ନୂଆ ଫର୍ମୁଲା: ସରକାରଙ୍କ ବିଭିନ୍ନ ବିଭାଗକୁ ଜାଗିବେ ବିଜେଡି ବିଧାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମକୁ ଏବେ ଜାଗିବେ ବିରୋଧୀ ବିଧାୟକ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେଡିର ସମସ୍ତ ବିଧାୟକଙ୍କ ମଧ୍ୟରେ ଏହି ଜଗିବା ଦାୟିତ୍ଵ ନେଇ ବିଭିନ୍ନ...
ପବିତ୍ର ରଥଯାତ୍ରା ଅବସରରେ ସଂଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ କଣ୍ଠରେ ଶୁଣନ୍ତୁ ‘ସରିଗଲି ହେ ଜଗନ୍ନାଥ…’
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=He7493k6rJM
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଅନେକ ସଂଗୀତ, ଭଜନ ଓ ଜଣାଣ ରଚନା କରାଯାଇଛି। ସେଥିମଧ୍ୟରୁ ‘ସରିଗଲି ହେ ଜଗନ୍ନାଥ....’ ଓଡ଼ିଆ ଲୋକପ୍ରିୟ ସଂଗୀତ ଶ୍ରୋତାଙ୍କ ମଧ୍ୟରେ ବେଶ ଆଦ୍ରୁତି ଲାଭ କରିଛି।
ପବିତ୍ର...
ବଡ଼ବଡ଼ିଆ ଜବରଦଖଲକାରୀ ସାବଧାନ: ଓଡ଼ିଶାରେ ବି ଚାଲିବ ବୁଲଡୋଜର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ସରକାରୀ ଜମି ଜବରଦଖଲ କରି ହୋଇଥିବା କୋଠା ଉପରେ ଚାଲିବ ବୁଲଡୋଜର। ଜବରଦଖଲ ଜମିରେ ନିର୍ମିତ ଘର ତଥା ଅନ୍ୟ ବ୍ୟବସାୟିକ ଅନୁଷ୍ଠାନ ଭଙ୍ଗା ଯିବ। ରାଜ୍ୟରେ ବଡ଼ବଡ଼ିଆ ଜବରଦଖଲକାରୀଙ୍କୁ...
ଓମାନ ଉପକୂଳରେ ବୁଡ଼ିଗଲା ତୈଳବାହୀ ଜାହାଜ: ୧୩ ଭାରତୀୟଙ୍କ ସମେତ ୧୬ ନାବିକ ନିଖୋଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓମାନ ଉପକୂଳରେ ଏକ ତୈଳବାହୀ ଜାହାଜ ବୁଡ଼ି ଯାଇଛି। ଏଥିରେ ଥିବା ୧୩ ଜଣ ଭାରତୀୟଙ୍କ ସମେତ ୧୬ ଜଣ ନାବିକ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର ଅଭିଯାନ...
କଟକ ଏସସିବି ମେଡିକାଲରେ ହାଉସ ସର୍ଜନଙ୍କ ଆନ୍ଦୋଳନ: ରୋଗୀ ସେବା ପ୍ରଭାବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଏସସିବି ମେଡିକାଲରେ ହାଉସ ସର୍ଜନ ଓ ନର୍ସିଂ କର୍ମଚାରୀଙ୍କ ମଧ୍ୟରେ ବିବାଦ ଆନ୍ଦୋଳନର ରୂପ ନେଇଛି। ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଡାକରା ଦେଇ ଆନ୍ଦୋଳନକୁ ଓହ୍ଲାଇଛି ହାଉସ ସର୍ଜନ...
ଆଜି ସୁନାବେଶ – ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହେବେ ଶ୍ରୀଜୀଉ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜନ୍ମବେଦୀରେ ନବ ଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିଛନ୍ତି ବଡ଼ଠାକୁର। ଶ୍ରୀଗୁଣ୍ଡିଚା ମନ୍ଦିରରୁ ରଥାରୂଢ଼ ହୋଇ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି ମହାପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନ।...
ମହାରାଷ୍ଟ୍ରର ଟ୍ରେନି ଆଇଏଏସ୍ ପୂଜା ଖେଡ଼କରଙ୍କୁ ଝଟକା, ସ୍ଥଗିତ ହେଲା ଜିଲ୍ଲା ପ୍ରଶିକ୍ଷଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ରର ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡ଼କରଙ୍କ ଅଡୁଆ ଆହୁରି ବଢ଼ିଛି। ପୂଜାଙ୍କ ଜିଲ୍ଲା ପ୍ରଶିକ୍ଷଣକୁ ସ୍ଥଗିତ କରିଛି ମସୌରୀସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଭାରତୀୟ ପ୍ରଶାସନିକ ଏକାଡେମୀ (ଏଲବିଏସଏନଏଏ)। ତାଙ୍କୁ...
ଓଡ଼ିଶାରେ ଜୁଲାଇ ୨୧ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଜୁଲାଇ ୨୧ରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମଙ୍ଗଳବାର ଦିନ ଏହି ସୂଚନା ଦିଆଯାଇଛି।
ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନେ www.bseodisha.ac.in...
ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ: ପୁରୀରେ ମୁତୟନ ହେବେ ୧୯୦ ପ୍ଲାଟୁନ ଫୋର୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ରଥ ଉପରେ ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜୀଉ। ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏନେଇ...





















