ଓଡ଼ିଶା ଉପରେ କାହିଁକି ଆକ୍ରମଣ କଲା କଳାପାହାଡ଼?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=MDtncV7cBs4
‘ଆଇଲା କଳାପାହାଡ଼, ଭାଙ୍ଗିଲା ଲୁହାର ବାଡ଼, ପିଇଲା ମହାନଦୀ ପାଣି, ସୁବର୍ଣ୍ଣ ଥାଳିରେ ହେଡ଼ା ପରଷିଲେ ମୁକୁନ୍ଦଦେବଙ୍କ ରାଣୀ।’
କଳାପାହାଡ଼ ନାଁ ଶୁଣିଲେ ଆଜି ବି ଓଡ଼ିଶାବାସୀଙ୍କ ମନରେ ଜଣେ କ୍ରୁର, ନିଷ୍ଠୁର...
ଭିବି-ଜି ରାମ ଜି ବିଲ୍-୨୦୨୫କୁ ରାଷ୍ଟ୍ରପତିଙ୍କ ଅନୁମୋଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ ଗ୍ରାମିଣ (ଭିବି-ଜି ରାମ ଜି) ବିଲ୍ ୨୦୨୫କୁ ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପରେ ଭିବି-ଜି...
ମୟୂରଭଞ୍ଜ: ରାଣୀଭୋଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦାର ରାଣୀଭୋଳସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅତିଥିମାନେ ଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି...
ଉତ୍କଳିକା ପକ୍ଷରୁ ବାଲେଶ୍ଵରରେ ଆରମ୍ଭ ହେଲା ହସ୍ତଶିଳ୍ପ ଓ ହସ୍ତତନ୍ତ ପ୍ରଦର୍ଶନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମର 'ଉତ୍କଳିକା' ପକ୍ଷରୁ ବାଲେଶ୍ୱର ସହରରେ ଏକ ହସ୍ତଶିଳ୍ପ ଓ ହସ୍ତତନ୍ତ ପ୍ରଦର୍ଶନୀ ଆୟୋଜନ କରାଯାଇଛି।
ବାଲେଶ୍ୱର ସହରସ୍ଥିତ ସହଦେବଖୁଣ୍ଟା ବସଷ୍ଟାଣ୍ଡ...
ଦକ୍ଷିଣ ଆଫ୍ରିକାକୁ ହରାଇ ଟି-୨୦ ସିରିଜ ଜିତିଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩୦ ରନରେ ହରାଇ ସିରିଜ ଜିତିଛି ଭାରତ। ଅହମ୍ମଦାବାଦରେ ହୋଇଥିବା ଶେଷ ଟି-୨୦ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଥିଲା...
ଜଳେଶ୍ଵର: ଉଦଯାପିତ ହେଲା ତିନିଦିନିଆ ଜଉକଣ୍ଢେଇ କାର୍ମଶାଳା
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ କାଳିକସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ‘ଆମ ସଂସ୍କୃତି ଆମ ଖେଳନା’ କାର୍ଯ୍ୟକ୍ରମ ଆଧାରରେ ଆୟୋଜିତ ହୋଇଥିବା ତିନିଦିନିଆ ଜଉକଣ୍ଢେଇ...
ଗୋଟିପୁଅ ନୃତ୍ୟର କିଛି ଜଣା ଅଜଣା କଥା
କପିଳାସ ଭୂୟାଁ
ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟକୁ ସର୍ବସମକ୍ଷରେ ଯେଉଁ ଗୁରୁତ୍ଵ ଦିଆଯାଏ, ଗୋଟିପୁଅ ନୃତ୍ୟ ଭାଗରେ ତାହା ପଡ଼େ ନାହିଁ। କିନ୍ତୁ ଆମେ ଜାଣିବା କଥା ଯେ, ଗୋଟିପୁଅ ହେଉଛି ଓଡ଼ିଶୀ ନୃତ୍ୟର ମୂଳ...
‘ଅଖିଳ ଦିବସ’ ଅବସରରେ ବିଶିଷ୍ଟ ସାହିତ୍ୟିକ ବିଭୂତି ପଟ୍ଟନାୟକଙ୍କୁ ‘ଶିଖର ସମ୍ମାନ’
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ଓଡ଼ିଆ ସାହିତ୍ୟର ଅନ୍ୟତମ ନିର୍ମାତା ଅଖିଳ ମୋହନ ପଟ୍ଟନାୟକଙ୍କର ଜୟନ୍ତୀ 'ଅଖିଳ ଦିବସ' ଅବସରରେ ଭୁବନେଶ୍ଵରସ୍ଥିତ ପାନ୍ଥନିବାସର କଳିଙ୍ଗ ସମ୍ମିଳନୀ କକ୍ଷରେ ଏକ ସାରସ୍ଵତ ସମାଗମ ଆୟୋଜିତ ହୋଇଯାଇଛି।
ଅଖିଳ ମୋହନ...
ଗୃହୀତ ହେଲା ଭିବି-ଜି ରାମ ଜି ବିଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ ଗ୍ରାମିଣ (ଭିବି-ଜି ରାମ ଜି) ବିଲ୍ ୨୦୨୫ ସଂସଦରେ ଗୃହୀତ ହୋଇଛି। ବିରୋଧୀଙ୍କ ପ୍ରବଳ ବିରୋଧ ଓ ହଟ୍ଟଗୋଳ ମଧ୍ୟରେ...
ବାଲେଶ୍ୱରରେ ଡିସେମ୍ବର ୨୨ରୁ ‘କୋଶମ୍ଵ ମେଳା ୨୦୨୫’
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲାସ୍ତରୀୟ ସ୍ୱଦେଶୀ ମେଳା ଓ ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା 'କୋଶମ୍ୱ-୨୦୨୫' ଡିସେମ୍ବର ୨୨ ତାରିଖରୁ ଆରମ୍ଭ ହେବ। ବାଲେଶ୍ଵର ପୋଲିସ ପଡ଼ିଆଠାରେ ଆୟୋଜିତ ହେବାକୁ...





















