ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲର ଯୁକ୍ତ ୨ ବିଜ୍ଞାନ ଟପ୍ପର ସୁଶିଲ କୁମାର ନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=faqyeZiq8YU
ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲର ଯୁକ୍ତ ୨ ବିଜ୍ଞାନ ବିଭାଗର ଟପ୍ପର ହୋଇଛନ୍ତି ସୁଶିଲ କୁମାର ନାୟକ। କଠିନ ପରିଶ୍ରମ ଏବଂ ଦୃଢ଼ ମନୋବଳ ପାଇଁ ଏହି ସଫଳତା ହାସଲ...
ଓରମାସ ତରଫରୁ ମୟୂରଭଞ୍ଜ ଗାଁ ଆମ୍ବ ପସରା-୨୦୨୫ର ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର ଗ୍ରାମାଞ୍ଚଳର ଚାଷୀମାନଙ୍କଠାରୁ ପାଚିଲା ଆମ୍ବ ସଂଗ୍ରହ କରାଯାଇ ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେବା ଲକ୍ଷ୍ୟରେ ଓରମାସ ତରଫରୁ ବାରିପଦା ଷ୍ଟାଡିୟମ ଗୋଲେଇ ନିକଟରେ...
ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକ ପରେ ନେଇଥାନ୍ତେ ଅବସର। ଆଜି ମାଡ଼ି ବସିଲା ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭୁବନେଶ୍ଵର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଅନୁଗୁଳସ୍ଥିତ ବାସଭବନ ସମେତ...
ଟେଲିଭିଜନ ଅଭିନେତ୍ରୀ ଦୀପିକା କାକ୍କରଙ୍କୁ ସେକେଣ୍ଡ ଷ୍ଟେଜ କ୍ୟାନ୍ସର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/50h7QEXQH1Q
କ୍ୟାନ୍ସରରେ ପୀଡ଼ିତ ହୋଇଛନ୍ତି ଟେଲିଭିଜନ ଅଭିନେତ୍ରୀ ଦୀପିକା କାକ୍କର। ହିନ୍ଦୀ ଧାରାବାହିକ ‘ସସୁରାଲ ସିମର କା’ ଫେମ୍ ଦୀପିକାଙ୍କୁ ସେକେଣ୍ଡ ଷ୍ଟେଜ କ୍ୟାନ୍ସର। ଦୀପିକାଙ୍କୁ ଲିଭର କ୍ୟାନ୍ସର ହୋଇଛି। ଏହା ନିଜ...
ସେପ୍ଟେମ୍ବର ୧୫ ଯାଏଁ ବଢ଼ିଲା ଇନକମ ଟ୍ୟାକ୍ସ ରିଟର୍ଣ୍ଣ ସମୟସୀମା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/YCAjyme9ugs
ବଢ଼ିଲା ଇନକମ ଟ୍ୟାକ୍ସ ରିଟର୍ଣ୍ଣ ସମୟ ସୀମା। ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ସମୟସୀମାକୁ ବୃଦ୍ଧି କରିଛି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଅର୍ଥାତ ସିବିଡିଟି।
ଏହି ସମୟସୀମା...
ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ‘ପଥରରୁ କାହାଣୀ ପର୍ଯ୍ୟନ୍ତ’ ଶୀର୍ଷକ ଜାତୀୟ ସମ୍ମିଳନୀ ଉଦଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ୱବିଦ୍ୟାଳୟର ଇତିହାସ ଓ ପ୍ରତ୍ନତତ୍ତ୍ଵ ବିଭାଗ ଦ୍ଵାରା ଆୟୋଜିତ ଦୁଇଦିନିଆ ଜାତୀୟ ସମ୍ମିଳନୀ ‘ପଥରରୁ କାହାଣୀ ପର୍ଯ୍ୟନ୍ତ: ପ୍ରାଚୀନ, ମଧ୍ୟଯୁଗୀନ ଓ ଆଧୁନିକ...
ଜାରି ରହିଛି ଆକ୍ରମଣ: ଗାଜାରେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି କୁନି କୁନି ପିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/hw2oCnRD_po
ଗାଜାରେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି କୁନି କୁନି ପିଲା। ୨୦୨୩ ଅକ୍ଟୋବରରୁ ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ୍ ଆକ୍ରମଣରେ ପ୍ରାୟ ୧୮ ହଜାର ପିଲାଙ୍କର ମୃତ୍ୟୁ ହୋଇଥିବା ଗାଜା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ...
ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ପଞ୍ଚମ ଇଷ୍ଟର୍ଣ୍ଣ ଇଣ୍ଡିଆ ଓରିଏଣ୍ଟାଲ୍ କନଫରେନ୍ସ ଉଦଯାପିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସହଯୋଗରେ ଆୟୋଜିତ ତିନିଦିନିଆ ପଞ୍ଚମ ଇଷ୍ଟର୍ଣ୍ଣ ଇଣ୍ଡିଆ ଓରିଏଣ୍ଟାଲ୍ କନଫରେନ୍ସ (ଇଆଇଓସି) ଉଦଯାପିତ ହୋଇଯାଇଛି। ଏହି ଶାସ୍ତ୍ରୀୟ...
ଭାରତକୁ କୋଭିଡ ଭୟ, ଦିଲ୍ଲୀରେ ବଢ଼ିଲାଣି ସଂକ୍ରମଣ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/JtQh9ZXgZIU
ଭାରତରେ ବୃଦ୍ଧି ପାଇବାରେ ଲାଗିଛି କୋଭିଡ ସଂକ୍ରମଣ। କୋଭିଡକୁ ନେଇ ଭୟଭୀତ ହେଲେଣି ଲୋକେ। ଦିଲ୍ଲୀରେ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ଦିଲ୍ଲୀ ସରକାର।
କୋଭିଡ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ...
ପୁରୀ ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ସିଷ୍ଟମ – ଆଇନ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/czBHrIZ-u2c
ପୁରୀ ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ସିଷ୍ଟମ। ଏହା ଉପରେ ବିଚାର କରାଯାଉଥିବା ନେଇ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ତେବେ ଏହି ଆଣ୍ଟିଡ୍ରୋନ ସିଷ୍ଟମ୍ କ'ଣ ଏବଂ ଏହା ଶ୍ରୀମନ୍ଦିରରେ...





















