ବିଜେପିରେ ବଡ଼ ପରିବର୍ତ୍ତନ: ସଂସଦୀୟ ବୋର୍ଡରୁ ବାଦ ପଡ଼ିଲେ ନିତିନ ଗଡ଼କରୀ ଏବଂ ଶିବରାଜ ସିଂ ଚୌହ୍ଵାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡରେ ବଡ଼ ପରିବର୍ତ୍ତନ ହୋଇଛି। କେନ୍ଦ୍ରୀମନ୍ତ୍ରୀ ନିତିନ ଗଡକରୀଙ୍କୁ ଦଳର ସଂସଦୀୟ ବୋର୍ଡରୁ ବାଦ ଦିଆଯାଇଛି। ଏହା ସହିତ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନଙ୍କୁ...
ବନ୍ୟାସ୍ଥିତିର ସମୀକ୍ଷା: ଉଦ୍ଧାର କାର୍ଯ୍ୟକୁ ପ୍ରାଥମିକତା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଜାରି ରହିଛି ବନ୍ୟା ପରିସ୍ଥିତି। ବନ୍ୟା ଯୋଗୁଁ ବିଶେଷ ପ୍ରଭାବିତ ହୋଇଛି ୧୦ଟି ଜିଲ୍ଲା। ଅନେକ ଘର ବନ୍ୟା ପାଣିରେ ବଡ଼ି ରହିଥିବାବେଳେ ଏବେବି ଜଳଘେରରେ ପସିଛନ୍ତି ଅନେକ। ଏହାରି...
ସବୁ ଧୋଇନେଲା ବନ୍ୟା ଜଳ: ଜଗତସିଂହପୁର କୁଜଙ୍ଗ ବ୍ଲକରେ ଆଉ ଏକ ଘାଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ରାହାମା ନିକଟରେ ଆଉ ଏକ ଘାଇ ସୃଷ୍ଟି ହୋଇଛି। ତେରମାଣପୁର ନିକଟ ମହାନଦୀ ଘେରିବନ୍ଧରେ ୬୦ ଫୁଟର ଘାଇ ସୃଷ୍ଟି ହେବାରୁ ତେରମାଣପୁର ଏବଂ କୋଟସାହି...
ରାଜଧାନୀରେ ବନ୍ୟା: ସୁନ୍ଦରପଦାରେ ଫସି ରହିଥିବା ଲୋକ ଉଦ୍ଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏଥିରୁ ବାଦ ପଡ଼ିନି ରାଜଧାନୀ ଭୁବନେଶ୍ଵର। ଭୁବନେଶ୍ଵର ଉପକଣ୍ଠସ୍ଥ ସୁନ୍ଦରପଦା ଅଞ୍ଚଳରେ ଦୟାନଦୀର ଉଛୁଳା ପାଣି ପଶିଛି। ରାସ୍ତା ଉପରେ ୩...
ଦୁର୍ଦଶା ବଢ଼ାଇଲା ବନ୍ୟା: ୨ ଲକ୍ଷ ଲୋକ ପ୍ରଭାବିତ, ୨୬ ହଜାର ସ୍ଥାନାନ୍ତରିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି। ଜଳ ଘେରରେ ଅନେକ ପରିବାର। କେଉଁଠି ଘାଇ ସୃଷ୍ଟି ହୋଇଛି ତ, ଆଉ କେଉଁଠି ବନ୍ୟା ପାଣିରେ ଘର ବୁଡ଼ିଯାଇଛି। ଗତ ୩ରୁ ୪...
ବିଦ୍ୟୁତ୍ ଉପଭୋକ୍ତାଙ୍କୁ ସ୍ମାର୍ଟ ମିଟର: ରିଚାର୍ଜ ଅନୁସାରେ ମିଳିବ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ବିଦ୍ୟୁତ ଉପଭୋକ୍ତାଙ୍କୁ ମିଳିବ ସ୍ମାର୍ଟ ମିଟର ସେବା। କୋରାପୁଟର ଜୟପୁରରେ ଟାଟା ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି ସେବା ଆରମ୍ଭ କରାଯାଇଛି।
ଏହି ବିଦ୍ୟୁତ୍ ସେବା ବର୍ତ୍ତମାନ ଉଭୟ ପ୍ରିପେଡ ଏବଂ...
ମୁଣ୍ଡଳିରେ ୧୨ ଲକ୍ଷ କ୍ୟୁସେକ ଟପିଲା ଜଳ ପ୍ରବାହ
ଓଡିଶାଲାଇଭ୍ ବ୍ୟୁରୋ
ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଗୋଟିଏ ଗୋଟିଏ କରି ବର୍ତ୍ତମାନ ସୁଦ୍ଧା ହୀରାକୁଦରୁ ୪୦ଟି ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ଏପଟେ କଟକ ଜିଲ୍ଲା ମୁଣ୍ଡଳିଠାରେ ମହାନଦୀ ବିପଦ ସଙ୍କେତ...
ଚିନ୍ତାରେ ତଳିଆ ଅଞ୍ଚଳବାସୀ: ହୀରାକୁଦର ୪୦ ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋଲିଲା ହୀରାକୁଦର ଆଉ ୧୪ଟି ଗେଟ। ଏବେ ମୋଟ ୪୦ଟି ଗେଟ ଦେଇ ଜଳ ନିଷ୍କାସନ ଚାଲିଛି। ଏହାକୁ ନେଇ ଏବେ ତଳି ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଯାଇଛି। ପୂର୍ବରୁ ମହାନଦୀରେ ଜଳସ୍ତର...
ଖୋଲିଲା ହୀରାକୁଦର ୧୦ ଗେଟ: ୩୬ଟି ଗେଟରେ ଚାଲିଛି ଜଳ ନିଷ୍କାସନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀରେ ଜଳସ୍ତର ବଢ଼ୁଥିବାରୁ ହୀରାକୁଦର ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲାଯାଉଛି। ଆଜି ବନ୍ୟା ସ୍ଥିତିର ସମୀକ୍ଷା ପରେ ହୀରାକୁଦର ଆଉ ୧୪ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି। ପର୍ଯ୍ୟାୟ କ୍ରମେ...
ବଢ଼ୁଛି ମହାନଦୀର ଜଳସ୍ତର: ଖୋଲିବ ହୀରାକୁଦର ୧୪ ଗେଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀରେ ଜଳସ୍ତର ବଢ଼ୁଥିବାରୁ ହୀରାକୁଦର ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ଉପର ମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢ଼ିବା କାରଣରୁ ପୂର୍ବରୁ ୩୪ଟି ଗେଟ୍...