ଓଡ଼ିଶାରେ ଜୁଲାଇ ୧୪ ଯାଏଁ ପ୍ରବଳ ବର୍ଷିବ!

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଷାରେ ଭିଜୁଛି ସାରା ଓଡ଼ିଶା। ଜୁଲାଇ ୧୪ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଜାରି ରହିବା ନେଇ ବିଭିନ୍ନ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ...

ଆଇଆଇଏମ ଲକ୍ଷ୍ନୌ ଓ ନ୍ୟୁଜରୁମ୍ ପକ୍ଷରୁ ପୁରୀ ରଥଯାତ୍ରା ୨୦୨୫ର ଅନୁଭୂତିକୁ ନେଇ ସର୍ଭେ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ସମାଗମ ହୁଅନ୍ତି ଲକ୍ଷ ଲକ୍ଷ ଭକ୍ତ। ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ ଏବଂ ଏହାର ପରିଚାଳନା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ। ୨୦୨୫ ମସିହା ରଥଯାତ୍ରା ପରିଚାଳନା...

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପି ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ। ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇ ସେ ଜେଲରେ ଥିଲେ। ଖୋର୍ଦ୍ଧା ଜିଲ୍ଲା ଦୌରାଜଜ କୋର୍ଟ ଆବେଦନର ଶୁଣାଣି...

ବାୟା କଲାଣି ରିଲ୍ସ ନିଶା: ବୌଦ୍ଧରେ ଟ୍ରେନ ଟ୍ରାକରେ ଛାତିଥରା ଦୃଶ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/yQrrCx90tKw ଚଞ୍ଚଳ ବୟସରେ ଉଡୁଥାଏ ପିଲାଙ୍କ ମନ। ନା’ ଜୀବନକୁ ପରଓ୍ଵା ଥାଏ, ନା’ ଆଇନ କାନୁନକୁ ଖାତିର। ଛୋଟ ଛୋଟ ଦୁଷ୍ଟାମୀ ତ ଚଳିଯାଏ, ଯେତେବେଳେ ଜୀବନ-ମୃତ୍ୟୁର ଖେଳ ଖେଳିବାକୁ ସେମାନେ...

ବନ୍ୟା ପୀଡ଼ିତଙ୍କ ପାଇଁ ବାଲେଶ୍ଵରରେ ଅନୁଷ୍ଠିତ ହେଲା ସ୍ଵାସ୍ଥ୍ୟ ଶିବିର

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ସୁବର୍ଣ୍ଣରେଖାରେ ଆସିଥିବା ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି ବାଲେଶ୍ଵର ଜିଲ୍ଲାର ଅନେକ ଗାଁ। ବନ୍ୟା ପୀଡ଼ିତଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ବାଲେଶ୍ଵରଠାରେ ଏକ ମାଗଣା ସ୍ଵାସ୍ଥ୍ୟସେବା ଶିବିର...

ପୁଣି ମନ-ମୋହନ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଥରେ ଓଡ଼ିଶା ବିଜେପି ସଭାପତି ହେଲେ ମନମୋହନ ସାମଲ। ଏକମାତ୍ର ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି ମନମୋହନ। ରାଜ୍ୟ ବିଜେପି ସଭାପତି ଭାବେ ମଙ୍ଗଳବାର...

ପୁଣି ବିଜେପି ରାଜ୍ୟ ସଭାପତି ହେବେ ମନମୋହନ ସାମଲ!  

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ବିଜେପି ରାଜ୍ୟ ସଭାପତି ହେବେ ମନମୋହନ ସାମଲ। ଓଡ଼ିଶା ବିଜେପି ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମନମୋହନ। ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ...

ଆଜି ବଡ଼ଠାକୁରଙ୍କ ଅଧରପଣା ନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ମହଣ ମହଣ ସୁନାରେ ସଜେଇ ହୋଇ ରବିବାର ଦିନ ରାଜରାଜେଶ୍ଵର ବେଶରେ ଦର୍ଶନ ଦେଇଥିଲେ ଦାରୁବ୍ରହ୍ମ। ବଡ଼ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହେବା ପରେ ସୋମବାର ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ସୁନାବେଶ...

ବାଲେଶ୍ଵର: ‘ଭଲ କବିତାର ଖୋଜ୍’ ପକ୍ଷରୁ ଅନୁଷ୍ଠିତ ହେଲା ‘କବି ବିପିନ ନାୟକ ସନ୍ଧ୍ୟା’

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ଏସିପିଏଲ୍ ସଭାଘରେ ଶୁକ୍ରବାର 'ଭଲ କବିତାର ଖୋଜ୍' ସାହିତ୍ୟ ସଂଗଠନ ପକ୍ଷରୁ ବିଶିଷ୍ଟ କବି ବିପିନ ନାୟକଙ୍କ ସମ୍ମାନାର୍ଥେ 'କବି ବିପିନ୍ ନାୟକ ସନ୍ଧ୍ୟା'...

ବଡ଼ଦାଣ୍ଡରେ ବିଭୋର ଭକ୍ତ 

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=-Ev5vAbAMl4 ଭାବ ଓ ଭକ୍ତିର ଜୀବନ୍ତ ଉତ୍ସବ ରଥଯାତ୍ରା। ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଭକ୍ତଙ୍କୁ ଦର୍ଶନ ଦେବାକୁ ରତ୍ନବେଦୀ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିଥାନ୍ତି ମହାବାହୁ। ପ୍ରଭୁ...