Independence Day

ମାଲକାନଗିରି ମହିଳାଙ୍କ କଟାମୁଣ୍ଡ ବିବାଦ ଘଟଣା: ଶାନ୍ତି ସ୍ଥାପନ ପାଇଁ ଦୁଇ ଗୋଷ୍ଠୀଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି ଜିଲ୍ଲା କୋରକୁଣ୍ଡା ଥାନା ଅନ୍ତର୍ଗତ ରାଖେଲଗୁଡ଼ା ଗ୍ରାମର ଜଣେ ଆଦିବାସୀ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହକୁ ନେଇ ରାଖେଲଗୁଡ଼ା ଏବଂ ଏମଭି-୨୬ ଗାଁ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଛି।...

ଶୀତରେ ଥରୁଛି ଓଡ଼ିଶା: ସେମିଳିଗୁଡ଼ାରେ ତାପମାତ୍ରା ୩.୫ ଡିଗ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ସାଧାରଣ ଜୀବନଜାପନ। ସକାଳ ୮ଟାରେ ମଧ୍ୟ ଘରୁ ବାହାରି ମୁସକିଲ ହୋଇପଡ଼ୁଛି। ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ରିପୋର୍ଟ...

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଲମ୍ବା ଇତିହାସ

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମ-ଓଡ଼ିଶାର ବରଗଡ଼ ସହରରୁ ଆରମ୍ଭ ହୋଇଥିବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ରହିଛି ଏକ ଲମ୍ବା ଇତିହାସ। ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଇତିହାସ ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ‘ଓଡ଼ିଶାଲାଇଭ୍‌’ର ସ୍ୱତନ୍ତ୍ର...

ବାଲେଶ୍ୱର: ପରଲୋକରେ କବି ଡକ୍ଟର ବଂଶୀଧର ଚୌଧୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ୱର କୃଷ୍ଣ କୁମାର ମହାନ୍ତି): ‘ଲାଲପତ୍ର ସବୁଜ ସକାଳେ’, ‘ନକ୍ସା’ ତିଆରି କରି ‘ରକ୍ତାକ୍ତ ନୀଳଜହ୍ନ’ରେ ଯିଏ ‘ଚଷା ପୁଅ କୁଜ’ର ‘ଚିତ୍ରାଙ୍କନ କରି 'ଗୁମସୁମ ଗୁମଡୁହା’ରେ ‘ପକ୍ଷୀ ଗାଉଥାଉ ଗୀତ’ର...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଓଡ଼ିଶାଲାଇଭ୍ ବ୍ୟୁରୋ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ମାର୍ଚ୍ଚ ୧୧ ତାରିଖରେ ହେବାକୁ ପରୀକ୍ଷା ଓଡ଼ିଆ ଭାଷା ବ୍ୟତୀତ ଅନ୍ୟ ସମସ୍ତ...

ବାରବାଟୀରେ ଭାରତୀୟ କ୍ରିକେଟ ଟିମ୍‌ର ବଡ଼ ବିଜୟ

ଓଡ଼ିଶାଲାଇଭ୍ ବ୍ୟୁରୋ ବାରବାଟୀରେ ଦମ ଦେଖାଇଲେ ଭାରତୀୟ କ୍ରିକେଟ ଟିମ୍। ବଡ଼ ବିଜୟ ସହ ରଚିଲେ ଇତିହାସ। ପରାଜୟ ବରଣ କଲେ ଦକ୍ଷିଣ ଆଫ୍ରିକା ଖେଳାଳି। ମଙ୍ଗଳବାର ଦିନ କଟକ ବାରବାଟୀରେ ହୋଇଥିବା T20 ମ୍ୟାଚରେ...

ସରିଲା ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ: ଅନିର୍ଦ୍ଦିଷ୍ଟ କାଳ ଯାଏଁ ଗୃହ ମୁଲତବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସମୟ ପୂର୍ବରୁ ସରିଲା ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ମଙ୍ଗଳବାର ଥିଲା...

ଥରୁଛି ଓଡ଼ିଶା: ଡିସେମ୍ବର ୧୪ ଯାଏଁ ଜାରି ରହିବ ଶୀତ ଲହରୀ!

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି ସାଧାରଣ ଜୀବନଜାପନ। ସକାଳ ୭ଟାରେ ମଧ୍ୟ ଘରୁ ବାହାରି ମୁସକିଲ ହୋଇପଡ଼ୁଛି। ଏହାରି ମଧ୍ୟରେ ଘନ କୁହୁଡ଼ି ଏବଂ...

ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ୩୮ତମ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହ

ଓଡ଼ିଶାଲାଇଭ୍ ବ୍ୟୁରୋ (କୃଷ୍ଣ କୁମାର ମହାନ୍ତି): “ପ୍ରେମ ଓ ବିଦ୍ରୋହର କବି ବସନ୍ତ ମୁଦୁଲି କେବଳ ପ୍ରାଣପ୍ରାଚୁର୍ଯ୍ୟ ଓ ପ୍ରାଣ ପ୍ରବାହର କବି ନଥିଲେ, ସେ ଥିଲେ ଜୀବନବୋଧର ଏକ ବହ୍ନିମାନ ସୃଜନଶୀଳ ସ୍ଵାକ୍ଷର।...

କେତକୀ ଫାଉଣ୍ଡେସନ ଟ୍ରଷ୍ଟ ଷ୍ଟଲରେ ଦେବଦାସ ଛୋଟରାୟଙ୍କ ପୁସ୍ତକ ‘ଆମ ସମୟର ମଣିଷ’ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ଵର): ଭୁବନେଶ୍ଵରସ୍ଥିତ ୟୁନିଟ-୩ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଛି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମେଳା-୨୦୨୫। ଡିସେମ୍ବର ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ୧୭ ତାରିଖ ଯାଏଁ...