ପରଲୋକରେ ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ନାହାନ୍ତି ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଦେଓଲ। ସୋମବାର ଦିନ ୮୯ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ଧର୍ମେନ୍ଦ୍ର ଅସୁସ୍ଥ ଥିଲେ। କିଛି...

ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ସୂର୍ଯ୍ୟକାନ୍ତି। ନୂତନ ପ୍ରଧାନ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ...

ବାଲେଶ୍ଵର: ‘ଭଲ କବିତାର ଖୋଜ୍’ ପକ୍ଷରୁ କବି କମଳାକାନ୍ତ ଲେଙ୍କାଙ୍କ ଜୟନ୍ତୀ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): 'ଭଲ କବିତାର ଖୋଜ’ ପକ୍ଷରୁ ବାଲେଶ୍ଵର ଜିଲ୍ଲାର ଲାଖୋଟିଆ କମ୍ପ୍ୟୁଟର ସେଣ୍ଟର୍ ସଭାଘରେ କବି କମଳାକାନ୍ତ ଲେଙ୍କାଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ କବିଗଣ କବିଙ୍କ...

ଦୁବାଇରେ ଏୟାର ସୋ’ ବେଳେ ଜଳିଗଲା ଲଢ଼ୁଆ ବିମାନ ‘ତେଜସ୍’

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁବାଇରେ ଏୟାର ସୋ’ ବେଳେ ଜଳିଗଲା ଭାରତୀୟ ବାୟୁସେନାର ସ୍ଵଦେଶୀ ଲଢ଼ୁଆ ବିମାନ ‘ତେଜସ୍’। ଦୁବାଇର ଅଲ ମକତୁମ ଏୟାରପୋର୍ଟରେ ଆୟୋଜିତ ଏୟାର ସୋ’ ସମୟରେ ଏହି ଦୁର୍ଘଟଣା ଘଟିଛି। ଏୟାର ସୋ’...

ନୂଆପଡ଼ା ବିଧାୟକ ଭାବେ ଶପଥ ନେଲେ ଜୟ ଢୋଲକିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆପଡ଼ାର ନୂଆ ବିଧାୟକ ଭାବେ ଶପଥ ନେଲେ ଦିବଙ୍ଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ଓଡ଼ିଶା ବିଧାନସଭାରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଜୟ। ବାଚସ୍ପତି ସୁରମା...

ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର। ଦଶମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ନୀତୀଶ କୁମାର ଇତିହାସ ରଚିଛନ୍ତି। ପାଟନାର ଐତିହାସିକ ଗାନ୍ଧୀ ମଇଦାନଠାରେ ଆୟୋଜିତ...

ଓଡ଼ିଆ ବିଭବର ଅଷ୍ଟମ ବର୍ଷ ପୂର୍ତ୍ତି ଅବସରରେ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ସ୍ୱତନ୍ତ୍ର ୱେବସାଇଟ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆ ଭାଷାର ଗୁଣାତ୍ମକ ମାନ ବଜାୟ ରଖିବାର ଆବଶ୍ୟକତା ରହିଛି। ବର୍ତ୍ତମାନର ଡିଜିଟାଲ ଯୁଗରେ ଓଡ଼ିଆ ଭାଷାର ବହୁଳ ବ୍ୟବହାରକୁ ଗୁରୁତ୍ୱ ଦେଇ ଏଦିଗରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଓଡ଼ିଆ...

ମୃତ୍ୟୁଦଣ୍ଡକୁ ନେଇ କ’ଣ କହିଲେ ଶେଖ ହସିନା?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/HtNSl9kt-90 ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଢାକାର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ବା ଆଇସିଟି ଫାଶୀଦଣ୍ଡ ଶୁଣାଇଛନ୍ତି। ବିକ୍ଷୋଭକାରୀଙ୍କୁ ଆକ୍ରମଣ ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଏହି...

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫: ‘ଓଡ଼ିଶା ମଣ୍ଡପ’ ପରିଦର୍ଶନ କଲେ ସଂସଦୀୟ କମିଟି ସଦସ୍ୟ 

ଓଡ଼ିଶାଲାଇଭ୍ ବ୍ୟୁରୋ (ନୂଆଦିଲ୍ଲୀ): ନୂଆଦିଲ୍ଲୀଠାରେ ଚାଲିଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ର ପଞ୍ଚମ ଦିନରେ ସଂସଦୀୟ କମିଟିର ସଦସ୍ୟମାନେ ‘ଓଡ଼ିଶା ମଣ୍ଡପ’ ପରିଦର୍ଶନ କରିଥିଲେ। ଏଠାରେ ପ୍ରତିଫଳିତ ହେଉଥିବା ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି,...

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୫: ଆକର୍ଷଣ ପାଲଟିଛି ଓଡ଼ିଶା ପାଭିଲିୟନ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୂଆଦିଲ୍ଲୀ/ଭୁବନେଶ୍ଵର): ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ ପରିସରରେ ଆୟୋଜିତ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ବିଶେଷ ଆକର୍ଷଣ ପାଲଟିଛି ‘ଓଡ଼ିଶା ପାଭିଲିୟନ’। ଏହା ଦେଶ ବିଦେଶର ବୃହତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ...