ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଓଡ଼ିଶାଲାଇଭ୍ ବ୍ୟୁରୋ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ମାର୍ଚ୍ଚ ୧୧ ତାରିଖରେ ହେବାକୁ ପରୀକ୍ଷା ଓଡ଼ିଆ ଭାଷା ବ୍ୟତୀତ ଅନ୍ୟ ସମସ୍ତ...

ବାରବାଟୀରେ ଭାରତୀୟ କ୍ରିକେଟ ଟିମ୍‌ର ବଡ଼ ବିଜୟ

ଓଡ଼ିଶାଲାଇଭ୍ ବ୍ୟୁରୋ ବାରବାଟୀରେ ଦମ ଦେଖାଇଲେ ଭାରତୀୟ କ୍ରିକେଟ ଟିମ୍। ବଡ଼ ବିଜୟ ସହ ରଚିଲେ ଇତିହାସ। ପରାଜୟ ବରଣ କଲେ ଦକ୍ଷିଣ ଆଫ୍ରିକା ଖେଳାଳି। ମଙ୍ଗଳବାର ଦିନ କଟକ ବାରବାଟୀରେ ହୋଇଥିବା T20 ମ୍ୟାଚରେ...

ସରିଲା ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ: ଅନିର୍ଦ୍ଦିଷ୍ଟ କାଳ ଯାଏଁ ଗୃହ ମୁଲତବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସମୟ ପୂର୍ବରୁ ସରିଲା ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ମଙ୍ଗଳବାର ଥିଲା...

ଥରୁଛି ଓଡ଼ିଶା: ଡିସେମ୍ବର ୧୪ ଯାଏଁ ଜାରି ରହିବ ଶୀତ ଲହରୀ!

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି ସାଧାରଣ ଜୀବନଜାପନ। ସକାଳ ୭ଟାରେ ମଧ୍ୟ ଘରୁ ବାହାରି ମୁସକିଲ ହୋଇପଡ଼ୁଛି। ଏହାରି ମଧ୍ୟରେ ଘନ କୁହୁଡ଼ି ଏବଂ...

ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ୩୮ତମ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହ

ଓଡ଼ିଶାଲାଇଭ୍ ବ୍ୟୁରୋ (କୃଷ୍ଣ କୁମାର ମହାନ୍ତି): “ପ୍ରେମ ଓ ବିଦ୍ରୋହର କବି ବସନ୍ତ ମୁଦୁଲି କେବଳ ପ୍ରାଣପ୍ରାଚୁର୍ଯ୍ୟ ଓ ପ୍ରାଣ ପ୍ରବାହର କବି ନଥିଲେ, ସେ ଥିଲେ ଜୀବନବୋଧର ଏକ ବହ୍ନିମାନ ସୃଜନଶୀଳ ସ୍ଵାକ୍ଷର।...

କେତକୀ ଫାଉଣ୍ଡେସନ ଟ୍ରଷ୍ଟ ଷ୍ଟଲରେ ଦେବଦାସ ଛୋଟରାୟଙ୍କ ପୁସ୍ତକ ‘ଆମ ସମୟର ମଣିଷ’ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ଵର): ଭୁବନେଶ୍ଵରସ୍ଥିତ ୟୁନିଟ-୩ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଛି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମେଳା-୨୦୨୫। ଡିସେମ୍ବର ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ୧୭ ତାରିଖ ଯାଏଁ...

ଭୁବନେଶ୍ଵରରେ ଆୟୋଜିତ ହେଲା ‘ଟେକ୍ ଇନ ଟୁରିଜିମ- ୨୦୨୫’ କନକ୍ଲେଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରସ୍ଥିତ ସ୍ଵସ୍ତି ପ୍ରିମିୟମ ହୋଟେଲରେ ‘ଟେକ୍ ଇନ ଟୁରିଜିମ- ୨୦୨୫’ କନକ୍ଲେଭ ଆୟୋଜିତ ହୋଇଯାଇଛି। ଟ୍ରାଭେଲ ଟେକ କମ୍ପାନି ‘ରେଟରୋଡ’ (Retrod) ଏବଂ ଟାଇ (TiE) ଭୁବନେଶ୍ୱରର ମିଳିତ ସହଯୋଗରେ ଏହି...

ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ ୨୦୨୫: ପ୍ରତି ପଞ୍ଚାୟତରେ ଆଧୁନିକ ପାଠଗାର ନିର୍ମାଣ ପାଇଁ ଆହ୍ଵାନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ବର୍ତ୍ତମାନ ଡିଜିଟାଲ ଯୁଗରେ ବଦଳିଛି ପାଠଗାରାର ପରିଭାଷା। ଏହା କେବଳ ପୁସ୍ତକର ଗ୍ରନ୍ଥାଗାର ଭାବେ ସୀମିତ ନରହି କମ୍ପ୍ୟୁଟର ଓ ଇଣ୍ଟରନେଟ୍ ବ୍ୟବସ୍ଥା ସହ ଗୋଷ୍ଠୀ ସାଧନ କେନ୍ଦ୍ର ରୂପେ...

ସୁନ୍ଦରଗଡ଼: ନିଆଁରେ ଜଳିଗଲେ ଆଉ ଜଣେ ଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ଛାତ୍ରୀ ଏବଂ ବଳଙ୍ଗା ଛାତ୍ରୀ ନିଆଁରେ ଜଳିବା ଘଟଣାକୁ ସାରା ଓଡ଼ିଶା ଭୁଲି ନଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି ସମାନ ଘଟଣା। ରାଜଗାଙ୍ଗପୁର ସରବତୀ ଦେବୀ ମହିଳା ମହାବିଦ୍ୟାଳୟର...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ଝିଅ ବାହାଘର ପାଇଁ ସରକାର ଦେବେ ୫୧ ହଜାର ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଝିଅ ବାହାଘରକୁ ନେଇ କମିବ ବାପା ମା’ଙ୍କ ଚିନ୍ତା। କାରଣ ଝିଅ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା ସରକାର। ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’କୁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ।...