International

୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ରହିବ ୬.୬ ପ୍ରତିଶତ – ମିଳିତ ଜାତିସଂଘ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଏବେ ବିଶ୍ଵର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବେ ନିଜର ସ୍ଥିତି ବଜାୟ ରଖିଛି। ମିଳିତ ଜାତିସଂଘର ୱାର୍ଲ୍ଡ ଇକୋନୋମିକ ସିଚ୍ୟୁସନ୍ ଆଣ୍ଡ ପ୍ରୋସ୍ପେକ୍ଟସ୍ ୨୦୨୫ (ଡବ୍ଲ୍ୟୁଇଏସପି) ରିପୋର୍ଟରେ ଏହା...

ରାଷ୍ଟ୍ରପତି ହେବାପରେ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି: ପ୍ୟାରିସ ଜଳବାୟୁ ବୁଝାମଣା ଓ ‘ଡବ୍ଲୁଏଚଓ’ରୁ ଓହରିବ ଆମେରିକା

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସୋମବାର ଶପଥ ନେବାପରେ ସେ ଏକାଧିକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅନେକ ଆଦେଶରେ ଦସ୍ତଖତ କରିଛନ୍ତି। ଏହି ଆଦେଶ...

ଆମେରିକାରେ ପୁଣି ଆରମ୍ଭ ହେଲା ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସୋମବାର ତାଙ୍କ ସହିତ ଜେ ଡି ଭାନ୍ସ ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ଆମେରିକୀୟ ସଂସଦରେ ଆୟୋଜିତ...

ହ୍ୱାଇଟ ହାଉସର ଭିତିରି କଥା: କେଉଁଠି ରୁହନ୍ତି ରାଷ୍ଟ୍ରପତି ଓ କ’ଣ ରହିଛି ସୁବିଧା?

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ। ଆଗାମୀ ୪ ବର୍ଷ ପାଇଁ ହ୍ୱାଇଟ ହାଉସ ହେବ ତାଙ୍କର ନୂଆ ଠିକଣା। ହ୍ୱାଇଟ ହାଉସ ଯେତିକି ସୁନ୍ଦର, ସେତିକି...

ଜାଣନ୍ତୁ ଏମିତି କିଛି ଦେଶ ଯେଉଁଠି ଭାରତୀୟ ମୁଦ୍ରାର ମୂଲ୍ୟ ବହୁତ ଅଧିକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରେ ଏବେ ବିଭିନ୍ନ ଦେଶର ମୁଦ୍ରାର ମୂଲ୍ୟ ଡଲାର ତୁଳନାରେ ହ୍ରାସ ପାଇବାରେ ଲାଗିଛି। ଭାରତରେ ମଧ୍ୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ କିଛି ମାତ୍ରାରେ ହ୍ରାସ...

ସିଙ୍ଗାପୁର: ଦିନେ ଦାରିଦ୍ର୍ୟ ଓ ଅନାହାର ସହ ଲଢୁଥିବା ଦେଶ ଆଜି ବିଶ୍ଵରେ ସବୁଠୁ ବିକଶିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସିଙ୍ଗାପୁର ଦକ୍ଷିଣ-ପୂର୍ବ ଏସିଆର ଏକ ବିକଶିତ ରାଷ୍ଟ୍ର। ଏକ ଛୋଟ ଦ୍ଵୀପର ସହରକୁ ନେଇ ଗଠିତ ଏହି ଦେଶ ଆଜି ବହୁତ ବିକଶିତ ହୋଇ ପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩...

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫: ୧୫ ଜଣିଆ ଭାରତୀୟ ଦଳ ଘୋଷିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆରେ ୧୫ ଜଣ ଖେଳାଳି ସାମିଲ ହୋଇଛନ୍ତି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ...

କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ରଘୁରାଜପୁର ଐତିହ୍ୟ ଗ୍ରାମ ବୁଲି ଦେଖିଲେ ସିଙ୍ଗାପୁର ରାଷ୍ଟ୍ରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍ ଏବେ ୨ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି। ଶନିବାର ସେ ନିଜ ପତ୍ନୀଙ୍କ ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ଏହାସହ ସେ ପୁରୀ...

ମଧ୍ୟପ୍ରାଚ୍ୟରେ ଫେରୁଛି ଶାନ୍ତି: ଯୁଦ୍ଧବିରତି ପାଇଁ ସହମତ ହେଲେ ଇସ୍ରାଏଲ ଓ ହମାସ

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟପ୍ରାଚ୍ୟରେ ଫେରୁଛି ଶାନ୍ତି। ଇସ୍ରାଏଲ ଓ ହମାସ ମଧ୍ୟରେ ବନ୍ଦ ହେବାକୁ ଯାଉଛି ଯୁଦ୍ଧ। ଉଭୟେ ଯୁଦ୍ଧ ବିରତି ଚୁକ୍ତିନାମା ପାଇଁ ରାଜି ହୋଇଛନ୍ତି। ଇସ୍ରାଏଲ ତୋପ ଶାନ୍ତ ପଡ଼ିଛି ଆଉ ହମାସର ରକେଟ ବର୍ଷା...

ଓଡ଼ିଶା ଗସ୍ତରେ ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ପହଞ୍ଚିଛନ୍ତି ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍। ଶୁକ୍ରବାର ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସ୍ଵାଗତ କରିଛନ୍ତି। ଥର୍ମନ ଶନ୍ମୁଗରତ୍ନମଙ୍କ ଏହି ଦୁଇ ଦିନିଆ ଗସ୍ତ ଅବସରରେ...