Independence Day

ସୁସ୍ଥ ରହିବା ପାଇଁ ଅଣ୍ଡାର ଫଣ୍ଡା

କପିଳାସ ଭୂୟାଁ ଆଜି ବିଶ୍ଵ ଅଣ୍ଡା ଦିବସ। ପ୍ରତିବର୍ଷ ଅକ୍ଟୋବର ମାସର ଦ୍ଵିତୀୟ ଶୁକ୍ରବାର ଦିନ ବିଶ୍ଵ ଅଣ୍ଡା ଦିବସ ପାଳନ କରାଯାଏ। ସମ୍ପୂର୍ଣ୍ଣ ଦ୍ଵିଧାମୁକ୍ତ ଭାବେ କୁହାଯାଇପାରେ ଯେ, ଅଣ୍ଡା ହେଉଛି ଆବାଳ-ବୃଦ୍ଧ-ବନିତା ସମସ୍ତଙ୍କ...

ହଙ୍ଗେରିର ପ୍ରସିଦ୍ଧ ଲେଖକ ଲାଜଲୋ କ୍ରାଜନାହୋରକାଇଙ୍କୁ ସାହିତ୍ୟରେ ନୋବେଲ

ଓଡ଼ିଶାଲାଇଭ୍ ବ୍ୟୁରୋ ହଙ୍ଗେରିର ପ୍ରସିଦ୍ଧ ଲେଖକ ଲାଜଲୋ କ୍ରାଜନାହୋରକାଇଙ୍କୁ ୨୦୨୫ ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଉପନ୍ୟାସ ‘ହର୍ସଟ ୦୭୭୬୯’ ଲାଗି ତାଙ୍କୁ ଏହି ପୁରସ୍କାର ମିଳିବ। ଲାଜଲୋଙ୍କ ଲିଖିତ ଏହି ଉପନ୍ୟାସରେ...

ଅକ୍ଟୋବର ୧୩ ଯାଏଁ ଓଡ଼ିଶାରେ ବଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା!

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଷାରେ ଭିଜୁଛି ଓଡ଼ିଶା। ଅକ୍ଟୋବର ୧୩ ତାରିଖ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି...

ମାଗଣାରେ ବଦଳିବ ଟ୍ରେନ୍ ଟିକେଟ୍ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/Z-2Z8A5Hyg0 ଟ୍ରେନ୍ ଯାତ୍ରୀଙ୍କ ଯାତ୍ରାକୁ ଆହୁରି ସୁଗମ କରିବାକୁ ଯାଉଛି ଭାରତୀୟ ରେଳବାଇ। ଏବେ ଟ୍ରେନ୍ ଟିକେଟ୍ ବୁକ୍‌ କରିଥିବା ଯାତ୍ରୀ ନିଜ ଯାତ୍ରା ତାରିଖ ବଦଳାଇବା ପାଇଁ ସୁଯୋଗ ପାଇବେ। ଏଥିପାଇଁ...

ଏସବିଆଇ ଆଶା ସ୍କଲାରସିପ୍ ୨୦୨୫: କେମିତି କରିବେ ଆବେଦନ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/46L5OijsVWk ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଫାଉଣ୍ଡେସନ୍ ପକ୍ଷରୁ ପ୍ଲାଟିନମ ଜୁବୁଲି ଆଶା ସ୍କଲାରସିପ୍ ପ୍ରୋଗ୍ରାମ ଆରମ୍ଭ ହୋଇଛି। ୨୦୨୫ରେ ଏସବିଆଇର ଏହି ଛାତ୍ରବୃତ୍ତିରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରର ୨୩ ହାଜରରୁ...

ରସାୟନ ବିଜ୍ଞାନରେ ୩ ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/akjkkAqzCDI ମେଡିସିନ ଓ ପଦାର୍ଥ ବିଜ୍ଞାନ ପରେ ୨୦୨୫ ପାଇଁ ରସାୟନ ବିଜ୍ଞାନରେ ନୋବେଲ ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ଚଳିତ ବର୍ଷ ଏହି କ୍ଷେତ୍ରରେ ତିନି ଜଣ ବୈଜ୍ଞାନିକଙ୍କୁ ନୋବେଲ କମିଟି...

ପଦାର୍ଥ ବିଜ୍ଞାନରେ ୩ ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ମେଡିସିନ ପରେ ୨୦୨୫ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ଚଳିତ ବର୍ଷ ଏହି କ୍ଷେତ୍ରରେ ତିନି ଜଣ ବୈଜ୍ଞାନିକଙ୍କୁ ନୋବେଲ କମିଟି ପକ୍ଷରୁ ଚୟନ କରାଯାଇଛି।  ସେମାନେ...

କଟକରୁ ହଟିଲା କର୍ଫ୍ୟୁ, ମୁତୟନ ରହିବେ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ସହରରୁ ହଟିଲା କର୍ଫ୍ୟୁ। କିନ୍ତୁ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୋଲିସ ମୁତୟନ ରହିବେ। ମଙ୍ଗଳବାର ରାତି ୭ଟା ଯାଏଁ ଇଣ୍ଟରନେଟ ଏବଂ ସୋସିଆଲ ମେଡିଆ ଉପରେ କଟକଣା ଜାରି ରହିବ। ଏନେଇ...

ବାଜିଲା ବିଗୁଲ: ନଭେମ୍ବର ୧୧ରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍। ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ ହେବ। ଉପନିର୍ବାଚନ ପାଇଁ ଅକ୍ଟୋବର ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।...

ମେଡିସିନରେ ୩ ଜଣଙ୍କୁ ନୋବେଲ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୫ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର। ଶରୀର ବିଜ୍ଞାନ ଓ ମେଡିସିନ କ୍ଷେତ୍ରରେ ଶ୍ରେଷ୍ଠ ଅବଦାନ ପାଇଁ ନୋବେଲ ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ଚଳିତ ବର୍ଷ ଏହି କ୍ଷେତ୍ରରେ...