International

ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକ୍ସ: ଭାରତୀୟ ସେନା ବିଶ୍ଵରେ ଚତୁର୍ଥ ଶକ୍ତିଶାଳୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵର ବିଭିନ୍ନ ଦେଶର ସାମରିକ ଶକ୍ତି ରାଙ୍କିଂକୁ ନେଇ ନୂଆ ତାଲିକା ଜାରି ହୋଇଛି। ଏଥିରେ ଭାରତୀୟ ସେନା ବିଶ୍ଵର ଚତୁର୍ଥ ଶକ୍ତିଶାଳୀ ସେନାର ମାନ୍ୟତା ପାଇଛି। ଏହି ତାଲିକାରେ ଆମେରିକା...

ଆମେରିକାରେ ବଡ଼ ଧରଣର ବିମାନ ଦୁର୍ଘଟଣା: ୬୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ!

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ୱାଶିଂଟନରେ ବଡ଼ ଧରଣର ବିମାନ ଦୁର୍ଘଟଣା ହୋଇଛି। ମଝି ଆକାଶରେ ଏକ ଯାତ୍ରୀବାହୀ ବିମାନ ଓ ଆମେରିକା ସେନାର ହେଲିକପ୍ଟର ପରସ୍ପରକୁ ଧକ୍କା ଦେବାରୁ ୬୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ...

ଭାରତର ବଡ଼ କୂଟନୈତିକ ସଫଳତା: ମୁମ୍ବାଇ ୨୬/୧୧ ଆକ୍ରମଣର ଅଭିଯୁକ୍ତ ତହବ୍ବୁର ରାଣାକୁ ପ୍ରତ୍ୟର୍ପଣ କରିବ ଆମେରିକା

ଓଡ଼ିଶାଲାଇଭ୍ ବ୍ୟୁରୋ ମୁମ୍ବାଇ ୨୬/୧୧ ଆକ୍ରମଣର ଅଭିଯୁକ୍ତ ତହବ୍ବୁର ହୁସେନ ରାଣାକୁ ପ୍ରତ୍ୟର୍ପଣ କରିବ ଆମେରିକା। ଏନେଇ ଆମେରିକା ସୁପ୍ରିମକୋର୍ଟ ମଞ୍ଜୁରି ଦେଇଛନ୍ତି। ତହବ୍ବୁର ରାଣା ଏବେ କାଲିଫର୍ଣ୍ଣିଆର ଏକ ଜେଲରେ ଥିବାବେଳେ ଆଗକୁ...

ପ୍ରଥମ ଦିନରେ ୨୦ଟି ମିଛ କହିଲେ ଡୋନାଲ୍ଡ ଟ୍ରମ୍ପ! ପୂର୍ବରୁ ବି ମିଛ କହି ଗଣିଥିଲେ କୋଟି କୋଟି...

ଓଡ଼ିଶାଲାଇଭ୍ ବ୍ୟୁରୋ ଶପଥ ନେବା ପରେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି ଆମେରିକାର ନୂଆ ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପ। ସମଗ୍ର ବିଶ୍ୱର ନଜର ଏବେ ଟ୍ରମ୍ପଙ୍କ ଉପରେ। ସେ କ’ଣ କହୁଛନ୍ତି, କ’ଣ କରୁଛନ୍ତି ଟିକିନିଖି ଖବର...

“ତୁମେ ଗ୍ଲୋବାଲ ଲିଡର, ଏ ଯୁଦ୍ଧ ବନ୍ଦ କରାଇ ଦିଅ” – ଭାରତକୁ ୟୁକ୍ରେନର ନିବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବାର ଠିକ ପୂର୍ବରୁ ଇସ୍ରାଏଲ-ହମାସ ଯୁଦ୍ଧବିରତି ଘୋଷଣା କରିଛନ୍ତି। ମଧ୍ୟପ୍ରାଚ୍ୟକୁ ଫେରି ଆସିଛି ଶାନ୍ତି। ଏହାପରେ ସମସ୍ତଙ୍କ ନଜର ୟୁରୋପ ମହାଦେଶରେ ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ରହିଛି।...

ବିଶ୍ୱର ସବୁଠାରୁ ଥଣ୍ଡା ସହର, ଯେଉଁଠି ମାଇନସ୍ ୫୦ ଡିଗ୍ରୀ ତାପମାତ୍ରାରେ ବି ସ୍କୁଲ ଯାଆନ୍ତି ପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ଭୟଙ୍କର ଥଣ୍ଡାରେ ଥରୁଛି ଉତ୍ତର ଭାରତ। ଦିଲ୍ଲୀ-ଏନସିଆର ରାସ୍ତା ଉପରେ କୁହୁଡ଼ିର ଘନ ଆସ୍ତରଣ ଦେଖିବାକୁ ମିଳୁଛି। ଏଠାରେ ତାପାମାତ୍ରା ୩ରୁ ୪ ଡିଗ୍ରୀ ମଧ୍ୟରେ ରହୁଛି। ସେହିପରି ଉତ୍ତର ଭାରତର ପାହାଡ଼ିଆ...

୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ରହିବ ୬.୬ ପ୍ରତିଶତ – ମିଳିତ ଜାତିସଂଘ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଏବେ ବିଶ୍ଵର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବେ ନିଜର ସ୍ଥିତି ବଜାୟ ରଖିଛି। ମିଳିତ ଜାତିସଂଘର ୱାର୍ଲ୍ଡ ଇକୋନୋମିକ ସିଚ୍ୟୁସନ୍ ଆଣ୍ଡ ପ୍ରୋସ୍ପେକ୍ଟସ୍ ୨୦୨୫ (ଡବ୍ଲ୍ୟୁଇଏସପି) ରିପୋର୍ଟରେ ଏହା...

ରାଷ୍ଟ୍ରପତି ହେବାପରେ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି: ପ୍ୟାରିସ ଜଳବାୟୁ ବୁଝାମଣା ଓ ‘ଡବ୍ଲୁଏଚଓ’ରୁ ଓହରିବ ଆମେରିକା

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସୋମବାର ଶପଥ ନେବାପରେ ସେ ଏକାଧିକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅନେକ ଆଦେଶରେ ଦସ୍ତଖତ କରିଛନ୍ତି। ଏହି ଆଦେଶ...

ଆମେରିକାରେ ପୁଣି ଆରମ୍ଭ ହେଲା ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସୋମବାର ତାଙ୍କ ସହିତ ଜେ ଡି ଭାନ୍ସ ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ଆମେରିକୀୟ ସଂସଦରେ ଆୟୋଜିତ...

ହ୍ୱାଇଟ ହାଉସର ଭିତିରି କଥା: କେଉଁଠି ରୁହନ୍ତି ରାଷ୍ଟ୍ରପତି ଓ କ’ଣ ରହିଛି ସୁବିଧା?

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ। ଆଗାମୀ ୪ ବର୍ଷ ପାଇଁ ହ୍ୱାଇଟ ହାଉସ ହେବ ତାଙ୍କର ନୂଆ ଠିକଣା। ହ୍ୱାଇଟ ହାଉସ ଯେତିକି ସୁନ୍ଦର, ସେତିକି...