ଜଳେଶ୍ଵର: ଉଦଯାପିତ ହେଲା ତିନିଦିନିଆ ଜଉକଣ୍ଢେଇ କାର୍ମଶାଳା
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ କାଳିକସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ‘ଆମ ସଂସ୍କୃତି ଆମ ଖେଳନା’ କାର୍ଯ୍ୟକ୍ରମ ଆଧାରରେ ଆୟୋଜିତ ହୋଇଥିବା ତିନିଦିନିଆ ଜଉକଣ୍ଢେଇ...
‘ଅଖିଳ ଦିବସ’ ଅବସରରେ ବିଶିଷ୍ଟ ସାହିତ୍ୟିକ ବିଭୂତି ପଟ୍ଟନାୟକଙ୍କୁ ‘ଶିଖର ସମ୍ମାନ’
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ଓଡ଼ିଆ ସାହିତ୍ୟର ଅନ୍ୟତମ ନିର୍ମାତା ଅଖିଳ ମୋହନ ପଟ୍ଟନାୟକଙ୍କର ଜୟନ୍ତୀ 'ଅଖିଳ ଦିବସ' ଅବସରରେ ଭୁବନେଶ୍ଵରସ୍ଥିତ ପାନ୍ଥନିବାସର କଳିଙ୍ଗ ସମ୍ମିଳନୀ କକ୍ଷରେ ଏକ ସାରସ୍ଵତ ସମାଗମ ଆୟୋଜିତ ହୋଇଯାଇଛି।
ଅଖିଳ ମୋହନ...
ଗୃହୀତ ହେଲା ଭିବି-ଜି ରାମ ଜି ବିଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ ଗ୍ରାମିଣ (ଭିବି-ଜି ରାମ ଜି) ବିଲ୍ ୨୦୨୫ ସଂସଦରେ ଗୃହୀତ ହୋଇଛି। ବିରୋଧୀଙ୍କ ପ୍ରବଳ ବିରୋଧ ଓ ହଟ୍ଟଗୋଳ ମଧ୍ୟରେ...
ବାଲେଶ୍ୱରରେ ଡିସେମ୍ବର ୨୨ରୁ ‘କୋଶମ୍ଵ ମେଳା ୨୦୨୫’
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲାସ୍ତରୀୟ ସ୍ୱଦେଶୀ ମେଳା ଓ ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା 'କୋଶମ୍ୱ-୨୦୨୫' ଡିସେମ୍ବର ୨୨ ତାରିଖରୁ ଆରମ୍ଭ ହେବ। ବାଲେଶ୍ଵର ପୋଲିସ ପଡ଼ିଆଠାରେ ଆୟୋଜିତ ହେବାକୁ...
ନୂଆବର୍ଷରୁ ଦିଆଯିବ ୧୫ ଲକ୍ଷ ନୂଆ ରାସନ କାର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାସନକାର୍ଡକୁ ନେଇ ଆସିଲା ବଡ଼ ଖବର। ୨୦୨୬ ନୂଆବର୍ଷରୁ ୧୫ ଲକ୍ଷ ନୂଆ ରାସନ କାର୍ଡ ବଣ୍ଟନ କରାଯିବ। କୌଣସି ଜଣେ ଯୋଗ୍ୟ ହିତାଧିକାରୀ ଯେପରି କାର୍ଡ ପାଇବାରୁ ବଞ୍ଚିତ ନରହିବେ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଥିଓପିଆର ସର୍ବୋଚ୍ଚ ସମ୍ମାନ ‘ଦ ଗ୍ରେଟ ଅନର ନିଶାନ ଅଫ ଇଥିଓପିଆ’
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଥିଓପିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି। ନରେନ୍ଦ୍ର ମୋଦୀଙ୍କୁ ‘ଦ ଗ୍ରେଟ ଅନର ନିଶାନ ଅଫ ଇଥିଓପିଆ’ ସମ୍ମାନ ପ୍ରଦାନ କରିଛନ୍ତି ଇଥିଓପିଆ ସରକାର। ମୋଦୀ...
କଟକ: ଓଡ଼ିଆ ଭାଷାର ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକଙ୍କୁ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୃଷ୍ଣ କୁମାର ମହାନ୍ତି): ପ୍ରଯୁକ୍ତିବିଦ୍ୟାର ଦ୍ରୁତ ବିକାଶ ସତ୍ତ୍ଵେ ପ୍ରୁଫ୍-ସଂଶୋଧନ ଉପରେ ଗୁରୁତ୍ୱ ଦିଆଯାଉ ନଥିବାରୁ ଓଡ଼ିଆ ଭାଷାରେ ନିର୍ଭୁଲ ଭାବରେ ପ୍ରକାଶିତ ପୁସ୍ତକ ଦୃଷ୍ଟିଗୋଚର ହେଉନାହିଁ। ବ୍ୟବସାୟ ପ୍ରତିଷ୍ଠାନରେ ଲାଗିଥିବା...
ବିଜୟ ଦିବସ: ୧୯୭୧ ମସିହା ଆଜିର ଦିନରେ ପାକିସ୍ତାନ ଉପରେ ବଡ଼ ବିଜୟ ହାସଲ କରିଥିଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଘମାଘୋଟ ଯୁଦ୍ଧ। ଡିସେମ୍ଵର ୧୬ ତାରିଖରେ ଏହି ଯୁଦ୍ଧରେ ପାକିସ୍ତାନ ଉପରେ ବଡ଼ ବିଜୟ ହାସଲ କରିଥିଲା ଭାରତ। ପରେ ଭାରତ ସହାୟତାରେ ସୃଷ୍ଟି...
ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ତର୍ଜାତୀୟ ଭିସା ପାଇଁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବନି। ଓଡ଼ିଶାରେ ପ୍ରତିଷ୍ଠା ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’। ଭୁବନେଶ୍ୱରରେ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ପ୍ରତିଷ୍ଠା କରିବା ପ୍ରସ୍ତାବକୁ...
ବାଲେଶ୍ଵର: ‘ସମ୍ପର୍କ-୨୦୨୫’ରେ ଯୁବ ସାମ୍ବାଦିକା ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି ସମ୍ମାନିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ବାଲିଆ ରାମେଶ୍ୱର ମନ୍ଦିର ସମ୍ମୁଖରେ ‘ଆମ ପରମ୍ପରା ଟ୍ରଷ୍ଟ’ର ଏକାଦଶତମ ବାର୍ଷିକ ଉତ୍ସବ ‘ସମ୍ପର୍କ-୨୦୨୫’ ଅନୁଷ୍ଠିତ ହୋଇଯାଇଛି।
ଟ୍ରଷ୍ଟର ସଭାପତି ବିବର୍ତ୍ତନ ନାୟକଙ୍କ ସଭାପତିତ୍ଵରେ...





















