ଓଡ଼ିଶାରେ ପୁଣି ଖରା, ୨ରୁ ୩ ଡିଗ୍ରୀ ବଢ଼ିବ ହାରାହାରି ତାପମାତ୍ରା!
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ କିଛି ଦିନର ବର୍ଷା ପରେ ଏବେ ପୁଣି ବଢ଼ିବାକୁ ଯାଉଛି ତାତି। ଆସନ୍ତା ୪ ଦିନ ରାଜ୍ୟରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି। ଏହାପରେ ହାରାହାରି ତାପମାତ୍ରା ୨ରୁ...
ଭୁବନେଶ୍ଵରରେ ଆରମ୍ଭ ହେଲା ଓଡ଼ିଶା ଟ୍ରାଭେଲ ବଜାର-୨୦୨୫
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଆରମ୍ଭ ହେଲା ଓଡ଼ିଶା ଟ୍ରାଭେଲ ବଜାର-୨୦୨୫। ସୋମବାର ସନ୍ଧ୍ୟାରେ ଓଡ଼ିଶା ଟ୍ରାଭେଲ ବଜାରକୁ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ। ଓଡ଼ିଶାର ପର୍ଯ୍ୟଟନ...
ମହାଶିବରାତ୍ରୀ: ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୨୬ ତାରିଖ ବୁଧବାର ମହାଶିବରାତ୍ରୀ। ବୁଧବାର ରାତି ୧୦ଟାରେ ଭୁବନେଶ୍ଵରସ୍ଥିତ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ। ମନ୍ଦିର ଦଧିନୌତି ଉପରେ ମହାଦୀପ ସ୍ଥାପନ କରାଯିବ ବୋଲି...
ବାଲେଶ୍ଵର: ବିଶିଷ୍ଟ କଥାକାର ବସନ୍ତ ଶତପଥୀଙ୍କ ଶ୍ରାଦ୍ଧ ଦିବସ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ବିଶିଷ୍ଟ କଥାକାର ବସନ୍ତ ଶତପଥୀଙ୍କ ୩୧ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।
ପରିଷଦ ସଭାପତି ଡକ୍ଟର ସୁବାସ...
ନନ୍ଦନକାନନକୁ ଆସିଲା ନୂଆ ଅତିଥି: ଅଙ୍କିତା ଗର୍ଭରୁ ଜନ୍ମ ନେଲା ବାଘ ଶାବକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲା ନୂଆ ଅତିଥି। ବାଘୁଣୀ ଅଙ୍କିତା ଗର୍ଭରୁ ଜନ୍ମ ନେଲା ବାଘ ଶାବକ। ନନ୍ଦନକାନନରେ ଏବେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ହୋଇଛି। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ...
ବାଲେଶ୍ଵର: ଫକୀରମୋହନ ବିଶ୍ୱବିଦ୍ୟାଳୟରେ ‘ସାମାଜିକ ନ୍ୟାୟର ପୁନଃ ବ୍ୟାଖ୍ୟା: ଏକ ସାମ୍ବିଧାନିକ ଆଦେଶ’ ପ୍ରସଙ୍ଗରେ ଜାତୀୟ ସେମିନାର ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟରେ 'ସାମାଜିକ ନ୍ୟାୟର ପୁନଃ ବ୍ୟାଖ୍ୟା: ଏକ ସାମ୍ବିଧାନିକ ଆଦେଶ' ପ୍ରସଙ୍ଗକୁ ନେଇ ଜାତୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ...
ଚାଷୀଙ୍କୁ ମିଳିଲା ପିଏମ୍ କିଷାନ ଯୋଜନାର ୧୯ତମ କିସ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଦେଶର ଚାଷୀଙ୍କୁ ମିଳିଲା ପିଏମ୍ କିଷାନ ଯୋଜନାର ୧୯ତମ କିସ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ପିଏମ୍ କିଷାନ ସହାୟତା ରାଶି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ଭାଗଲପୁରରେ...
ତେଲଙ୍ଗନା: ନଗରକୁରନୁଲରେ ଭୁଶୁଡ଼ିଲା ନିର୍ମାଣାଧୀନ ଟନେଲ, ୨ ଦିନରୁ ଫସି ରହିଛନ୍ତି ୮ ଜଣ ଶ୍ରମିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ତେଲଙ୍ଗନାର ନଗରକୁରନୁଲ ଜିଲ୍ଲାରେ ନିର୍ମାଣାଧୀନ ଟନେଲ ଭୁଶୁଡ଼ିବାରୁ ଏଥିରେ ୨ ଦିନରୁ ଫସି ରହିଛନ୍ତି ୮ ଜଣ ଶ୍ରମିକ। ସେମାନଙ୍କୁ ବାହାର କରିବା ପାଇଁ ଏବେ ଉଦ୍ଧାର ଅଭିଯାନକୁ ଜୋରଦାର କରାଯାଇଛି।...
ମାର୍ଚ୍ଚ ସୁଦ୍ଧା ସରିବନି ରତ୍ନଭଣ୍ଡାର ମରାମତି କାମ – ଆଇନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହୋଇପାରିବ ନାହିଁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ମାର୍ଚ୍ଚ ମାସ ସୁଦ୍ଧା ମରାମତି କାମ ସାରିବାକୁ ଲକ୍ଷ୍ୟ ରହିଥିଲା। ମରାମତି କାମ ବିଳମ୍ବ ହେଉଥିବାରୁ ଆଉ...
ପରମ୍ପରା ଓ ଆଞ୍ଚଳିକ ଭାଷାର ମହତ୍ତ୍ୱକୁ ଦୃଢ଼ କରିବାକୁ ଆହ୍ଵାନ ଦେଲା ‘ଭୁବନେଶ୍ୱର ସାହିତ୍ୟ ପର୍ବ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ହୋଇଛି ‘ଭୁବନେଶ୍ୱର ସାହିତ୍ୟ ପର୍ବ’। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟର ବିଭିନ୍ନ ବିଷୟକୁ ନେଇ ଆଲୋଚନା କରାଯାଇଥିଲା। ଏହି...





















