ଓଡ଼ିଶାକୁ କଲବଲ କଲାଣି ଖରା: ଗୁରୁବାର ହିଟୱେଭ୍ ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାକୁ କଲବଲ କରିବା ଆରମ୍ଭ କଲାଣି ଖରା। ରାଜ୍ୟର ଅଧିକାଂଶ ଅଞ୍ଚଳରେ ମାତ୍ରାଧିକ ଗରମ ହେଉଛି। ଆଗକୁ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢ଼ିବା ସହ ଏକାଧିକ ଅଞ୍ଚଳରେ ହିଟୱେଭ୍...
ପୁଅକୁ ସଜ୍ଜନ ଜିନ୍ଦଲ କହିଲେ “ନିଜେ ରୋଜଗାର କରି ଶିଖ”
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ଉଦ୍ୟୋଗ ଜଗତରେ ଏବେ ଜେଏସଡବ୍ଲୁ ଗ୍ରୁପ୍ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କ ବୟାନକୁ ନେଇ ଚର୍ଚ୍ଚା। ଉତ୍ତରିଧିକାରୀ ନ ହୋଇ ଆତ୍ମନିର୍ଭର ହେବାକୁ ପୁଅକୁ ପରାମର୍ଶ ଦେଲେ ସଜ୍ଜନ ଜିନ୍ଦଲ।
ପ୍ରତ୍ୟେକ ସଫଳ...
ଅନୁଭବଙ୍କ ଜୀବନରେ ବର୍ଷା ପରେ ପୁଣି ବସନ୍ତ – ଆସିଲେ ଜାଗୃତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତା ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଲା। ମଙ୍ଗଳବାର ରାତିରେ ନୂଆଦିଲ୍ଲୀରେ ସେମାନଙ୍କ ବିବାହ ସଂପନ୍ନ ହୋଇଛି। ପରିବାରବର୍ଗ ଓ କିଛି ହାତଗଣତି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ...
ରେଳବାଇର ଦକ୍ଷିଣପୂର୍ବ-ମଧ୍ୟ ଜୋନରେ ୧୦୦୩ଟି ‘ଆପ୍ରେଣ୍ଟିସ୍’ ପଦବୀ ପାଇଁ ଆବେଦନ ଜାରି, ଏପ୍ରିଲ ୨ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରେଳବାଇର ଦକ୍ଷିଣପୂର୍ବ-ମଧ୍ୟ (ଏସଇସିଆର) ଜୋନରେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଉତ୍ତରପୂର୍ବାଞ୍ଚଳ ଡିଭିଜନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୧୦୦୩ଟି ପଦବୀ ପୂରଣ ହେବ।
ଏହି ପଦବୀ...
ବିଧାନସଭା ଗୃହରୁ ତାରା ବାହିନୀପତି ସସ୍ପେଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭା ଗୃହରୁ ସସ୍ପେଣ୍ଡ ହେଲେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି। ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ଗୃହରୁ ୭ଦିନ ପାଇଁ ସସ୍ପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଗତକାଲି,...
ପାକିସ୍ତାନରେ ଟ୍ରେନ୍ ହାଇଜାକ୍ କଲେ ଆତଙ୍କବାଦୀ: ଶତାଧିକ ସେନା କର୍ମଚାରୀ ପଣବନ୍ଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନରେ ଆତଙ୍କବାଦ ଏବେ ଚରମ ସୀମାରେ ପହଞ୍ଚିଛି। ଦେଶରେ କିଛି ଅଞ୍ଚଳ ଆତଙ୍କବାଦୀଙ୍କ କବ୍ଜାରେ। ଏହାରି ମଧ୍ୟରେ ଦେଶରେ ବଲୁଚିସ୍ତାନ ରାଜ୍ୟରେ ଆତଙ୍କବାଦୀମାନେ ମଙ୍ଗଳବାର ଏକ ଟ୍ରେନ୍ ହାଇଜାକ୍ କରିଛନ୍ତି। ଜାଫର...
କେନ୍ଦ୍ରାପଡ଼ା: ଗହୀରମଥାରେ ଅଣ୍ଡାଦାନ କଲେଣି ସାଢ଼େ ୬ ଲକ୍ଷ ଅଲିଭ୍ ରିଡଲେ କଇଁଛ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥାରେ ରେକର୍ଡ ସଂଖ୍ୟାରେ ଅଣ୍ଡାଦାନ କରିଛନ୍ତି ଅଲିଭ୍ ରିଡଲେ କଇଁଛ। ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖ ଯାଏଁ ପ୍ରାୟ ୬ ଲକ୍ଷ ୬୦ ହଜାର କଇଁଛ ଅଣ୍ଡାଦାନ...
“ନାରୀ ହୋଇଲେ ସ୍ଵାବଲମ୍ବୀ, ହେବ ସମାଜର ଉନ୍ନତି”
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ତର୍ଜାତୀୟ ମହିଳା ଦିବସରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ହୋଇଥିବା ଯୁବ ସମ୍ମିଳନୀରେ ମହିଳାଙ୍କୁ ଉଦ୍ୟୋଗୀ କରିବା ଦିଗରେ ଗୁରୁତ୍ଵାରୋପ।
ନାରୀ ହେଉଛନ୍ତି ଆମ ସମାଜର ଶକ୍ତି। ମହିଳାମାନଙ୍କ ପ୍ରତି ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ...
ମନ୍ତ୍ରୀ କହିଲେ – ସହର ଭିତରେ ୩୫ରୁ ଅଧିକ ସ୍ପିଡରେ ଗଡ଼ିବନି ‘ମୋ ବସ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
ସହରରେ ଗୋଟିଏ ପରେ ଗୋଟିଏ ଜୀବନ ନେବା ପରେ ମଙ୍ଗଳବାର ଦିନ ବିଧାନସଭାରେ ‘ମୋ ବସ୍’କୁ ନେଇ ଉଠିଲା ପ୍ରଶ୍ନ। ଏହାର ଉତ୍ତର ରଖିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ...
ଆଗାମୀ ୩୦ ବର୍ଷରେ ମଙ୍ଗଳ ଗ୍ରହରେ ଗଢ଼ି ଉଠିବ ଜନବସତି – ଏଲନ ମସ୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳ ଗ୍ରହରେ ମାନବଜାତିର ସମ୍ଭାବ୍ୟ ଭବିଷ୍ୟତକୁ ନେଇ ପୁଣି ଥରେ ଉତ୍ସାହ ସୃଷ୍ଟି କରିଛନ୍ତି ଟେକ୍ ମୁଗଲ ତଥା ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କ।
ନିକଟରେ ଏକ୍ସ (ପୂର୍ବ ଟ୍ୱିଟର)ରେ ଏକ...





















