Independence Day

ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ: ଆଖି ପିଛୁଳାକେ ଭାସିଗଲା ଧରାଲି ଗାଁ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/OigX_Se69WM ଉତ୍ତରାଖଣ୍ଡରେ ତାଣ୍ଡବ ରଚିଲା ପ୍ରକୃତି। ଆଖି ପିଛୁଳାକେ ସବୁ ଉଭାନ ହୋଇଗଲା। ଦେଖୁ ଦେଖୁ ମାଟିରେ ମିଶିଗଲା ଗାଁ। ବାଦଲଫଟା ବର୍ଷା ରଚିଛି ଏହି ତାଣ୍ଡବ। ଆଖି ପିଛୁଳାକେ ଛାରଖାର ହୋଇଯାଇଛି ଉତ୍ତରାଖଣ୍ଡର...

ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଭାରତର ପ୍ରଥମ ଏଆଇ ଅଙ୍ଗନବାଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/iS66oMHNzUc ଭାରତରେ ଏଆଇ ଅଙ୍ଗନବାଡ଼ି। ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ୱଦ୍ଧାମନ ଗାଁରେ ଏଆଇ ଚାଳିତ ଅଙ୍ଗନବାଡ଼ି କେନ୍ଦ୍ର ଆରମ୍ଭ ହୋଇଛି। ପିଲାଦିନରୁ ଏଆଇର ସଠିକ ବ୍ୟବହାର ଏବଂ ଏହାର ଗୁରୁତ୍ୱକୁ ବୁଝିବା ଉଦ୍ଦେଶ୍ୟରେ...

ଭିଜିଲାନ୍ସ ଜାଲରେ ପ୍ରିନ୍ସିପାଲ ସାଇଣ୍ଟିଫିକ ଅଫିସର ଦେବାଶିଷ ପଣ୍ଡା

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଜିଲାନ୍ସ ଜାଲରେ ସମ୍ବଲପୁର ଡ୍ରଗ୍ସ କଣ୍ଟ୍ରୋଲ ଟେଷ୍ଟିଂ ଲ୍ୟାବର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଦେବାଶିଷ ପଣ୍ଡାଙ୍କର ୭ଟି ଠିକଣା ଉପରେ...

ତ୍ରିରଙ୍ଗା ଉଡ଼ାଇବା ପ୍ରତ୍ୟେକ ଭାରତୀୟଙ୍କର ମୌଳିକ ଅଧିକାର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/zylq1I54qpQ ଭାରତ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ଵାଧୀନତା ଲାଭ କରିଥିଲା। ହେଲେ ସ୍ୱାଧୀନତାର ଅନେକ ବର୍ଷ ପରେ ମଧ୍ୟ ନିଜ ଘର କିମ୍ବା ଘରୋଇ ଅନୁଷ୍ଠାନରେ ଜାତୀୟ ପତାକା ଲଗାଇବାର...

ଓଡ଼ିଶାର ନୂଆ ମହିଳା କମିଶନ ଅଧ୍ୟକ୍ଷା ସୋଭନା ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ନୂତନ ମହିଳା କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଛନ୍ତି ସୋଭନା ମହାନ୍ତି। କାର୍ଯ୍ୟରେ ଯୋଗ ଦେବାଠାରୁ ୩ ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ। ଏ ନେଇ ମହିଳା...

ବବିତା ପାତ୍ର ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନୂଆ ଅଧ୍ୟକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଛନ୍ତି ବବିତା ପାତ୍ର। କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ୩ ବର୍ଷ ପର୍ଯ୍ୟନ୍ତ ବା ତାଙ୍କୁ ୬୫ ବର୍ଷ ବୟସ...

ଇଂଲଣ୍ଡ ବିପକ୍ଷରେ ଭାରତର ଚମତ୍କାର ବିଜୟ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/7C8yYMOaXns ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରେ ଚମତ୍କାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ଅନ୍ତିମ ଦିନରେ ୪ଟି ୱିକେଟ ଅକ୍ତିଆର କରି ୬ ରନରେ ମ୍ୟାଚ ଜିତି ନେଇଛି ଭାରତ। ଏହା...

ନାସନାଲ ଡିଫେନ୍ସ ଏକାଡେମୀରେ ପ୍ରଥମ ଓଡ଼ିଆ ଝିଅ ଶ୍ରାବଣୀ ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/-h2x37hnkwc ନାସନାଲ ଡିଫେନ୍ସ ଏକାଡେମୀରେ ସ୍ଥାନ ପାଇଛନ୍ତି ଓଡ଼ିଶାର ଶ୍ରାବଣୀ ଦାସ। ପ୍ରଥମ ଓଡ଼ିଆ ଝିଅ ଭାବେ ସେ ଏହି ଗୌରବ ହାସଲ କରିଛନ୍ତି। ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ୍ ସ୍କୁଲର ଛାତ୍ରୀ...

ସୁଭଦ୍ରା ହିତାଧିକାରୀଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/8N1_LKowgSc ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ସହ କଥା ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୋମବାର ଲୋକସେବା ଭବନରୁ ଭିଡିଓ କନଫରେନ୍ସ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ସୁଭଦ୍ରା ହିତାଧିକାରୀଙ୍କ ସହ ଯୋଡ଼ି ହୋଇଥିଲେ ଉପମୁଖ୍ୟମନ୍ତ୍ରୀ। ହିତାଧିକାରୀମାନେ...

ପରଲୋକରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ

ଓଡ଼ିଶାଲାଇଭ୍ ବ୍ୟୁରୋ ପରଲୋକରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ପ୍ରତିଷ୍ଠାତା ଶିବୁ ସୋରେନ। ଅସୁସ୍ଥତା କାରଣରୁ ସେ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସୋମବାର ଚିକିତ୍ସାଧୀନ...