ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ପୁଞ୍ଜିଲାଲ ମେହେରଙ୍କୁ ଆଜୀବନ ଜେଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଦୀର୍ଘ ୭ ବର୍ଷ ପରେ ଆସିଲା ବଡ଼ ରାୟ। ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ।...

ଋତୁସ୍ରାବ ପରିଚ୍ଛନ୍ନତା ସଚେତନତା ଅଭିଯାନ: ‘ଚାଲ ପିରିୟଡ୍‌ସ ବିଷୟରେ କଥା ହେବା’

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ମାସିକ ଋତୁସ୍ରାବ ବା ପିରିୟଡ୍‌ସ ଜଣେ କିଶୋରୀ ଓ ନାରୀ ଜୀବନର ଏକ ପ୍ରାକୃତିକ ତଥା ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଏହାକୁ ନେଇ ଏବେ ବି ମହିଳାଙ୍କ ଭିତରେ...

ରମାଦେବୀ ବିଶ୍ଵବିଦ୍ୟାଳୟର ବେଷ୍ଟ ଗ୍ରାଜୁଏଟ୍ ଅନ୍ଵେଷା ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=KYjVKYDSQkI&t=18s ପ୍ରକାଶ ପାଇଛି ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳାଫଳ। ବିଶ୍ଵବିଦ୍ୟାଳୟର ବେଷ୍ଟ ଗ୍ରାଜୁଏଟ୍ ହୋଇଛନ୍ତି ଅନ୍ଵେଷା ଦାସ। ଅନ୍ଵେଷାଙ୍କ ଘର ଭୁବନେଶ୍ଵର ଉପକଣ୍ଠ ଅଟଳାରେ। ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ...

ଓଡ଼ିଶାରେ ଜୁନ ୧ ଯାଏଁ ପ୍ରବଳ ବର୍ଷିବ!

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଜାରି ରହିଛି। ଆସନ୍ତା ଜୁନ ୧ ତାରିଖ ଯାଏଁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ଚେତାବନୀ...

ହ୍ଵାଟ୍ସଆପ୍‌ରେ ନୂଆ ଭଏସ୍ ଚାଟ୍ ଫିଚର୍

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/7_X8SNBa2-8 ହ୍ଵାଟ୍ସଆପ୍‌ରେ ଆସିଲା ନୂଆ ଫିଚର। ଏବେ ଭଏସ୍ ଚାଟ୍ କରିବା ହେବ ବେଶ୍ ସହଜ। ପୂର୍ବରୁ ଗ୍ରୁପ୍ କଲ୍ କଲେ ସମସ୍ତ ସଦସ୍ୟଙ୍କୁ ରିଂ ହେଉଥିଲା। କିନ୍ତୁ ଏବେ ଭଏସ୍ ଚାଟ୍...

ଭାରତ ବିଶ୍ଵର ଚତୁର୍ଥ ବୃହତ ଅର୍ଥନୀତି  

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/RQRUCKIzDdU ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୈତିକ ଦେଶ ହୋଇଛି ଭାରତ। ଭାରତର ଜିଡିପି ୪.୧୯ ଟ୍ରିଲିୟନ ଡଲାର ରହିଛି। ଏହି ସୂଚନା ଦେଇଛନ୍ତି ନୀତି ଆୟୋଗର ସିଇଓ ବିଭିଆର...

ଶ୍ରୀମନ୍ଦିର ପାଇଁ ଆଣ୍ଟିଡ୍ରୋନ୍‍ ସିଷ୍ଟମ୍‍ 

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/czBHrIZ-u2c ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ୍‍ ସିଷ୍ଟମ୍‍। ଏନେଇ ବିଚାର କରାଯାଉଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ତେବେ ଏହି ଆଣ୍ଟିଡ୍ରୋନ୍‍ ସିଷ୍ଟମ୍‍ କ'ଣ ଏବଂ ଏହା ଶ୍ରୀମନ୍ଦିରରେ କାହିଁକି ଲାଗିବ? ଅନେକ ସମୟରେ...

ଗାଜାରେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି କୁନି କୁନି ପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/hw2oCnRD_po ଗାଜାରେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି କୁନି କୁନି ପିଲା। ୨୦୨୩ ଅକ୍ଟୋବରରୁ ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ୍ ଆକ୍ରମଣରେ ପ୍ରାୟ ୧୮ ହଜାର ପିଲାଙ୍କର ମୃତ୍ୟୁ ହୋଇଥିବା ଗାଜା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ...

ବୀର ଯବାନଙ୍କୁ ସାହସିକତା ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=v4VSXzsakBU ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ବୀର ଯବାନଙ୍କୁ ଶୌର୍ଯ୍ୟ ପୁରସ୍କାର ପ୍ରଦାନ କରିଛନ୍ତି। କର୍ତ୍ତବ୍ୟରେ ଥାଇ ଅସାଧାରଣ ସାହସ, ସମର୍ପଣ ଓ ବଳିଦାନ ଦେଇଥିବା ବୀରଙ୍କୁ ସମ୍ମାନିତ କରାଯାଇଛି। ଏଥିରେ ସଶସ୍ତ୍ର...

ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=ibtlo17sUvs ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଓଡ଼ିଶାର ଏକ ଅନନ୍ୟ ସାଂସ୍କୃତିକ ପରିଚୟ। ଏହି ଅବସରରେ ଆରମ୍ଭ ହୁଏ ତ୍ରିପୁର ବିଜୟୀ ମହାରାଜ କଂସଙ୍କ ଶାସନ। କଂସଙ୍କ ଅଟ୍ଟହାସ୍ୟରେ ଥରହର ହୁଏ ମଥୁରାନଗରୀ। ଏହି...