ଗୋକୁଳାନନ୍ଦ ମଲ୍ଲିକ – ନୂଆ ସରକାରରେ ନୂଆ ମନ୍ତ୍ରୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
https://www.youtube.com/watch?v=JyUL4GilkY0
ଓଡ଼ିଶାରେ ହୋଇଥିବା ବିଜେପି ସରକାରରେ ମନ୍ତ୍ରୀ ହୋଇଛନ୍ତି ଗୋକୁଳାନନ୍ଦ ମଲ୍ଲିକ। ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ସେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଗଞ୍ଜାମ ଜିଲ୍ଲା...
କଟକ: ଜବତ ବୋମା ନିଷ୍କ୍ରିୟ ବେଳେ ବିସ୍ଫୋରଣ ଘଟି ହାବିଳଦାରଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜବତ ବୋମାକୁ ନିଷ୍କ୍ରିୟ କରିବା ସମୟରେ ବିସ୍ଫୋରଣ ଘଟି ଜଣେ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି କଟକ ସଦର ଥାନା ଅଞ୍ଚଳରେ। ମୃତକ ହେଉଛନ୍ତି ହାବିଳଦାର...
ବିଧାନସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ଵାଇଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଶୁକ୍ରବାର ରାଜ୍ୟପାଳ ରଘୁବର ଦାସ ତାଙ୍କୁ ଶପଥ ପାଠ କରାଇଛନ୍ତି। ସେ ବିଧାନସଭାରେ ନବ...
ଓଡ଼ିଶାର ବିଶିଷ୍ଟ ଡାକ୍ତର ତଥା ସମାଜସେବୀ ନୀଳକଣ୍ଠ ମିଶ୍ରଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଶିଷ୍ଟ ଡାକ୍ତର ତଥା ସମାଜସେବୀ ନୀଳକଣ୍ଠ ମିଶ୍ରଙ୍କର ପରଲୋକ ଘଟିଛି। ଇଂଲଣ୍ଡର ବ୍ଲାକବର୍ଣ୍ଣ ସହରରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ...
ଆସିଛି ଆସିଛି ରଜ…
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ପହିଲି ରଜ। ରଜ ପାଇଁ ସଜେଇ ହୋଇଛି ଗାଁଠୁ ସହର। ବରଷକେ ଥରେ ଆସିଛି ଓଡ଼ିଶାର ଗଣପର୍ବ ରଜ। ରଜ ପାଇଁ ତ ଚାଲିଛି ଚାରିଆଡ଼େ ସଜବାଜ।
ବର୍ଷକୁ ଥରେ...
ରାତି ପାହିଲେ ରଜ, ଗାଁଠୁ ସହର ଚାଲିଛି ସଜବାଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ରଜ। ଗାଁଠୁ ସହର, ସବୁଠି ଚାଲିଛି ସଜବାଜ। ବରଷକେ ଥରେ ଆସିଛି ଓଡ଼ିଶାର ଏହି ଗଣପର୍ବ।
ରଜ ପର୍ବକୁ ଗାଁଠାରୁ ସହର ପର୍ଯ୍ୟନ୍ତ ପ୍ରତିଟି ଓଡ଼ିଆ ପରିବାର ବେଶ୍ ଧୁମଧାମରେ...
ଭୁବନେଶ୍ୱରରେ ଉଦଘାଟିତ ହେଲା ରଜ ମହୋତ୍ସବ ୨୦୨୪
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ମୁଖ୍ୟାଳୟରେ ରାଜ୍ୟର ଗଣପର୍ବ ରଜ ମହୋତ୍ସବ ୨୦୨୪ ଉଦଘାଟିତ ହୋଇଯାଇଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଏକାମ୍ର ବିଧାୟକ ବାବୁ ସିଂ...
ସମ୍ପଦ ଚନ୍ଦ୍ର ସ୍ଵାଇଁ – ନୂଆ ସରକାରରେ ନୂଆ ମନ୍ତ୍ରୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
https://www.youtube.com/watch?v=O4WVq82FwWs&t=3s
ଓଡ଼ିଶାରେ ହୋଇଥିବା ବିଜେପି ସରକାରରେ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି ସମ୍ପଦ ଚନ୍ଦ୍ର ସ୍ଵାଇଁ। ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ସେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
ଜଗତସିଂହପୁର...
ଓଡ଼ିଶାରେ ଆହୁରି ୩ ଦିନ ହିଟୱେଭ୍: ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଧୀରେଧୀରେ ଆଗକୁ ବଢୁଛି। ଏଥିପାଇଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଅଭାବରୁ ଅଧିକ ଗରମ ଓ ଗୁଳୁଗୁଳି ହେଉଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ଆହୁରି...
ଓଡ଼ିଶାରେ ମୋହନ ଯୁଗ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ। ରାଜ୍ୟର ତୃତୀୟ ଆଦିବାସୀ ମୁଖ୍ୟମନ୍ତ୍ରୀ। ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଜିଲ୍ଲାର ପ୍ରଥମ ମୁଖ୍ୟମନ୍ତ୍ରୀ।
ଶିଶୁ ମନ୍ଦିର ଗୁରୁଜୀରୁ ମୁଖ୍ୟମନ୍ତ୍ରୀ। ମେଣ୍ଟ ସରକାରରେ ଦୁଇଥର ବିଧାୟକ ହୋଇଥିରେ ମଧ୍ୟ ମିଳିନଥିଲା ମନ୍ତ୍ରୀପଦ। ଏଥର କିନ୍ତୁ ଚମତ୍କାର ହେଲା। କେନ୍ଦୁଝରର ଏକ ଛୋଟିଆ ଗାଁରେ ଜନ୍ମ ହୋଇଥିବା ମୋହନଙ୍କୁ ମିଳିଛି ରାଜ୍ୟ ଶାସନର ଭାର। ମୋହନଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ କାଲିଯାଏଁ ଅଖ୍ୟାତ...





















