Independence Day

ଓଡ଼ିଶାରେ ଆସିବ ନୂଆ ଜଳ ନୀତି – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆଗକୁ ଆସିବ ନୂଆ ଜଳ ନୀତି। ଅଧିକ କୃଷି ଭୂମିକୁ ଜଳସେଚନ କରିବା ପାଇଁ ଏହି ନୀତି ଆଣିବେ ରାଜ୍ୟ ସରକାର। ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ...

କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ୪୭ଟି ଗାଁ ପ୍ରଭାବିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ୧୯ଟି ପଞ୍ଚାୟତର ୪୭ଟି ଗ୍ରାମ ବିଶେଷ ପ୍ରଭାବିତ ହୋଇଛି। ପବନ ଏବଂ କୁଆପଥର ମାଡ଼ରେ ଘରର ଛପର ଉଡ଼ିଯାଇଛି। କୁଆପଥର ଝଡ଼ ଯୋଗୁଁ...

ଆଜିଠାରୁ ଆଇପିଏଲ୍ ୨୦୨୫: ଉଦଘାଟନୀ ମ୍ୟାଚରେ କେକେଆର୍-ଆରସିବି ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଆରମ୍ଭ ହେଉଛି ଆଇପିଏଲ୍ ୨୦୨୫। କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ମଧ୍ୟରେ ଏହାର ଉଦଘାଟନୀ ମ୍ୟାଚ ଖେଳାଯିବ। କୋଲକାତାର ଇଡେନ ଗାର୍ଡେନ୍ସରେ ଆଇପିଏଲର ୧୮ତମ ସଂସ୍କରଣର...

ଓଡ଼ିଶାରେ କାଳବୈଶାଖୀ ବର୍ଷା: ଆଜି ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରବଳ ଖରା ପରେ ଓଡ଼ିଶାରେ ଏବେ ପାଗ ପରିବର୍ତ୍ତନ ହୋଇଛି। ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ଆରମ୍ଭ ହୋଇଛି। ଶନିବାର ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ପାଇଁ...

ଭାରତୀୟ ରେଳବାଇରେ ୯୯୭୦ଟି ‘ଆସିଷ୍ଟାଣ୍ଟ ଲୋକୋ ପାଇଲଟ’ ପଦବୀରେ ନିଯୁକ୍ତି ସୁଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରେଳବାଇରେ ଅନେକ ‘ଆସିଷ୍ଟାଣ୍ଟ ଲୋକୋ ପାଇଲଟ’ (ଏଏଲପି) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ରେଳବାଇର ସବୁ ଜୋନ ପାଇଁ ୯,୯୭୦ଟି ଏଏଲପି ପଦବୀ ପୂରଣ ହେବ। ଏହି ପଦବୀ...

ଜଷ୍ଟିସ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ହରିଶ ଟଣ୍ଡନଙ୍କୁ ନିଯୁକ୍ତି ମିଳିଛି। ତାଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କେନ୍ଦ୍ର ଆଇନ ମନ୍ତ୍ରୀ...

ଓଡ଼ିଶାରେ ଆଜିଠୁ ୪ ଦିନ ପ୍ରବଳ ବର୍ଷିବ: ୨୦ ଜିଲ୍ଲାକୁ ଚେତାବନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆଜିଠାରୁ ୪ ଦିନ ପ୍ରବଳ ବର୍ଷିବ। ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଓ୍ଵାର୍ଣ୍ଣିଂ ଜାରି...

ଓଡ଼ିଶାର ସରକାରୀ ବିଶ୍ଵବିଦ୍ୟାଳୟରେ ଖାଲି ପଡ଼ିଛି ୧୩୫୩ଟି ଅଧ୍ୟାପକ ପଦବୀ – ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ସରକାରୀ ବିଶ୍ଵବିଦ୍ୟାଳୟରେ ଅନେକ ଅଧ୍ୟାପକ ପଦବୀ ଖାଲିପଡ଼ିଛି। ବିଭିନ୍ନ କାରଣରୁ ଏଥିରେ ନିଯୁକ୍ତି ହୋଇପାରୁନାହିଁ। ଏନେଇ ଶୁକ୍ରବାର ବିଧନସଭାରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଗୁରୁବାର ବିଧାନସଭାରେ ଓଡ଼ିଶାର...

ନିଆଁ ଲଗାଇଦେଲା ନୂଆ ଏଆଇ GROK

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ବିଶ୍ୱରେ ଏବେ ନିଆଁ ଲଗାଇଛି ଏଲନ ମସ୍କଙ୍କ ଏଆଇ ଟୁଲ ଗ୍ରୋକର ଲାଟେଷ୍ଟ ମଡେଲ। ରାଜନେତାଙ୍କଠୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପ୍ରଶ୍ନର ଉତ୍ତର ଏପରି ଦେଉଛି, ଯାହାକୁ...

ଆଇଆଇଏମ୍‌ସି ଢେଙ୍କାନାଳରେ ‘ଲୋକସମ୍ପର୍କ ସମ୍ମିଳନୀ’ ଆୟୋଜିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି) ଢେଙ୍କାନାଳ ଓ ଟାଟା ଷ୍ଟିଲ୍ ପକ୍ଷରୁ ଆୟୋଜିତ ହୋଇଛି ଲୋକସମ୍ପର୍କ ସମ୍ମିଳନୀ। ଭାରତୀୟ ଲୋକସମ୍ପର୍କ ପରିଷଦ ଭୁବନେଶ୍ୱର ଚ୍ୟାପ୍ଟରର ଅଧ୍ୟକ୍ଷ ଡକ୍ଟର ଅଶୋକ ପଣ୍ଡା...