ଭୁବନେଶ୍ଵର: ପ୍ରଦୀପ କୁମାର ବିଶ୍ୱାଳ ଓ ସତ୍ୟପ୍ରିୟ ରଥଙ୍କ ପୁସ୍ତକ ‘ରିଫର୍ମସ ଇନ୍ ଇନଡାଇରେକ୍ଟ ଟ୍ୟାକ୍ସେସ ଇନ୍ ଓଡ଼ିଶା:...

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ଵର): ପ୍ରଦୀପ କୁମାର ବିଶ୍ୱାଳ ଏବଂ ସତ୍ୟପ୍ରିୟ ରଥଙ୍କ ଦ୍ୱାରା ଲିଖିତ ‘ରିଫର୍ମସ ଇନ୍ ଇନଡାଇରେକ୍ଟ ଟ୍ୟାକ୍ସେସ ଇନ୍ ଓଡ଼ିଶା: ଫ୍ରମ ସେଲ୍ସ ଟ୍ୟାକ୍ସ ଟୁ ଭାଟ ଆଣ୍ଡ ଜିଏସଟି’ ଆନୁଷ୍ଠାନିକ...

ଭୁବନେଶ୍ୱର: ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ଵେଷଣ (ୟ୍ୟାଟ୍‌ସ)ର ୧୯ତମ ଗ୍ରାଣ୍ଡ ଫିନାଲେ ସମାରୋହ। ୟ୍ୟାଟ୍‌ସ ୨୦୨୫ର ଥିମ ରହିଛି, ‘ଆଜିର ନକ୍ଷତ୍ରଦର୍ଶୀ,...

ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜୀବନ ଓ ଅନନ୍ୟ ଅବଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି ୧୮୯୧ ମସିହା ଫେବ୍ରୁଆରି ମାସର ଏକ ଶୀତୁଆ ସନ୍ଧ୍ୟା। କଟକ କଲେଜ୍, ଯାହା ଏବେକାର ରେଭେନ୍ସା। ବିଶ୍ୱବିଦ୍ୟାଳୟ, ସେହି କ୍ୟାମ୍ପସରେ ସାମନ୍ତଙ୍କୁ ଅପେକ୍ଷା କରିଥାନ୍ତି ବିଜ୍ଞାନ...

ବଦଳିଲା ନାଁ: ‘ମନରେଗା’ ହେଲା ‘ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା’

ଓଡ଼ିଶାଲାଇଭ୍ ବ୍ୟୁରୋ ବଦଳିଲା ‘ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା’ ବା ‘ମନରେଗା’ର ନାଁ। ଯୋଜନାର ନୂଆ ନାମ ହେଲା ‘ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା’ ବା ‘ପିବିଜିଆରଓ୍ଵାଇ’। ଏହି ଯୋଜନାରେ...

ମାଲକାନଗିରି ରାଖେଲଗୁଡ଼ା-ଏମଭି ୨୬ ଗାଁ ହିଂସା: ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି ଜିଲ୍ଲା କୋରକୁଣ୍ଡା ଥାନା ଅନ୍ତର୍ଗତ ରାଖେଲଗୁଡ଼ା ଗ୍ରାମର ଜଣେ ଆଦିବାସୀ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହକୁ ନେଇ ରାଖେଲଗୁଡ଼ା ଏବଂ ଏମଭି-୨୬ ଗାଁ ମଧ୍ୟରେ ଉପୁଜିଥିବା ବିବାଦ ହିଂସାର ରୂପ...

ଅସହ୍ୟ ଜାଡ଼ରେ ଅସ୍ତବ୍ୟସ୍ତ ଓଡ଼ିଶା: ଜାରି ରହିବ ଶୀତ ଲହରୀ!

ଓଡ଼ିଶାଲାଇଭ୍ ବ୍ୟୁରୋ ଅସହ୍ୟ ଶୀତରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା। ଆଗକୁ ଘନ କୁହୁଡ଼ି ସହ ଶୀତ ଲହରୀ ଜାରି ରହିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁସାରେ...

ବାଲେଶ୍ୱରରେ ଆରମ୍ଭ ହେଲା ଜିଲ୍ଲାସ୍ତରୀୟ ଯୁବୋତ୍ସବ: ଭାଗ ନେଲେ ୬୦୦ ଯୁବ ପ୍ରତିଯୋଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ୱର କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ଫକୀର ମୋହନ ସ୍ୱୟଂଚାଳିତ ମହାବିଦ୍ୟାଳୟ ପଡ଼ିଆରେ ଉଦଘାଟିତ ହୋଇଛି ଜିଲ୍ଲାସ୍ତରୀୟ ଯୁବୋତ୍ସବ। କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଦ୍ଵାରା...

ମାଲକାନଗିରି ମହିଳାଙ୍କ କଟାମୁଣ୍ଡ ବିବାଦ ଘଟଣା: ଶାନ୍ତି ସ୍ଥାପନ ପାଇଁ ଦୁଇ ଗୋଷ୍ଠୀଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି ଜିଲ୍ଲା କୋରକୁଣ୍ଡା ଥାନା ଅନ୍ତର୍ଗତ ରାଖେଲଗୁଡ଼ା ଗ୍ରାମର ଜଣେ ଆଦିବାସୀ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହକୁ ନେଇ ରାଖେଲଗୁଡ଼ା ଏବଂ ଏମଭି-୨୬ ଗାଁ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଛି।...

ଶୀତରେ ଥରୁଛି ଓଡ଼ିଶା: ସେମିଳିଗୁଡ଼ାରେ ତାପମାତ୍ରା ୩.୫ ଡିଗ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ସାଧାରଣ ଜୀବନଜାପନ। ସକାଳ ୮ଟାରେ ମଧ୍ୟ ଘରୁ ବାହାରି ମୁସକିଲ ହୋଇପଡ଼ୁଛି। ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ରିପୋର୍ଟ...

ବାଲେଶ୍ୱର: ପରଲୋକରେ କବି ଡକ୍ଟର ବଂଶୀଧର ଚୌଧୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ୱର କୃଷ୍ଣ କୁମାର ମହାନ୍ତି): ‘ଲାଲପତ୍ର ସବୁଜ ସକାଳେ’, ‘ନକ୍ସା’ ତିଆରି କରି ‘ରକ୍ତାକ୍ତ ନୀଳଜହ୍ନ’ରେ ଯିଏ ‘ଚଷା ପୁଅ କୁଜ’ର ‘ଚିତ୍ରାଙ୍କନ କରି 'ଗୁମସୁମ ଗୁମଡୁହା’ରେ ‘ପକ୍ଷୀ ଗାଉଥାଉ ଗୀତ’ର...