ବିଜେଡି ସଂସଦୀୟ ଦଳ ବୈଠକ: ନବୀନ ନିବାସରେ ଏକାଠି ହେଲେ ଦଳର ସବୁ ରାଜ୍ୟସଭା ସାଂସଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଭୁବନେଶ୍ଵରରେ ବିଜେଡି ସଂସଦୀୟ ଦଳର ବୈଠକ ହୋଇଛି। ନବୀନ ନିବାସରେ ଦଳର ସମସ୍ତ ରାଜ୍ୟସଭା ସାଂସଦ ଏକାଠି ହୋଇଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ରାଜ୍ୟସଭାରେ...
ହଂକଂର ପ୍ରସିଦ୍ଧ ଜୁବିନ୍ ଫାଉଣ୍ଡେସନର ବିବିଧତା ତାଲିକାରେ ବିଶିଷ୍ଟ ଓଡ଼ିଆ ଇଞ୍ଜିନିୟର ଡକ୍ଟର ଧନଦା କାନ୍ତ ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ହଂକଂର ପ୍ରସିଦ୍ଧ ଜୁବିନ୍ ଫାଉଣ୍ଡେସନ ପକ୍ଷରୁ ଉନ୍ମୋଚିତ ହୋଇଥିବା ଡାଇଭର୍ସିଟି ଲିଷ୍ଟ-୨୦୨୪ରେ ବିଶିଷ୍ଟ ଓଡ଼ିଆ ଇଞ୍ଜିନିୟର ତଥା ଶିକ୍ଷାବିତ ଡକ୍ଟର ଧନଦା କାନ୍ତ ମିଶ୍ରଙ୍କୁ ଅନ୍ତର୍ଭୁକ୍ତ କରି ସମ୍ମାନିତ କରାଯାଇଛି। ଏକ...
କୋରାପୁଟରେ ଡିପଥେରିଆ ଆତଙ୍କ: ସପ୍ତାହକ ଭିତରେ ଗଲାଣି ୪ ଶିଶୁଙ୍କ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲାରେ ଆତଙ୍କ ଖେଳାଇଛି ଡିପଥେରିଆ। ନାରାୟଣପାଟଣାରେ ସପ୍ତାହକ ମଧ୍ୟରେ ୪ ଶିଶୁଙ୍କର ମୃତ୍ୟୁ ହେବା ସ୍ଵାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଛି।
ନାରାୟଣପାଟଣାରେ ଡାକ୍ତରୀ ଟିମ୍ ପହଞ୍ଚି ଶିଶୁମାନଙ୍କ ମୃତ୍ୟୁର କାରଣ...
ଜଣ୍ଡିସ କାହିଁକି ହୁଏ, ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=j3CiSAuOmfM
ଆଖିର ଧଳାଭାଗ ହଳଦିଆ ଦିଶିବା, ଜିଭ, ହାତ, ପାଦ ଏବଂ ନଖ ଆଦି ହଳଦିଆ ପଡ଼ିଗଲେ ଏହାକୁ ଜଣ୍ଡିସ୍ ବୋଲି କୁହାଯାଏ। ଲିଭରରେ କେତେକ ସମସ୍ୟା ଯୋଗୁଁ ଜଣ୍ଡିସ୍ ହୋଇଥାଏ...
ଭୁବନେଶ୍ଵର: ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଗଳ୍ପ ପଠନ ଓ କବିତା ଆସର ଆୟୋଜିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱରରେ ତୃତୀୟ ଦ୍ଵିମାସିକ ଗଳ୍ପ ପଠନ ଓ କବିତା ଆସର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ ଶନିବାର ଏହାର...
ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ: ଆଜିଠୁ ମିଳିବ ଇଣ୍ଟରନେଟ ସୁବିଧା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ସହରରେ ଲାଗିଥିବା କର୍ଫ୍ୟୁ କୋହଳ ହୋଇଛି। ସୋମବାରଠାରୁ ବାଲେଲେଶ୍ଵର ପୌରାଞ୍ଚଳରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ସହ ଇଣ୍ଟରନେଟ ସୁବିଧା ମିଳିବ।
ବାଲେଶ୍ଵର ସହରର ସୁନହାଟ ଅଞ୍ଚଳରେ ଜୁନ ୧୭ ତାରିଖରେ ଦୁଇ...
ବାହାରିନର ଇସ୍କନ ଜଗନ୍ନାଥ ମନ୍ଦିରରେ ପାଳିତ ହେଲା ସ୍ନାନ ପୂର୍ଣ୍ଣିମା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାରିନର ମନାମା ସ୍ଥିତ ଇସ୍କନ ଜଗନ୍ନାଥ ମନ୍ଦିରରେ ପବିତ୍ର ସ୍ନାନ ପୂର୍ଣ୍ଣିମା ଧୂମଧାମରେ ପାଳିତ ହୋଇଯାଇଛି। ବାହାରିନ ଓଡ଼ିଆ ସମାଜର ସହଯୋଗରେ ଏଠାରେ ପାରମ୍ପାରିକ ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କ ସ୍ନାନ ଉତ୍ସବ...
ଅଣସରରେ ମହାପ୍ରଭୁ: ଅଲାରନାଥଙ୍କ ଦର୍ଶନ ପାଇଁ ବ୍ରହ୍ମଗିରିରେ ଜମୁଛି ଭକ୍ତଙ୍କ ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଣସର ସମୟରେ ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ କରିବା ପାଇଁ ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼।
ସରିଛି ମହାପ୍ରଭୁଙ୍କ ମହାସ୍ନାନ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିବାରୁ ମହାପ୍ରଭୁଙ୍କୁ ଜ୍ଵର ହୋଇଛି।...
ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଗୃହର କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି କଟକର ସାଂସଦ ଭର୍ତ୍ତୃହରି ମହତାବ। ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ...
ଭାରତୀୟ ରେଳବାଇର ଉତ୍ତରପୂର୍ବ ଜୋନରେ ୧୧୦୪ଟି ‘ଆପ୍ରେଣ୍ଟିସ୍’ ପଦବୀ ପାଇଁ ଆବେଦନ ଜାରି, ଜୁଲାଇ ୭ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରେଳବାଇ ପକ୍ଷରୁ ଉତ୍ତରପୂର୍ବାଞ୍ଚଳ ରେଳ (ଏନଇଆର) ଜୋନରେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଉତ୍ତରପୂର୍ବାଞ୍ଚଳ ଡିଭିଜନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୧,୧୦୪ଟି ପଦବୀ ପୂରଣ...





















