ନିଷ୍ପତ୍ତି ନେଲେ ରାଜ୍ୟ ସରକାର – ପୁରୀ ହେବ ମହାନଗର ନିଗମ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ସହର ହେବ ମହାନଗର ନିଗମ। ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରଚାରପ୍ରସାର ସହ ପୁରୀକୁ ଉନ୍ନତ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ି ତୋଳିବାକୁ ପଦକ୍ଷେପ ନେଇଛନ୍ତି...
ତାମିଲନାଡୁ ନିର୍ବାଚନ: ସୁପରଷ୍ଟାର ବିଜୟ ହେବେ ଟିଭିକେର ମୁଖ୍ୟମନ୍ତ୍ରୀ ଚେହେରା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜନୀତିରେ ତାମିଲ ସୁପରଷ୍ଟାର ବିଜୟଙ୍କ ଏଣ୍ଟ୍ରି। ଏହି ଏଣ୍ଟ୍ରି ଏମିତି ସେମିତି ନୁହେଁ, ତାମିଲନାଡୁ ଭେତ୍ରୀ କଝଗମ (ଟିଭିକେ) ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବିଜୟ। ଏ ନେଇ ଦଳ ପକ୍ଷରୁ...
ବଡ଼ ଠାକୁରଙ୍କ ବାହୁଡ଼ା ଯାତ୍ରା ପାଇଁ ଚାଲିଛି ଜୋର ସୋର ପ୍ରସ୍ତୁତି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/D6-lIRW2Luw
ବାହୁଡ଼ିବେ ବଡ଼ ଠାକୁର। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଚାଲିଛି ଜୋର ସୋର।
ଜୁଲାଇ ୫ ତାରିଖରେ ଅନୁଷ୍ଠିତ ହେବ ବାହୁଡ଼ା ଯାତ୍ରା। ଏଥିପାଇଁ ଆରମ୍ଭ ହୋଇଛି ଚତୁର୍ଦ୍ଧାବିଗ୍ରହଙ୍କ ବାହୁଡ଼ା ପ୍ରସ୍ତୁତି।...
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଗିରଫ ହେଲେ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା ଏବେ ରାଜ୍ୟ ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଛି। ଏହି ଘଟଣାରେ ଶେଷରେ ଗିରଫ ହୋଇଛନ୍ତି ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ।
ବିଏମସି ଅତିରିକ୍ତ...
ବିଶ୍ଵପ୍ରସିଦ୍ଧ ପୁରୀ ରଥଯାତ୍ରା: ଭାବ ଓ ଭକ୍ତିର ଜୀବନ୍ତ ଉତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=t4IjXtHNOx8
ବିଶ୍ଵପ୍ରସିଦ୍ଧ ପୁରୀର ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ଏକ ଜୀବନ୍ତ ପ୍ରତିଛବି। ଯେତିକି ଭବ୍ୟ, ସେତିକି ବିଶାଳ ଏହି ଯାତ୍ରା।...
ଓଡ଼ିଶାରେ ୭ ଯାଏଁ ଆହୁରି ବର୍ଷିବ: ଆଗାମୀ ୨୪ ଘଣ୍ଟା ପାଇଁ ୧୫ ଜିଲ୍ଲାକୁ ଚେତାବନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ତୁହାକୁ ତୁହା ବର୍ଷାରେ ଭିଜୁଛି ସାରା ଓଡ଼ିଶା। ଜୁଲାଇ ୭ ତାରିଖ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ...
ଏଟିଏମ ଓ ୟୁପିଆଇରେ ଉଠିପାରିବ ଇପିଏଫ ଟଙ୍କା!
ଓଡ଼ିଶାଲାଇଭ୍ ବ୍ୟୁରୋ
ଇପିଏଫରୁ ନିଜ ଜମା ଟଙ୍କା ଉଠାଇବା ପାଇଁ କର୍ମଚାରୀଙ୍କୁ ବେଶ୍ କସରତ କରିବାକୁ ପଡ଼ିଥାଏ। ଟଙ୍କା ଉଠାଇବାକୁ ନେଇ ଅନେକ ବହୁ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି। ଖୁବଶୀଘ୍ର ଏହି ପ୍ରକ୍ରିୟା...
ବାଲେଶ୍ଵର: ବନ୍ୟା ଜଳରେ ଭାସି ଜଣଙ୍କର ମୃତ୍ୟୁ!
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରରେ ବନ୍ୟା ସ୍ଥିତିରେ ସୁଧାର ଆସିନି। ଜଳ ଘେରରେ ରହିଛି ଶତାଧିକ ଗାଁ। ଏହାର ମଧ୍ୟରେ ଆସିଛି ଆଉ ଏକ ଦୁଃଖଦ ଖବର। ବନ୍ୟା ଜଳରେ...
ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ଆରଆଣ୍ଡବି ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ଵର ମାଝୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଆରଆଣ୍ଡବିର ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ଵର ମାଝୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଦିଲେଶ୍ଵର ମାଝୀଙ୍କର ୬ଟି ଠିକଣା ଉପରେ ଏକକାଳୀନ...
ଦକ୍ଷିଣ ମୋଡ଼ ନେଲା ନନ୍ଦିଘୋଷ, ବାହୁଡ଼ିବେ ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଉସୀ ମା’ ଘରୁ ବାହୁଡ଼ିବେ ବଡ଼ଠାକୁର। ବାହୁଡ଼ା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଆଜି ଦକ୍ଷିଣ ମୋଡ଼ ନେଇଛି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। ଗତକାଲି ତାଳଧ୍ଵଜ ଓ ଦର୍ପଦଳନ ରଥ ଦକ୍ଷିଣ...